ନନ୍ଦନକାନନରେ ବୁଲିଲା ଖଣ୍ଡା
ବାରଙ୍ଗ,୨୯ା୪(ଏସଏସନିଉଜ)ସୋମବାରଦିନ ଅପରାହ୍ନରେ ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜଣେ ଯୁବକ ଉପ୍ତାତ କରି କମ୍ପୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବାସହ ୨ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିବାର ସୁଚନା ମିଳିଛି ।ସ୍ଥାନୀୟଗ୍ରାମର ଏହି ଯୁବକଜଣଙ୍କ ମାରାଣାସ୍ତ ହାତରେ ଧରି ଦୀର୍ଘ ଅଧଘଂଟାକାଳ କାର୍ଯ୍ୟାଳୟରେ ଉପ୍ତାତ କରିଛି ।ଯୁବକ ଜଣଙ୍କ କାହିଁକି ଏପରିକରିଛନ୍ତି ତାହା ସ୍ପଷ୍ଟ ହୋଇନଥିବାବେଳେ ଯୁବକ ଜଣଙ୍କର ଉପ୍ତାତ ଯୋଗୁ ଅଧଘଂଟାପାଇଁ କାର୍ଯ୍ୟାଳୟରେ କୋକୁଆଭୟ ସୃଷ୍ଟିହୋଇଯାଇଥିଲା ।ଯୁବକ ଜଣଙ୍କ ଅପରାହ୍ନା ୪ଟାସୁଦ୍ଦା ହଠାତ ଖଣ୍ଡାଧରି […]