ସିଲଭର୍ ସିଟିରେ ଫିକା ପଡ଼ିବ ହୋଲି ମଉଜ
➡️୧-ଆଜି ସୁପ୍ରିମକୋର୍ଟ ଲୋନ୍ ମୋରାଟୋରିୟମ ଉପରେ ରାୟ ପ୍ରଦାନ କରିବେ, ମିଳିପାରେ ଲାଭ ➡️୨-ଲୋକସଭାରେ ବୀମା ସଂଶୋଧନ ବିଲ୍ ପାରିତ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହେବ ଆଇନ୍ ➡️୩-କୋଭିସିଲ୍ଡ ଟିକା ଦ୍ବିତୀୟ ଡୋଜ୍ ପାଇଁ ଗାଇଡ୍ଲାଇନ୍ ଜାରି କଲେ କେନ୍ଦ୍ର ସରକାର,ପୂର୍ବରୁ କୋଭିସିଲ୍ଡ ପ୍ରଥମ ଡୋଜ୍ର ୪ରୁ ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ଦିଆଯାଉଥିଲା। ଏନ୍ଟିଏଜିଆଇ ପରାମର୍ଶ ଅନୁସାରେ ଏଣିକି ୪ରୁ ୮ ସପ୍ତାହରେ ଦ୍ବିତୀୟ ଡୋଜ୍ ଦିଆଯାଇପାରିବ। ➡️୪-ଆଜି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ […]