Browsing category

ଅପରାଧ

କଲରାପତରିଆ ବାଘଛାଲ ଜବତ: ଦୁଇ ଗିରଫ

ଦେବଗଡ଼, ୧୧/୧୧(ଏସଏସନିୟୁଜ) ଦେବଗଡ଼ବନବିଭାଗ ପଳସମା ଫରେଷ୍ଟ ସେକ୍ସନ ଅଂଚଳରୁ ବାଘଛାଲ ଜବତ କରିବା ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ପଞ୍ଚାୟତ କୁଶଖଳିଆ ଗ୍ରାମର ପ୍ରହଲ୍ଲାଦ ପରିଡ଼ା ଓ ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନ ଙ୍କୁ ଗିରଫ କରିଛି ।ବିଶେଷସୁତ୍ରୁ ଖବରପାଇ ବନବିଭାଗ କର୍ମଚାରୀମାନେ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ଚଢଉ କରି ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ କଲରାପଡତରିଆ ବାଘ ଛାଲ ଜବତ କରିବା ସହ […]

ଦୁଇ ଠକ ଜମିଦଲାଲ୍ ଗିରଫ

ଭୁବନେଶ୍ବର, ୧୧/୧୧(ଏସଏସନିୟୁଜ)ଦୁଇଜମି ଦଲାଲଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ ।ସେମାନଙ୍କଠାରୁ ଗୋଟିଏ ଏମ୍‌ଜି ହେକ୍ଟର ଗାଡ଼ି ଜବତ କରିଛି।ଏହି ଦୁଇ ଦଲାଲ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅହିଆସ ଅଞ୍ଚଳର ଅମିତ ନାୟକ(୩୦) ଓ କଟକ ଗୋବିନ୍ଦପୁର ଅଞ୍ଚଳର ସଞ୍ଜିତ ମହାପାତ୍ର(୩୭) ।ଏମାନେ ୟୁନିଟ୍‌-୯ ଅଞ୍ଚଳରେ ରାଜକୀୟଢଙ୍ଗରେ ରହିାବ ସହ ବଡ ବିଲ୍ଡର ବୋଲି ସାଧାରଣରେ ପରିଚୟ ଦେଉଥିଲେ । ଚିତ୍ରସେନ ଘଡ଼େଇ ନାମକ ଜଣେ ବ୍ୟବସାୟୀଙ୍କୁ ଚକେଇସିଆଣିରେ ଜମି ଦେବାକୁ କହି ୨୦୨୦ ମସିହାରେଜଣେ […]

ଗୁଳି ଫୁଟାଇ ଔଷଧ ଦୋକାନରୁ ଲୁଟ୍‌

ଭଦ୍ରକ, ୧୧/୧୧(ଏସଏସନିୟୁଜ) ଫାଙ୍କାରେ ଗୁଳି ଫୁଟାଇ ଔଷଧ ଦୋକାନରୁ ୩ଟି ମୋବାଇଲ, ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବୁଧବାର ସାଢ଼େ ୧୦ଟା ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆରଡ଼ିଛକ ନିକଟରେଥିବା ମାନବଜ୍ୟୋତି ଔଷଧ ଦୋକାନରେ ଘଟିଛି । ୩ଟି ବାଇକରେ ୯ଜଣ ଦୁର୍ବୃତ୍ତ ଆସି ଅଚାନକ ଗୁଳି ଚାଳନା କରିଥିଲେ।ଏହାପରେ ଔଷଧ ଦୋକାନରେ ପଶି କର୍ମଚାରୀମାନେ ଭୟଭୀତ କରାଇ ୩ଟି ମୋବାଇଲ, ୧୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । […]

କ୍ରୀଡ଼ାମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର,୧୦/୧୧(ଏସଏସନିୟୁଜ) ମମିତା ମେହେର ହତ୍ୟା ଘଟଣାକୁ ବିରୋଧ କରି ଗତକିଛିଦିନ ହେବ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟର ମନ୍ତ୍ରୀମାନଙ୍କୁ ପ୍ରବଳ ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛି ।କେଉଁଠି କଳାପତାକା ତ କେଉଁଠି ଅଣ୍ଡାମାଡ ଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।ଆଜି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ସମୟରେ ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ […]

ସରପଞ୍ଚଙ୍କ ପୁଅକୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୦/୧୧(ଏସଏସନିୟୁଜ) ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ।ଏହି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଟେଟମ ଗାଁ ରେ ଘଟିଛି । ମୃତକ ହେଉଛନ୍ତି ଉମେଶ ମରକମ ବୋଲି ଜଣାପଡିଛି ।

ଗିରଫହେଲେ ବିଲଡର

ଭୁବନେଶ୍ୱର, ୧୦/୧୧(ଏସଏସନିୟୁଜ)ଜମିପାଇଁ ଟଙ୍କାନେଇ ଜମିନଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ସହୀଦ ନଗର ଥାନା ପୁଲିସ ଶାରଳା ରିଅଲକନ୍ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି । ୪ଲକ୍ଷଟଙ୍କା ଠକେଇ ଅଭିଯୋଗ ତାଙ୍କନାମରେ ଆସିଥିଲା ।ଏହାପୁର୍ବରୁ ଗ୍ରାହକମାନଙ୍କୁ ଜମି ଯୋଗଇଦେବା ନାମରେ ଠକେଇ କରିଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଗୟାଧର ଓ ତାଙ୍କ ପତ୍ନୀ ଙ୍କୁ ମଧ୍ୟ ଗିରଫ କରାିଥିଲା ।  

ନାବାଳିକା ଛାତ୍ରୀ ରମ୍ଭାରୁ ଉଦ୍ଧାର

ଗଞ୍ଜାମ, ୯/୧୧(ଏସଏସନିୟୁଜ) ଭୁବନେଶ୍ୱରରୁ ଅପହରଣ ହୋଇଥିବା ନବମ ‌ଶ୍ରେଣୀ ଛାତ୍ରୀଙ୍କୁ ରମ୍ଭାରୁ ଉଦ୍ଧାର କରାଯାଇଛି। ଗତ ୨୭ ତାରିଖରେ ଛାତ୍ରୀ ଜଣଙ୍କ ସ୍କୁଲରୁ ନଫେରିବାରୁ କ୍ୟାପିଟାଲ୍ ଥାନାରେପରିବାରପକ୍ଷରୁ ଏତଲା ଦିଆଯାଇଥିଲା ।ପୋଲିସ ତଦନ୍ତ ବେଳେ ଜଣେ କଳା ଶିକ୍ଷକ ଏହି ଘଟଣାର ମାଷ୍ଟରମାଇଣ୍ଡ୍ ବୋଲି ଜାଣିବାକୁ ପାଇଥିଲେ ।ପରେ ଅଧରକ ପଚରାଉଚରା କରି ଗତକାଲି ରମ୍ଭା ପୁଲିସ ସହାୟତାରେ ରମ୍ଭା ମିଞ୍ଚିଣିପାଟଣା ଅଞ୍ଚଳର ଏକ ବନ୍ଦ ଘରୁ ନାବାଳିକାକୁ ଉଦ୍ଧାର କରିଛନ୍ତି। ଏକତରଫା ପ୍ରେମ ପାଇଁ ଏପରି […]

ବ୍ୟାଙ୍କମ୍ୟାନେଜର-କ୍ୟାସିୟରଙ୍କୁ ବନ୍ଧୁକ ଦେଖଇ ୧୫ ଲକ୍ଷ ଲୁଟ

ସୁନ୍ଦରଗଡ଼, ୯/୧୧(ଏସଏସନିୟୁଜ)ପୋଲିସ ବନ୍ଧୁକ ଦେଖାଇ ଆଜି ଅପରାହ୍ନ ରେ ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍ ହୋଇଛି ।ଏହି ଲୁଟ କରି ଖସି ପଳାଉଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇ ଶେଷରେଧରାପଡିଛି ଲୁଟେରା ।ଲୁଟେରାଠାରୁ ଟଙ୍କା ସହ ବନ୍ଧୁକ ଜବତ ହୋଇଛି ।ଏହିଘଟଣା ସୁନ୍ଦରଗଡ଼ ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଏଏସ୍‌ଆଇ ମିତ୍ରଭାନୁ ନାଏକଙ୍କ ପୁଅ ଜୟଦେବ ଏକ ବନ୍ଧୁକ ନେଇ ବାଇକ ଯୋଗେ ସାଙ୍ଗରେ ଏକବ୍ୟାଗ ଆଣି ଆକ୍ସିସ୍ ବ୍ୟାଙ୍କକୁ ଆସିଥିଲେ ।ବ୍ୟାଙ୍କକ୍ୟାସିଅର ଓ […]

ଦୁଇଟି ହାତୀଦାନ୍ତ ଜବତ

କେନ୍ଦୁଝର,୯/୧୧(ଏସଏସନିୟୁଜ) କେନ୍ଦୁଝର ଜିଲ୍ଲାରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି ।ଏହି ଜିଲ୍ଲାର ବିଜେପି ରେଞ୍ଜ ଲୁଣଘର ଗ୍ରାମରୁ ଜବତ ହୋଇଛି ହାତୀଦାନ୍ତ ।ଏହି ଘଟଣାରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବନକାଟି ଗ୍ରାମର ଚିତ୍ତରଂଜନ ବଇଠ ଏବଂ କେନ୍ଦୁଝର ସଦର ଥାନା ଅଞ୍ଜର ଗ୍ରାମର ଡାକ୍ତର ମୁଣ୍ଡାଙ୍କୁ ଗିରଫ କରାଯାଇଛି।

ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼

ଭୁବନେଶ୍ୱର,୯/୧୧(ଏସ ଏସ ନିୟୁଜ)ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ୍‌ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍ ହୋଇଛି।ଏକକାଳୀନ ଭୁବନେଶ୍ୱର ବାସଭବନ ସମେତ ୧୨ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି ।ଜୟଦେବବିହାରରେ ୬ ତାଲା ବିଶିଷ୍ଟ ଘର, ଖଣ୍ଡଗିରି ସରକନ୍ତରାର ଭଡ଼ା ଘର, ଜୟଦେବବିହାର ନରେନ୍ଦ୍ର ଭିଲ୍ଲାରେ ଥିବା ଘର ସମେତ ଭଦ୍ରକ, ବାସୁଦେବପୁର, ବାଲେଶ୍ୱରର ସିମୁଳିଆରେ ଚଢଉ ଚାଲିଛି।ରାଜଧାନୀ ଉପକଣ୍ଠ […]