ବଢିଲା ୧୦ମ ଫର୍ମପୂରଣ ଅବଧି
ଭୁବନେଶ୍ୱର ,୩/୧(ଏସଏସନିୟୁଜ)ମାଟ୍ରିକ ଫର୍ମପୂରଣ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ମାଟ୍ରିକ୍ ପିଲାଙ୍କ ଫର୍ମପୂରଣ ଅବଧି ୧୦ ଫେବ୍ରୁଆରୀ ଯାଏଁ ବୃଦ୍ଧି ପାଇଛି । ପୂର୍ବରୁ ଫର୍ମପୂରଣର ଅବଧି ଫେବ୍ରୁଆରୀ ୨ ମଧ୍ୟରାତ୍ରି ଯାଏଁ ଥିଲା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି ।ଗତ ଜାନୁଆରି ୮ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ […]