Browsing category

ମନୋରଞ୍ଜନ

ଚୋରା କାରବାର ବନ୍ଦ କର, ନହେଲେ ପରିଣାମ

୧-ବାତ୍ୟା ଓ ପରବର୍ତ୍ତୀ ବନ୍ୟା ନେଇ କେନ୍ଦ୍ରର ୭ଜଣିଆ ଟିମ ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ ସହ ବାତ୍ୟା କ୍ଷୟକ୍ଷତିର କରିବେ ଆକଳନ । ୨-ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ । ୩-ଏଣିକି ଫେସବୁକ-ଗୁଗୁଲ ଦେବେ ୧୫% କର୍ପୋରେଟ୍ ଟ୍ୟାକ୍ସ, ଜି୭ ବୈଠକରେ ଐତିହାସିକ ନିଷ୍ପତ୍ତି । ୪-ରାଜ୍ୟର ୫ ସହରରେ ଅକ୍ସିଜେନ କନସନଟ୍ରେଟର ସେବା ଶୁଭାରମ୍ଭ । ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋରଷ୍ଟେପ […]

ଆଜିର ଅନୁଚିନ୍ତା

?ମନରେ ଯେତେବେଳେ ଅନ୍ୟର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି । ତତ୍କ୍ଷଣାତ୍ କାଳବିଲମ୍ବ ନ କରି ସେହି ପାପପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ଥାର, ନଚେତ୍ ସବୁ ନଷ୍ଟ ହୋଇଯିବ !! ?ତୁମର ମନ ଯେତେ ନିର୍ମଳ ହେବ ତୁମର ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ ! ?ଜଗତରେ ମଣିଷ […]

ଆଜିର ଅନୁଚିନ୍ତ। 

➡️ତେଲ ମାରି କାହା ପାଖରେ ଭଲ ହେବାଠୁ ଉଚିତ୍ କଥା କହି ଖରାପ ହେବା ଅନେକ ଭଲ । ➡️ଆଜି ମଲେ କାଲିକୁ ଦୁଇଦିନ,ତା ‘ ହେଲେଏତେ ଗର୍ବ ଅହଙ୍କାର କଣ ପାଇଁ ! ➡️ ଅଶାନ୍ତ ମନରେ କୌଣସି ସକାରାତ୍ମକ ଭାବନା ଆସିନଥାଏ, ଶାନ୍ତ ମନ ହିଁ ଆମକୁ ଉଚିତ୍ ରାସ୍ତା ଦେଖାଇଥାଏ । ➡️ତୁମେ ଯାହାକୁ ଯାହା ବି ଦେଇଛ ତା’ଠୁ ପ୍ରତିଦାନରେ ଆଶା କର ନାହିଁ , କାରଣ ସମସ୍ତଙ୍କ ପାଖରେ ତୁମ […]

ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

୧-ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ । ୨-ଜୁନ୍‍ ୭ରୁ ଚାଲିବ ଦିଲ୍ଲୀ ମେଟ୍ରୋ; ୫୦% ଯାତ୍ରୀଙ୍କୁ ମିଳିବ ଅନୁମତି । ୩-ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନେ୍ଦାଳନ ଡାକରା , ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ : ପ୍ରଦୀପ ପୁରୋହିତ୍ । ୪-ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ […]

କଟକଣାରେ ସମ୍ପନ୍ନ ହେଲା ମାଚର୍ଚ୍ଚିକାଙ୍କ ଚନ୍ଦନଯାତ୍ରା

ବାଙ୍କୀ, ୫/୬ (ଏସ୍‌ଏସ୍‌ନିୟୁଜ) କୋଭିଡ କଟକଣାରେ ଓ ବିଧି ଅନୁସାରେ ବାଙ୍କୀ ରେ ମା ଚର୍ଚ୍ଚିକା ଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଛି । ମା ଚର୍ଚ୍ଚିକା ଙ୍କୁ ବିମାନରେ ଚର୍ଚ୍ଚିକା ଗ୍ରାମ ଦେଇ ରେଣୁକା ତୁଠ କୁ ନିଆଯାଇ ସେଠାରେ ଚାପ ଖେଳାଯାଇଥିଲା ।ବିଭିର୍ଣପୀଠରେ ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଧରି ଚନ୍ଦନ ଯାତ୍ରା ହୋଇଥାଏ । କିନ୍ତୁ ମା ଚର୍ଚ୍ଚିକା ଙ୍କର ପୁର୍ବକାଳରୁ ପ୍ରଚଳିତ ପ୍ରଥା ଅନୁସାରେ ଶେଷତିନିଦିନରେ ଚନ୍ଦନଯାତ୍ରା ପାଳିତ ହୋଇଥାଏ ।

ଆଜିର ଅନୁଚିନ୍ତା

➡️ଜୀବନରେ ସେ ହିଁ ସଫଳ ଯିଏ ତାଙ୍କ ବାପା ମାଆଙ୍କୁ ସମ୍ମାନ କରିବା ଜାଣେ । ➡️ମୂର୍ଖ ଲୋକ ମାନେ ପଥର ଖଣ୍ଡକୁ ରତ୍ନ ବୋଲି ସିନା କହନ୍ତି, କିନ୍ତୁ ପୃଥିବୀରେ ମାତ୍ର ତିନିଟି ରତ୍ନ ଅଛି ! ତାହା ହେଲା- ଜଳ, ଅନ୍ନ ଓ ସୁବଚନ । ➡️ ମଣିଷ ପ୍ରକୃତି ହେଉଛି କୁକୁର ଲାଙ୍ଗୁଡ ପରି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହା ଏମିତି ବଙ୍କା ଯେ ତାକୁ ସିଧା କରିବା ଭାରି […]

ନିଜ ଫଟୋ ଲଗାଇଲେ ମମତା

୧-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ – ମୁଖ୍ୟମନ୍ତ୍ରୀ ୨-୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ପାନ ଟିକାକରଣ : ୮ରୁ ବିଏମସିର ସ୍ୱତନ୍ତ୍ର ଅଭିଯାନ । ୩-୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା । ୪-ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ […]

ଆଜିର ସନ୍ଥବାଣୀ

?ଯଦି ଉପର ଵାଲା ସହିତ ତୁମର ସମ୍ପର୍କ ମଜଭୁତ ଅଛି, ତେବେ ମର୍ତ୍ୟରେ ଥିବା ମନୁଷ୍ୟ ତୁମର କିଛି କ୍ଷତି କରି ପାରିବ ନାହିଁ !! ?ଏମିତି ମୋହରେ ନପଡନ୍ତୁ ଯେମିତି କାହାର ଦୋଷକୁ ଲୁଚେଇବାକୁ ପଡିବ, ଘୃଣା ଏତେଟା ନ କରନ୍ତୁ ଯେମିତି କାହାର ଭଲ ଗୁଣ ଓ କର୍ମକୁ ଦେଖି ନ ହେବ !! ?”ନାରୀ ଓ ବୃକ୍ଷ” ଖୁସି ହେଲେ ଫୁଲରେ ସଜେଇ ଦିଅନ୍ତି, ଦୁହେଁ ବଢନ୍ତି ଆଉ ଶୋଭା ବର୍ଦ୍ଧନ କରନ୍ତି […]

ବାବାଙ୍କୁ ମିଳିଲା ସମନ

୧-ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କର ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୨-ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି । ୩-‘ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ’ : ଅଧ୍ୟୟନରେ ଖୁଲାସା । ୪-ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ […]

ପାଖେଇ ଆସୁଛି ଘୋଷଯାତ୍ରା

୧-ରାଜ୍ୟରେ ବାତ୍ୟା ୟସ ଜନିତ କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା, ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା ଅବସରରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୨-ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବା ରାସ୍ତା ସଫା । ୩-ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି ଝୁଲିଲା, ୫ ଥର ବୈଠକ ପରେ ନିଷ୍କର୍ସ ବାହାରି ପାରିଲାନି । ୪-ଓଡ଼ିଶାରେ […]