Browsing category

ମନୋରଞ୍ଜନ

15 New Guest will arrive NandanKanan

Barang,1/11(ssnews)Zoo exchange programme between Nandankanan & Pilikula Zoo,Mangalore.As approved by Central Zoo Authority, a nine member team of Nandankanan zoo lead by Dr Sudipta Kumar Panda, ACF, SBG moved to Pilikula Zoological Park, Mangaluru , Karnataka for acquisition and transfer of approved zoo animals as detailed below. Nandankanan Zoological Park will hand over Golden pheasant […]

ଆଜିର ରାଶିଫଳ

ନଭେମ୍ବରମାସ ୦୨ତାରିଖ୨୦୨୪ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ ୦୮/୦୪ ଗତେ ଦ୍ଵିତୀୟାନକ୍ଷତ୍ର- ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୫/୦୯/୨୬ ,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୦୪ ଗତେ ଉତ୍ତରେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୭ ମଧ୍ୟେ ଓ ଦିବା ଘ୦୩/୪୨ଗତେ ଘ୦୫/୦୭ ମଧ୍ୟେ ,ବାରବେଳା – ଦିବା ଘ୧୨/୫୪ଗତେ ଘ୦୨/୧୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୦ ଗତେ ଘ ୦୯/୫୨ ମଧ୍ୟେ ଓ ଘ୦୨/୨୦ […]

ସାବାସ୍ ଟୁଲୁ

ବାରଙ୍ଗ, ୩୦/୧୦(ଏସଏସନିଉଜ)ତ୍ରିଶୂଳିଆବଜାର ନିକଟସ୍ଥ ସୁବାଷବୋଷ ସେତୁ ନିକଟରୁ ମଙ୍ଗଳବାର ରାତିରେ ଜଣେ ନାବାଳକକୁ ଉଦ୍ଧାର କରି ବୁଧବାର ଜଣେ ସହୃଦୟ ବ୍ୟକ୍ତି ପୁଲିସକୁ ହସ୍ତାନ୍ତର କରିଛି। ପ୍ରକାଶଯେ, ଚନ୍ଦକାଥାନା ଅଂଚଳର ଜି.ଲୋକନାଥଙ୍କ ନାବାଳକପୁଅ ଗତ ସୋମବାରଠାରୁ ଘରୁ ରାଗି ପଳାଇ ଆସିଥିଲେ। ମଙ୍ଗଳବାର ରାତିରେ କାଠଯୋଡିନଦୀ ସୁବାଷ ସେତୁ ନିକଟରେ ବୁଲୁଥିବା ବେଳେ ସଦର ଥାନା ଅଂଚଳ କାଜିପାଟଣା ଗ୍ରାମର ଅଜିତ କୁମାର ସ୍ଵାଇଁ ନାମକ ବ୍ୟକ୍ତି ନାବାଳକକୁ ଅଟକାଇ ପାଖରେ ରଖି ଖାଇବାପାଇଁ ବ୍ୟବସ୍ଥା କରିଥିଲେ।ନାବାଳକ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଧନ୍ଵନ୍ତରୀ ପୂଜା

ବାରଙ୍ଗ, ୩୦/୧୦(ଏସଏସନିଉଜ) ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ତରଫରୁ ଭଗବାନ ଧନ୍ବନ୍ତରୀ ଦେବଙ୍କ ଆବିର୍ଭାବ ଦିବସକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇଛି ।ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଆୟୁର୍ବେଦ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର,ଔଷଧିୟ ବୃକ୍ଷରୋପଣ ନିମନ୍ତେ ଚାରାବଣ୍ଟନ, ଜନ ସଚେତନତା ଉଦ୍ଦେଶ୍ୟରେ ପଦଯାତ୍ରା , ସେମିନାର ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ କରାଯାଇଥିଲା । ଆୟୁର୍ବେଦୀୟ ଆହାର ମେଳାକୁ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୯ତାରିଖ ୨୦୨୪ମସିହା (ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୧୦/୨୩ଗତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/ ୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧ /୩୬,ଯୋଗିନୀ ନୈରୁତେ ଦିବାଘ୧୦/୨୨ଗତେ ଦକ୍ଷିଣେ,ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୦ ଗତେ ଘ୦୨/୩୦ମଧ୍ୟେ,ବାରବେଳା – ଦିବା ଘ୦୭/୧୫ଗତେ ଘ୦୮/୪୧ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୪୦ ମଧ୍ୟେ ଓ ଘ୦୮/୪୩ ଗତେ ଘ ୦୧/୨୮ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୮/୨୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ସନ୍ଧ୍ୟା ଘ୦୫/୦୮ଗତେ ଘ୦୭/୨୨ମଧ୍ୟେ,ପୋଇ ଦିବାଘ୧୦/୨୨ ଗତେ ବାଇଗଣ ଭକ୍ଷଣ ନିଷେଧ। ମେଷ :-ଆଜି […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୮ତାରିଖ ୨୦୨୪ ମସିହା (ସୋମବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୦୭/୪୪ ଗତେ ଦ୍ୱାଦଶୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ୦୪/୦୩ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୬, ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୪୪ ଗତେ ନୈରୁତେ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବାଘ୦୨/୧୮ଗତେ ଘ୦୩/୦୫ମଧ୍ୟେ,ବାରବେଳା -ଦିବା ଘ୦୭/୧୮ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୭ ମଧ୍ୟେ ଓ ଘ୦୯/୦୪ଗତେ ଘ ୧୧/୨୫ମଧ୍ୟେ ଓ ରାତ୍ରି ଘ୦୭/୪୩ଗତେ ଘ୦୧୦/୫୩ ମଧ୍ୟେ,ବିଶୁଦ୍ଧ […]

ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ଭୁବନେଶ୍ୱର,୨୬/୧୦(ଏସଏସନିଉଜ)ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି । ଆମେରିକା ହୁଷ୍ଟନରେ ନଭେମ୍ବର ୩ତାରିଖରେ ସ୍ନାନଯାତ୍ରା ଏବଂ ନଭେମ୍ବର୯ ତାରିଖରେ ଇସ୍କନ ଏହି ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଇସ୍କନ ତରଫରୁ ରଥଯାତ୍ରା ପ୍ରସ୍ତୁତିକୁ ନେଇ ତେଜିଛି ଅସନ୍ତୋଷ।ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ହୁଷ୍ଟନର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । କୋଟିକୋଟି ଜଗନ୍ନାଥପ୍ରେମୀ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ […]

କାନ୍ଧରେ ବୃଦ୍ଧାଙ୍କୁ ବୋହି ଆଣିଲେ ଆଶାକର୍ମୀ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ ଶିବାନୀ ।ଶିବାନୀଙ୍କର ଏହିଡଭଳି କାର୍ଯ୍ୟକୁନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି । । ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସକୁମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବାତ୍ୟା ପାଇଁ ଦୁଇଦିନ ଧଉଳି ଶାନ୍ତିସ୍ତୁପ ବନ୍ଦ

ଭୁବନେଶ୍ୱର,୨୪/୧୦(ଏସଏସନିଉଜ) ସମ୍ଭାବ୍ୟ ବାତ୍ୟା ଦାନାର ଗଭୀର ପ୍ରଭାବରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳମାନଙ୍କରେ ପ୍ରବଳରୁ ଅତି ପ୍ରବଳବର୍ଷା, ବିଜୁଳି ଏବଂ ପାଗଖରାପ ରହିବାଦୃଷ୍ଟିକୁ ଆଖିଆଗରେ ରଖି ଆଜିଠାରୁ ଦୁଇଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଧଉଳି ଶାନ୍ତିସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତି ନିଯାଇଅଛି। ତଦନୁଯାୟୀ ଧଉଳି ଶାନ୍ତିସ୍ତୁପ ଆଜି ଅପରାହ୍ନ ୧ଘଟିକାରୁ ଆସନ୍ତାକାଲି ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୨ତାରିଖ ୨୦୨୪ମସିହା(ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ ୦୧/୨୭ ଗତେ ସପ୍ତମୀ ,ନକ୍ଷତ୍ର- ମୃର୍ଗଶିରା ଦିବା ଘ୦୬/୨୨ ଗତେ ଆର୍ଦ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୬ ,ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୧/୨୭ ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୦ ମଧ୍ୟେବାରବେଳା – ଦିବା ଘ୦୧/୩୦ଗତେ ଘ ୦୨/୫୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୮ମଧ୍ୟେ ଓ ଘ ୦୮/୪୦ […]