ସ୍ଥଗିତ ରହିଲା ସଚ୍ଚିବାଳୟ ଘେରାଉ- ସୁରେଶ କୁମାର ରାଉତରାୟ
ଭୁବନେଶ୍ଵର ,୫/୫(ଏସଏସନିୟୁଜ) ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗକୁନେଇ ମଇ ୧ ୯ରେ ସଚ୍ଚିବାଳୟ ଘେରାଉ କରିବାକୁ ହୋଇଥିବା କାର୍ଯ୍ୟକ୍ରମକୁ ସାମୟିକଭାବେ ସ୍ଥଗିତ ରହିଛି ବୋଲି କହିଛନ୍ତି କଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ବିଧାୟକ ରାଉତରାୟ କହିଲେ ଯେ, ବର୍ତ୍ତମାନର ଉତ୍କଟ କରୋନା ମହାମାରୀ ପରିସ୍ଥିତି ଓ ଲକଡ଼ାଉନକୁ ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ ପଦ।ଧୁକାରୀଙ୍କ ପରାମର୍ଶ ଓ ଅନୁରୋଧ କ୍ରମେ ଏହି ଆନ୍ଦୋଳନକୁ ସାମୟିକ ଭାବେ […]