ଡକାୟତି କରିବାକୁ ଯୋଜନା ବେଳେ ପୋଲିସ ହାତରେ ଧରାପଡିଲେ
ଡେଲାଙ୍ଗ,୩୦/୩(ଏସଏସନିୟୁଜ) ବ୍ୟାଙ୍କଡକାୟତି କରିବାକୁ ଯୋଜନାକରୁଥିବାବେଳେ ଡକାୟତମାନଙ୍କୁ ଡେଲାଙ୍ଗ ପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନଙ୍କଠାରୁ । ୫ଟି ଅଫୁଟା ବୋମା, ବିଭିନ୍ନ ହାତ ହତିଆର ସହିତ ୪ଟି ଚୋରା ମଟର ସାଇକେଲ ପୋଲିସ ଜବତ କରିଛି । ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ହରିପୁର ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମବ୍ୟାଙ୍କରୁ ଡକାୟତି କରିବା ପାଇଁ ପ୍ରସ୍ତୁତ ବେଳେ ପୋଲିସ ସେବକସାହି ପାଟଣା ଗ୍ରାମର ରାମଚନ୍ଦ୍ର ବେହେରା(୪୩), ହାକପଡା ଗ୍ରାମର ଅଭୟ କୁମାର […]