ବନ୍ଦରରେ ଅଘଟଣ
ପାରାଦ୍ଵୀପ ,୩/୮(ଏସଏସନିଉଜ)ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ ଘଟିଛି । ବୋଟ୍ ରୁ ଖସିପଡ଼ି ମତ୍ସ୍ୟଜୀବୀ ମହେଶ୍ୱର ମାଝୀ ମୃତୁବରଣ କରିଛନ୍ତିା ଓଡ୍ରାଫ ଟିମ୍ ଖୋଜାଖୋଜି କରି ମୃତ ମତ୍ସ୍ୟଜୀବୀ ମାଝୀଙ୍କ ଶବ ଉଦ୍ଧାର କରିଛନ୍ତି ।
Browsing category
ପାରାଦ୍ଵୀପ ,୩/୮(ଏସଏସନିଉଜ)ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ ଘଟିଛି । ବୋଟ୍ ରୁ ଖସିପଡ଼ି ମତ୍ସ୍ୟଜୀବୀ ମହେଶ୍ୱର ମାଝୀ ମୃତୁବରଣ କରିଛନ୍ତିା ଓଡ୍ରାଫ ଟିମ୍ ଖୋଜାଖୋଜି କରି ମୃତ ମତ୍ସ୍ୟଜୀବୀ ମାଝୀଙ୍କ ଶବ ଉଦ୍ଧାର କରିଛନ୍ତି ।
ଭୁବନେଶ୍ୱର,୩/୮(ଏସଏସନିଉଜ)ବାଲିପାଟଣା ଥାନା ଏଏସ୍ଆଇ ପୁଷ୍ପଲତା ପାଇକରାୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।୨୦୨୦ର ଏକ ମାମଲାରେ କଡ଼ା ଦଫା ଯୋଡ଼ିବାକୁ ଲାଞ୍ଚ ନେଉଥିବାବେଳେ ପୁର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ବାସୁଦେବପୁର, ୩/୮(ଏସଏସନିଉଜ) ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦରୁ ଏସିଡ୍ ମାଡ଼ ହୋଇଥିବାର ଜଣାପଡିଛି । ନାୟକାଣୀଡିହି ଥାନା ରାଜଘରପୋଖରୀ ଗାଁରେ ଏହି ଘଟଣା ଘଟିଛି ।ଗୋଟିଏ ପରିବାରର ଏସିଡ୍ ମାଡ଼ରେ ଅନ୍ୟ ପରିବାରର ଦମ୍ପତି ଗୁରୁତର ଆହତହୋଇଛନ୍ତି । ଏସିଡ୍ ମାଡ଼ରେ ଗୁରୁତର ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ବାରିପଦା,୩/୮(ଏସ ଏସ ନିଉଜ) ITI ଛାତ୍ରଙ୍କୁ ପ୍ରିନ୍ସପାଲଙ୍କ ଭାଇ ମାଡ଼ ମାରିବା ଅଭିଯୋଗ ହୋଇଛି।ଫର୍ମ ଫିଲପରେ ତ୍ରୁଟିକୁ ନେଇ ଧାରଣାରତ ଜଣେ ଛାତ୍ରଙ୍କୁ ମାଡ଼ ଅଭିଯୋଗ ହୋଇଛି ।ଏଥିପାଇଁ ଆଇଟିଆଇ ପ୍ରିନ୍ସପାଲ ଓ ଅଧ୍ୟାପକଙ୍କୁ ଅଟକ ରଖିଛି ପୋଲିସ ।
ଭୁବନେଶ୍ବର ,୩/୮(ଏସଏସନିଉଜ)ଚାକିରି ଦେବା ନାଁରେ ୨୧ ଲକ୍ଷ ଲୁଟ୍ ହୋଇଛି ।ଏହି ଠକାମୀର ଶିକାର ହୋଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ୪ଜଣ ଶିକ୍ଷିତ ଯୁବକ ଓ ଜଣେ ମହିଳା ।ସରକାରୀ ଚାକିରି ଦେବାକୁ କହି ୨୧ ଲକ୍ଷ ଚଳୁ କରିଦେଇଥିଲେ ଠକ ।ତେବେ ଭୁବନେଶ୍ୱର ନିକଟରୁ ପୋଲିସ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଗେଙ୍ଗୁଟି ଅଞ୍ଚଳରେ ଚିନ୍ମୟ ମହାପାତ୍ରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।
ଭୁବନେଶ୍ବର,୩୧/୭(ଏସଏସନିଉଜ)ଗତକାଲି ରାତିରେ ଆଇଆର୍ସି ଭିଲେଜସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସାଲିଆସାହି ନୀଳଚକ୍ରନଗରର ପ୍ରଶାନ୍ତ କୁମାର ନାୟକ ଓରଫ ଭାଲୁ, ଏକାମ୍ର ବିହାରର ଚିକୁ ସ୍ବାଇଁ, ବାଜପେୟୀନଗରର ସୁରେଶ ସାହୁ ଓ ବସ୍ତି ବିକାଶ ପରିଷଦର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଖଣ୍ଡା, ନକଲି ବନ୍ଧୁକ, ଲୁହା ରଡ୍ ଓ ଲଙ୍କାଗୁଣ୍ଡ ଜବତ କରିଛି।ଏହି ଡକାୟତିଗ୍ୟାଙ୍ଗର ମୁଖ୍ୟ ଗଙ୍ଗା ରେଡ୍ଡୀ ଓ ତାର ସହଯୋଗୀ […]
ଭୁବନେଶ୍ବର, ୩୧/୭(ଏସଏସନିଉଜ) ଜଣେ ନାବାଳିକାଙ୍କ ନଗ୍ନ ଭିଡିଓ କରି ଭାଇରାଲ୍ କରିବାକୁ ଧମକ ଦେଇ ବ୍ଲାକ୍ମେଲ୍ କରୁଥିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ନକଲି ଶିକ୍ଷକ ବାଙ୍କୀର ପ୍ରଦୀପ କୁମାର ସ୍ବାଇଁକୁ ଗିରଫ କରିଛି।ଗତକିଛିମାସ ପୁର୍ବେ ଜଣେ ନାବାଳିକାକୁ ନିଜକୁ ଶିକ୍ଷକ ବୋଲି ପରିଚୟ ଦେଇ ମାଟ୍ରିକ ପରେ ଭଲଲେଜରେ ଆଡମିସନ କରାଇବା,ଲାପଟପ କିଣାଇ ଦେବା ଆଦି ପ୍ରଲୋଭନ ଦେଖାଇ ସର୍ମ୍ପକ ଜମାଇଥିଲା ।ଧିରେଧିରେ ନାବାଳିକର ଅତିନକଟତର ହେବା ସହ ମଝିରେମଝିରେ ହ୍ବାଟ୍ସଆପ୍ରେ ଚାଟ କରିବା […]
ବାଲେଶ୍ୱର,୩୧/୭(ଏସଏସନିଉଜ) ସ୍ତ୍ରୀକୁ ହତ୍ୟା କରି ପୋଖରୀରେ ପକାଇଲା ପିଶାଚ ସ୍ୱାମୀ ।ଏହିଭଳି ଅଭାବନୀୟ ଚାଞ୍ଚଲ୍ୟକର ଘଟଣା ସିମୁଳିଆ ଥାନା ପାହିତୁରୁଣା ପଞ୍ଚାୟତ ଦରା ଗାଁରେ ଘଟିଛି । ଶୁକ୍ରବାର ରାତିରେ ଧନେଶ୍ୱର ନାୟକ ନାମକ ଯୁବକ ପତ୍ନୀ କୁନିଲତାଙ୍କୁ ହତ୍ୟାକରି ତାଙ୍କ ଗୋଡ଼ ଏବଂ ବେକରେ ଚିପ୍ସ ଭର୍ତ୍ତି ଅଖାରେ ବାନ୍ଧି ଘର ପାଖରେ ଥିବା ଏକ ପୋଖରୀରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା ।ଗ୍ରାମବସୀମାନଙ୍କଠାରୁ ଖବରପାଇ ବାପଘରଲୋକ ବହୁଖୋଜାଖୋଜି ପରେ ଗାଡ଼ିଆରୁ କୁନିଙ୍କ ମୃତଦେହ ପଡିଥିବାର ଜାଣିବାକୁ […]
ଭୁବନେଶ୍ୱର,୩୧/୭(ଏସଏସନିଉଜ) ନିଶା ମାଫିଆର ୧ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।କୋଲକାତା ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଶେଖ୍ ଜାମସେଦର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।ବାଜ୍ୟାପ୍ତ ସଂପତ୍ତି ମଧ୍ୟରେ ୩ ମହଲା ଘର ଓ ଏକାଧିକ ପ୍ଲଟ ମଧ୍ୟ ରହିଥିବାର ଜଣାପଡିଛି ।
ଭୁବନେଶ୍ୱର,୩୧/୭(ଏସଏସନିଉଜ) ଓଞଈଚ ଡିଜି ସଞ୍ଜୟ ଆରୋରା ହେଲେ ଦିଲ୍ଲୀ ପୋଲିସ କମିଶନର । ଦିଲ୍ଲୀର ପୋଲିସ କମିଶନର ନେଇ ତାଙ୍କୁ ନିଯୁକ୍ତି ମିଳିଛି ।ତାମିଲନାଡ଼ୁ କ୍ୟାଡରର ଓଚଝ ଅଫିସର ହେଉଛନ୍ତି ସଞ୍ଜୟ ଆରୋରା । ସେ ଅଗଷ୍ଟ ୧ରୁ ଦାୟିତ୍ବ ତୁଲାଇବେ ବୋଲି ଜଣାପଡିଛି ।