ଆଜିର ଅନୁଚିନ୍ତା
➡️ଆଜିର ଏ ଦୁନିଆରେ ତୁମେ ମିଛକୁ ଯେତେ ଧିରେ କୁହନା କାହିଁକି ସମସ୍ତେ ଶୁଣି ପାରିବେ ।କିନ୍ତୁ ସତକୁ ଯେତେ ଚିଲେଇକି କହିଲେ ବି କେହି ଶୁଣି ପାରିବେ ନାହିଁ । ➡️ଧୋକା ସମସ୍ତେ ଦେଇ ପାରିବେ କିନ୍ତୁ ଜୀବନ ସାରା ହାତ ଧରି ଚାଲିବାର ଔକାତ ସମସ୍ତଙ୍କର ନଥାଏ । ➡️କଥା ମଣିଷର ଜ୍ଞାନର ପରିଚୟ ଦିଏ, କାମ ମଣିଷର ଯୋଗ୍ୟତାର ପରିଚୟ, ବ୍ୟବହାର ମଣିଷର ବଂଶର ପରିଚୟ ଦିଏ । ➡️ଧନ ଜନ ନେଇ […]