୨୨ ବର୍ଷ ପରେ ମାମଲାର ତଦନ୍ତ ଶେଷ କଲା ସିବିଆଇ
୧. ଆଜି ଜଗତସିଂହପୁର ଓ ସୋନପୁରରେ କରୋନା ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ତେବେ ଆଜି ୩୮୩ଟି ଅଧିବେଶନରେ ଟିକାକରଣ ଅନୁଷ୍ଠିତ ହେବ । ୨. ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୫୫୭ । ଅତ୍ୟଧିକ ସଂକ୍ରମିତ ୫ ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଅନୁଗୁଳ ଓ ବାଲେଶ୍ୱର । ୩. ରାଜ୍ୟରେ ଏ ପର୍ୟ୍ୟନ୍ତ ୨୨ ଲକ୍ଷ ଲୋକ […]