ଗଛରେ ଝୁଲୁଛି ଆକାଉଟାଣ୍ଟଙ୍କ ଶବ !
ଝାରସୁଗୁଡ଼ା,୨୭ା୨(ଏସଏସନିଉଜ) ଝୁଲନ୍ତାଅବସ୍ଥାରେ ମିଳିଲା ଆକାଉଟାଣ୍ଟଙ୍କ ମୃତଦେହ। ଏଲ.ଏନ୍ କଲେଜର ଆକାଉଟାଣ୍ଟଙ୍କମୃତଦେହ ଗଛରୁ ଉଦ୍ଧାର ହୋଇଛି। ଜିଲ୍ଲାପାଳକାର୍ୟ୍ୟାଳୟ ପଛପଟ ଅଧ୍ୟାପକ କଲୋନୀରେ ଗଛରୁ ଉଦ୍ଧାର ହୋଇଛି ।ତେବେ ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।
Browsing category
ଝାରସୁଗୁଡ଼ା,୨୭ା୨(ଏସଏସନିଉଜ) ଝୁଲନ୍ତାଅବସ୍ଥାରେ ମିଳିଲା ଆକାଉଟାଣ୍ଟଙ୍କ ମୃତଦେହ। ଏଲ.ଏନ୍ କଲେଜର ଆକାଉଟାଣ୍ଟଙ୍କମୃତଦେହ ଗଛରୁ ଉଦ୍ଧାର ହୋଇଛି। ଜିଲ୍ଲାପାଳକାର୍ୟ୍ୟାଳୟ ପଛପଟ ଅଧ୍ୟାପକ କଲୋନୀରେ ଗଛରୁ ଉଦ୍ଧାର ହୋଇଛି ।ତେବେ ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।
ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଝାଡ଼ଖଣ୍ଡର ସିଂଘଭୂମଜିଲାରୁ ଜଣେ ଆତ୍ମଘୋଷିତକମାଣ୍ଡରଙ୍କ ସମେତ ୬ମାଓବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ବିସ୍ଫୋରକସାମଗ୍ରୀ ଜବତ ହୋଇଛି। କେତେଜଣ ମାଓବାଦୀ ସେମାନଙ୍କ କମାଣ୍ଡରଙ୍କୁ ବିସ୍ଫୋରକଦେବାକୁ ଯାଉଥିବାର ସୂଚନା ପାଇବାପରେ ସେମାନଙ୍କୁ ଧରିବା ଲାଗି ପୋଲିସର ଏକ ଟିମ୍ ବାରିପୋଖରୀଗ୍ରାମକୁ ଯାଇଥିବା ଏକରାସ୍ତାକୁ ଚାରିପଟୁଘେରି ବ୍ୟାପକ ଯାଞ୍ଚ ଚଳାଇଥିଲା।ଏହିସମୟରେ ୬ ମାଓବାଦୀଙ୍କୁଗିରଫ କରାଯିବା ସହ ଡେଟୋନେଟର ଓ ଜିଲୋଟିନ୍ ଜବତ ହୋଇଥିଲା।
ଭୁବନେଶ୍ୱର,୨୭ା୨(ଏସଏସନିଉଜ)ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡଶବ୍ଦ ବାରିପଦା ଓ ବାଲେଶ୍ୱରର ଆକାଶରେ କିଛି କ୍ଷଣ ପାଇଁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡଶବ୍ଦରେ ଦୋହଲିଲା ଘରଦ୍ୱାର । ପ୍ରଚଣ୍ଡଶବ୍ଦ ଯୋଗୁଁ ଲୋକେ ଆତଙ୍କିତହୋଇ ଘରୁ ବାହାରି ଆସିଥିଲେ । ଶବ୍ଦସମୟରେ ଥରିଉଠିଥିଲା ଘରର କବାଟ ରକା। ପ୍ରଚଣ୍ଡ ଶବ୍ଦର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି ।
ମେଣ୍ଢାଶାଳ,୨୭ା୨(ଏସଏସନିଉଜ)ଗତକାଲି ବିଳମ୍ଭିତରାତିରେ ଏକ ଦନ୍ତାହାତୀ ଯାମୁଝରିସ୍ଥିତ ବିଜୁପଟ୍ଟ ନାୟକ ମୁକ୍ତାକାଶକାରାଶ୍ରମରେ ପଶି ପନିପରିବାଖାଇ ଓ ଦଳିଚକଟି ନଷ୍ଟ କରିଦେଇଛି ।ଗତବର୍ଷ ଏହି ମାସରେ ପଶ୍ଚିମପଟପାଚେରୀଭାଙ୍ଗି ଏକ ଦନ୍ତାହାତୀ ଭିତରେ ପଶି ପରିବାଫସଲଖାଇ ନଷ୍ଟ କରିଥିଲା ।କଏଦୀମାନେ ଘଉଡାଇବାରୁ ହାତୀଟି ପାଚେରୀଡେଇଁ ପଳାଇଯାଇଥିଲା ।ସେହିଦିନଠାରୁ ପାଚେରୀଦୁଇପଟେ ଚୋରାରାସ୍ତା ରହିଛି ।ସେହିରାସ୍ତାରେ ପୁଣି ଦନ୍ତାଟି ପଶି ରବିବାର ବିଳମ୍ଭିତରାତିରେ ଭିତରକୁଆସି ପ୍ରଥମେ କଦଳୀବଗିଚା ଓ ପରେ ବିଲାତିବାଡିରେ ପଶି ଖାଇଦଳିମକଚି ନଷ୍ଟ କରିବାସହ ପ୍ରଶାସନିକ କୋଠାନିକଟରେ ଥିବା ସାଗବାରୀ,ପିଆଜବାରୀକୁ ଦଳିଚକଟି […]
ବାରଙ୍ଗ,୨୬ା୨(ଏସଏସନିଉଜ) ବାରଙ୍ଗଥାନା ଅଧିନସ୍ଥ ଆନନ୍ଦ ବଜାରର ବାରଙ୍ଗ ପ୍ରେସକ୍ଲବ ନିକଟରେ ଥିବା ଏକ ଦୋକାନ ସାମ୍ନାରୁ ଶନିବାର ବିଳମ୍ଭିତ ରାତିରେ ଥୁଆହୋଇଥିବା ଏକ ଟ୍ରାକ୍ଟର ଚୋରୀ ହୋଇଥିବାର ବାରଙ୍ଗଥାନାରେ ଲିଖିତ ଅଭିଯୋଗ ହୋଇଛି ।ଦୋକାନ ମାଲିକ ସତ୍ୟବ୍ରତ ବଡ଼ଜେନା କରିଥିବା ଅଭିଯୋଗ ଅନୁଯାୟୀ ଓଆର ୦୫-ଏମ-୪୮୭୩ ନମ୍ବର ଟ୍ରାକ୍ଟରଟି ସବୁଦିନ ଭଳି କାମ ସାରି ଦୋକାନ ଆଗରେ ଥୁଆହୋଇଥିଲା ।ରବିବାର ସକାଳେ ଚାଳକ ଗାଡିବାହାର କରିବାକୁ ଆସିବାବେଳକୁ ଟ୍ରାକ୍ଟରଟି ଥୁଆହୋଇଥିବା ସ୍ଥାନରେ ନଥିଲା ।ଏବିଷୟରେ ଚାଳକ ସତ୍ୟବ୍ରତକୁ […]
ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଆଜି ବାହା ହେବେ ଜୁନାଗଡର ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁର ପ୍ରିୟଙ୍କାଅଗସ୍ତିଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ପୁରୀନିକଟ ଏକ ରିସର୍ଟରେ ନଜର ଆସିଲେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କାା
ଭୁବନେଶ୍ୱର,୨୬ା୨(ଏସଏସନିଉଜ) ଗାଡ଼ିପାର୍କିଂକୁ କେନ୍ଦ୍ରକରି ଭିଏସଏସନଗରରେ ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ଆହତ ହୋଇଥିବା କନଷ୍ଟେବଲ ମନୋଜବେହେରାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛିି । ଆକ୍ରମଣକାରୀବ୍ୟକ୍ତି ସହିଦନଗର ଥାନାରେ ଅଟକ ରହିଥିବାବେଳେ ସେ ବିଏସଏଫ ଜଣେ ବରିଷ୍ଠଅଧିକାରୀ ବୋଲି ସୁଚନା ମିଳିଛି ।
ବାରଙ୍ଗ,୨୬ା୨(ଏସଏସନିଉଜ)ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଅଞ୍ଚଳରେ IED ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। କମ୍ବିଂବେଳେ ନକ୍ସଲଙ୍କଦ୍ୱାରା ବିଛା ଯାଇଥିବାIED ବିସ୍ଫୋରଣ ଘଟିଥିଲା। କାଲି ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିଲୋ
କଣ୍ଟାବାଞ୍ଜି,୨୬ା୨(ଏସଏସନିଉଜ) ପତରାଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକଜଣକ ଫାଇନାନ୍ସ କର୍ମଚାରୀ ବୋଲି ଜଣାପଡିଛି । ତାରଘର ବରଗଡ଼ ପାଇକମାଳରେ ହୋଇଥିବାବେଳେ ଘଟଣାସ୍ଥଳରେ ବାଇକ୍ ପଡ଼ିଛି । ୨ଦିନ ତଳୁ ଯୁବକ ନିଖୋଜ ଥିଲେ। ନିଖୋଜନେଇ ଥାନାରେ ଅଭିଯୋଗ ହୋଇଥିଲାା
ଖୋର୍ଦ୍ଧା,୨୬ା୨(ଏସଏସନିଉଜ) ଅଟ୍ରିର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରୁ ଚୋରି ହୋଇଛି ।ଦାନବାକ୍ସ ଭାଙ୍ଗିବା ସହ ରୁପାନାଗ ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ପରିସରରେଥିବା ସବୁମନ୍ଦିରରୁ ରୁପା କିଭଟି ମଧ୍ୟ ଚୋରି ହୋଇଥିବାର ଅଭିଯୋଗ ହୋଇଯାଇଛି ।