Browsing category

ଅପରାଧ

ରାଉରକେଲାରେ ଗୁଳିମାଡ଼

ରାଉରକେଲା, ୪ା୧୧(ଏସଏସନିଉଜ)ରାଉରକେଲା ଟ୍ରାଫିକ ମାର୍କେଟରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ପିଠିକୁ ଗୁଳିମାଡ଼ ହୋଇଥିବାରୁ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିସ୍‌ାପାଇଁ ଆରଜିଏଚରେ ଭର୍ତ୍ତି ହୋଇଛନ୍ତି। ଯୁବକ ଜଣଙ୍କ ହେଉଛନ୍ତି ଆଭେଦ ରାୟା ଆଜି ସକାଳ ସାଢେ ୯ଟା ସମୟରେ ଟ୍ରାଫିକ ମାର୍କେଟରେ ତିନିରୁ ଅଧିକ ଦୁର୍ବୃତ୍ତ ଆଭେଦ କୁ ଦୁଇରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ । ଟ୍ରାଫିକ ମାର୍କେଟ ଡବଲ ମର୍ଡର ମାମଲାରେ ୧୫ ବର୍ଷ ତଳେ ଆଭେଦ ଜେଲ ଯାଇ କିଛି […]

ଆଖି ବୁଜିଲା ଯଶୋଦା

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଚିକିସ୍‌ା ଚାଲିଥିବାବେଳେ ଚାଲିଗଲା ପୋଷାହାତୀ ଯଶୋଦାର ଜୀବନ । ଚନ୍ଦକା ଅଭୟାରଣ୍ୟରୁ ୬ ମାସ ତଳେ ଯଶୋଦାକୁ ଶିମିଳିପାଳକୁ ଅଣାଯାଇଥିଲା। ୬ ମାସ ତଳେ ଯଶୋଦାକୁ ଚନ୍ଦକା ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା। ଆସିବାପରେ ଯଶୋଦା ଅସୁସ୍ଥ ହେବାରୁ ତାର ଚିକିସ୍‌ସା ଆରମ୍ଭ ହୋଇଥିଲା ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ତିନିମାସ ହେବ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲେ ସୁଦ୍ଧା ଯଶୋଦାକୁ ବଂଚାଇପାରିନଥିଲେ ।ଶେଷରେ ୬୦ ବର୍ଷ ବୟସ୍କା ହାତୀ ଅଖିବୁଜିଥିଲା ।

ଗିିରଫ ହେଲେ ଜେଇ

କନ୍ଧମାଳ,୪ା୧୧(ଏସଏସନିଉଜ) ଫିରିଙ୍ଗିଆବ୍ଲକ କନିଷ୍ଠଯନ୍ତ୍ରୀ ଅଶୋକପାଢ଼ୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ବିଲ୍ ମଞ୍ଜୁର କରିବାପାଇଁ ଜଣେ ଠିକାଦାରଙ୍କଠାରୁ ସରକାରୀକ୍ୱାର୍ଟର୍ସରେ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଭିଜିଲାନ୍ସ ଜେଇଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

୧୦୦ ଫୁଟ ଗଭୀରକୁ ଖସିଲା ବସ୍‌

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଆଜି ସକାଳେ ଉତ୍ତରଖଣ୍ଡର ଅଲମୋଡାରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗଢବାଲ ମୋଟର ଅନର୍ସ ୟୁନିୟନ ଲିମିଟେଡର ଏହି ବସଟି ୪୫ ଲୋକେ ନେଇ କିନାଥରୁ ରାମନଗର ଯିବାବାଟରେ ଗାଁର କୂପି ପାଖରେ ବସ ବାଲାନ୍ସ ଫେଲ ପାଇଁ ୧୫୦ ଫୁଟ ଘାଟି ତଳକୁ ଖସିପଡିଥିଲା ।ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଶୋକ ବ୍ୟକ୍ତ କରିବାସହ ମୃତ ବ୍ୟକ୍ତିଙ୍କ ସହ ଆହତଙ୍କ ପାଇଁ ମଧ୍ୟ ଆର୍ଥିକ […]

ବୋଲେରୋ ନେଲା ବୃଦ୍ଧଙ୍କ ଜୀବନ

ବୀରମହାରାଜପୁର,୩/୧୧(ଏସଏସନିଉଜ) ସୁବଳୟାଥାନା ଟେଭାପଦର ଛକଠାରେ ବୋଲେରୋ ଧକ୍କାରେ ଟେଭାପଦର ଗାଁର ପ୍ରେମାନନ୍ଦ କ୍ଷେତି (୭୦)ଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ସହୟତା ପାଇଁ ଗ୍ରାମବାସୀମାନେ ରାସ୍ତାରୋକ କରାଯାଇଛି l ପ୍ରେମାନନ୍ଦ ଘରୁ ବାହାରି ସଡ଼କକୁ ଆସୁଥିବା ବେଳେ ରେଢ଼ାଖୋଲ ପଟରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ବୋଲୋରୋ କୁ ଜବତ କରିବା ସହ […]

ବଡ଼ ଭଉଣୀର ବାହାଘରବେଳେ ସାନଭଉଣୀକୁ ଦୁଷ୍କର୍ମ କଲା ଭାଇ

ରାଉରକେଲା,୩/୧୧(ଏସଏସନିଉଜ) ରାଉରକେଲାରେ ଭାଇ-ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲାଗିଛି।ଭାଇ ନିଜ ସାନଉଭଣୀକୁ ଗର୍ଭବତୀ କରିବା ଭଳି ଘଟଣା ନଜରକୁ ଆସିଛି।ଏହି ଚର୍ଚ୍ଚା ଜନିତ ଘଟଣା ସମସ୍ତଙ୍କ ପାଇ ଚିନ୍ତାର କାରଣ ପାଲଟିଛି।ଏହି ମାମଲାଟି ଉଦିତନଗର ଥାନାରେ ରୁଜୁ ହୋଇଛି। ପ୍ରକାଶ ଯେ,୧୩ବର୍ଷୀୟାଭଉଣୀ ଓ ୧୬ବର୍ଷୀୟଭାଇ ବାପାମାଙ୍କ ସହ ଏକାଠି ଘରେ ରହନ୍ତି। ଦିନ ମଜୁରିଆ ଭାବେବାପା-ମାଆ କାମକରି ରୋଜଗାର ଅର୍ଥରେ ପରିବାର ପ୍ରତିପୋଷଣ କରିଥାନ୍ତି।ଗତ ୬ମାସ ତଳେ ଘରେ କେହି ନଥିବାର ସୁଯୋଗ […]

କୀର୍ତ୍ତନସାରି ଫେରିବାବେଳେ ସଡ଼କଦୁର୍ଘଟଣା

ସୁନ୍ଦରଗଡ଼,୨/୧୧(ଏସଏସନିଉଜ) ହେମଗିରି ଥାନା ଗଏକନପାଲି ନିକଟରେ ଏକ ଟ୍ରଲରକୁ ପଛପଟୁ ମାରୁତିଭ୍ୟାନ୍ ଧକ୍କା ଦେବା ଫଳରେ୭ ଜଣଙ୍କର ମୃତ୍ୟୁ ଘଟିଛି।ଏହାସହ ୫ଜଣ ଆହତ ହୋଇଥିବାର ଜଣାପଡିଛି।ବିଳମ୍ବିତ ରାତିରେରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛ ପଟରୁ ଏକ ମାରୁତି ଭ୍ୟାନ୍ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଚାଳକ ସହିତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ହେମଗିରି ମେଡିକାଲକୁ ଚିକିତ୍ସା ପାଇ ପଠାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ […]

ଅମାନିଆ ମୋ ବସ

ଚନ୍ଦ୍ରଶେଖରପୁର,୨/୧୧(ଏସଏସନିଉଜ) ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ମୋବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏଥିସହ ଚନ୍ଦ୍ରଶେଖରପୁରରେ ଅଞ୍ଚଳରେ ଗଡ଼ୁଥିବା ପ୍ରାୟ ୧୪ଟି ମୋବସକୁ ସ୍ଥାନୀୟଲୋକ ରୋକିଛନ୍ତି। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଛି। […]

ଫାୟାର ପାଇଲା ନାହିଁ,ପାଇଲେ ମାସ୍ୟଜିବି

ବାରଙ୍ଗ,୩୦/୧୦((ଏସଏସନିଉଜ) ମୁଣ୍ଡଳୀବ୍ରିଜ ଉପରେ ଗାଡ଼ି ରଖି ନିଖୋଜ ଥିବା ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧର ହୋଇଛି।ମଙ୍ଗଳବାର ଦିନ ତମାମ ଅଗ୍ନିଶ୍ରମ ବାହିନୀ ଖୋଜାଖୋଜି କରି ବିଫଳ ହେବାପରେ ଆଜି ସକାଳୁ ମସ୍ୟଜିବିଙ୍କ ଦ୍ଵାରା ମୃତଦେହ ଉଦ୍ଧାର ପରେ ତାରିଣୀମହାନଦୀକୁ ଡେଇଁ ଆତ୍ମହତ୍ୟା କରାଯାଉଥିବା ସନ୍ଦେହ ସତ ହୋଇଛି। https://youtu.be/pXavNJEqBaE?si=VpM-8wDDikTiFckb ପ୍ରକାଶଯେ,ବ୍ୟାଙ୍କ କର୍ମଚାରୀ ତାରିଣୀ ସୋମବାରଦିନ ୧୨ଟାରେ ବ୍ୟାଙ୍କରୁ ଏକ ପଲସରଯୋଗେ ବାହାରି ଥିଲେ।ବିଳମ୍ଭିତ ରାତିରେମୁଣ୍ଡଳୀ ବ୍ରିଜ ଉପରେ ବାଇକ […]

ଅଜଣା କାରନେଲା ବୃଦ୍ଧଙ୍କ ଜୀବନ

ବାରଙ୍ଗ ,୩୦/୧୦(ଏସଏସନିଉଜ) ବୁଧବାର ବଢ଼ିଭୋର ସମୟରେ ପାଟପୁରଛକ ନିକଟରେ ଏକ ଅଜଣା କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତୁ ଘଟିଛି। ପ୍ରକାଶଯେ,ବ୍ରାହ୍ମଣୀଗାଁର ହେମନ୍ତ କୁମାର ପାଳ(୬୫) ଓରଫ ହେମା ନାମକବ୍ୟକ୍ତି ପରିବାର ପ୍ରତିପୋଷଣ ପାଇଁ ସବୁଦିନେ ସାଇକେଲରେ ଛତ୍ରବଜାର ପରିବା ମାର୍କେଟରୁ ପରିବାଆଣି ଗାଁ ପାଖରେ ବ୍ୟବସାୟ କରିଥାନ୍ତି। ହେମା ଛାତ୍ରବଜାରରୁ ପରିବା ନେଇ ବୁଧବାର ବଢ଼ି ଭୋର ସମୟରେ ଘରକୁ ଫେରୁଥିଲେ।ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁରଛକ ନିକଟ ଏକ ମାର୍ବଲ ଦୋକାନ ସମ୍ମୁଖରେ ପହଂଚିଥିବା ବେଳେ […]