Browsing category

ମହାନଗର

ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା

୧. କୋଭାକ୍ସିନ୍‌ ଚୁକ୍ତି ବାତିଲ କଲା ବ୍ରାଜିଲ୍‌: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍‌ କୌଣସି ଆଡଭାନ୍ସ ପେମେଣ୍ଟ୍‌ ହୋଇନି । ୨. ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା । ୩. ଲୋୟର ସୁକତେଲ ପ୍ରକଳ୍ପ: ଦ୍ୱିତୀୟ ଦିନ ସୁଦ୍ଧା ୧୫୦ ପରିବାର ସ୍ଥାନାନ୍ତର । ୪. କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି । ୫. ରାଉରକେଲାରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ‘ବର୍ଷା ଜଳ […]

କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି […]

ଏବେ ୧୦୨ବଦଳରେ ୧୦୮ କଲ କରିବାକୁ ପଡିବ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ୱୁଲାନ୍ସ ସେବା ପାଇଁ ଏବେ ୧୦୮ ନମ୍ୱରକୁ କଲ କରିବାକୁ ପଡିବ । ଆଗରୁ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କ ପାଇଁ ଉପଲବ୍ଧ ୧୦୨ ଆମ୍ୱୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲକୁ ଯାଉଥିଲେ ।ଏବେ କିନ୍ତୁ ଏଥିରେ ପରିବର୍ତନ ହୋଇଛି । ଏଥର ୧୦୮ ଆମ୍ୱୁଲାନ୍ସରେ ଗର୍ଭବତୀ,ଛୋଟ ଶିଶୁଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ । ଏଥିନିମନ୍ତେ […]

ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ରାଜ୍ୟରେ ଆଂଶିକ ଲକଡାଉନ ଅବଧିକୁ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକରିଥିବାନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଘୋଷଣା କରିଛନ୍ତି । ଏହାସହ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ।ଜିଲ୍ଲାଗୁଡିକୁ କାଟେଗୋରୀ ଏ ଓ କାଟେଗୋରୀ ବି ରେ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । କାଟେଗୋରୀ ଏ ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା […]

ଶିଶୁକୁ ପାଳିବେ ପାଇଥିବା ଦମ୍ପତି

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଗତତିନିଦିନ ତଳେ ରାତିରେ ପୁଜାଦୋକାନ ଆଗରୁ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁକୁ ପାଇଥିଲେ ପଟିଆ ଛକ ହନୁମାନ ମନ୍ଦିରର ପୂଜାରୀ ଶତ୍ରୁଘ୍ନ ମିଶ୍ର ଓ ସ୍ତ୍ରୀ ନିରୂପମା ମିଶ୍ର । ଏବିଷୟରେ ପୋଲିସକୁ ଜଣାଇବାପରେ ଶିଶୁ ସହ ଦମ୍ପତ୍ତିଙ୍କୁ ପୋଲିସ ଇନଫୋସିଟି ଥାନାକୁ ନେଇଯାଇଥିଲେ ।ସେଟାରେ ପୋଲିସ ଶିଶୁଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲେ ।ତେବେ ପାଇଥିବା ଶିଶୁଟିକୁ ଲାଳନପାଳନ କରିବାକୁ ଏହି ଦମ୍ପତି ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇନଥିଲା । […]

ବଜ୍ରାଘାତରେ ଜଣେ ମୃତ

ବାଲିପାଟଣା,୩୦/୬(ଏସଏସନିୟୁଜ) କଖାରୁ କିଆରିରେ କାମକରୁଥିବାବେଳେ ଗୁଆପୁର ପଞ୍ଚାୟତ କୁଞ୍ଚୁପଦା ଗ୍ରାମର ରଞ୍ଜନ ସେନାପତି ନାମକ ବ୍ୟକ୍ତିଙ୍କର ଆଜି ବଜ୍ରାଘାତରେ ମୃତ୍ୟୁ ହୋଇଛି । ଅପରାହ୍ନ ରେ ହଠାତ ବଜ୍ରପାତରେ ରଞ୍ଜନ ସେହି କିଆରୀରେ ଟଳି ପଡିବାସହ ତାଙ୍କର କାନ ମୁଣ୍ଡାରୁ ରକ୍ତ ବାହାରିଥିଲା । ତାଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆଜିର ଅନୁଚିନ୍ତା

?ଯଦି କେହି ଆପଣଙ୍କ ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ କାରଣ ସନ୍ଦେହ ସଦା ସର୍ବଦା ସୁନାର ଶୁଦ୍ଧତା ଉପରେ କରାଯାଏ । ?ସମୟର ସହ ଯିଏ ବଦଳି ଯାଆନ୍ତି ନାହିଁ ସେଇମାନେ ହିଁ ଆପଣାର । ?ଉପରକୁ ଉଠିବାକୁ ସାହାର୍ଯ୍ୟ କରିବା ଲୋକ କମ୍ , ପଛରୁ ଟାଣି ଧରିବା ଲୋକ ବହୁତ ବେଶୀ । ?ସ୍ବପ୍ନର ଦୁନିଆରେ ଜିଉଁ ଜିଉଁ ଏମିତି ମୁହୁର୍ତ୍ତ ନ ଆସୁ ଯାହାକୁ ଶେଷ କୁହାଯାଏ, […]

କରୋନା ରୋଗୀଙ୍କ ନୂଆ ଲକ୍ଷଣ

➡️୧-ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ । ➡️୨-ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ । ➡️୩-ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା । ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରାଯିବ। […]

ଅବକାରୀ ଚଢାଉ, ୩ଗିରଫ

ଆଠଗଡ,୨୯/୬(ଏସଏସନିୟୁଜ) କଟକ ଅବକାରୀ ବିଭାଗ ପକ୍ଷରୁ ଆଠଗଡର ବିଭିର୍ଣ ଅଂଚଳରେ ଚଢାଉକରି ୩ ଜଣଙ୍କୁ ଗିରଫ କରିବାସହ ୧୨ହଜାର ଲିଟର ଗୁଚପୋଚ ଓ ୪୫ଲିଟର ଦେଶୀମଦ ଜବତ କରିଛନ୍ତି ।ଗିରଫ ତିନିଜଣ ହେଲେ ବଡମ୍ବା ଶଙ୍ଖାମେରୀର ଭାନୁମତି ବେହେରା, ନୂଆପାଟଣା ଗୋଡିସାହିର ଦେବେନ୍ଦ୍ର କୁମାର ସାହୁ ଓ କୈଳାସ ଜେନା । ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା, ତାଳବସ୍ତ, ବଡମ୍ବାର ଶଙ୍ଖାମେରୀ ଏବଂ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ଗୋଡିସାହି ଅଞ୍ଚଳରେ ଯୋରଦାର ଅବକାରୀ ଚଢାଉ କରିଥିଲେ […]

ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିର ଗଲା

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଛି । ମହାସ୍ନାନ ପରେ ଶ୍ରୀଜିଉଙ୍କ ଜ୍ୱର ହେବାପରେ ଗୁପ୍ତସେବା ଚାଲିଛି ।ଏହି ଭାରରେ ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ଯାଇଥାଏ । ପରମ୍ପରା ଅନୁସାରେ ମାମୁଁ ଘରୁ ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଥାଏ ।ଏହି ଭାର ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗିକରାଯାଇଥାଏ