Browsing category

ମନୋରଞ୍ଜନ

ମିଥୁନଙ୍କୁ ଦାଦାସାହେବ ଫାଲକେ

ଭୁବନେଶ୍ୱର,୩୦।୯(ଏସଏସନିଉଜ୍)ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ ବୋଲି ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ।ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ।୪୮ ବର୍ଷର କ୍ୟାରିୟର୍‌ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍‌ ଅଭିନୟକରିଛନ୍ତି।ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ  ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିବାର ଜଣା ଯାଇଛି

ଝୁନଝୁନ୍ ୱାଲା ବିଦ୍ୟାପୀଠରେ ସୁରଭି -୨୦୨୪-୨୫

ବାରଙ୍ଗ,୨୮/୯(ଏସଏସନିଉଜ) ଝୁନଝୁନ୍ ୱାଲା ବିଦ୍ୟାପୀଠ ପରିସରରେ ସୁରଭି -୨୦୨୪-୨୫ ଶନିବାର ଦିନ ଅନୁଷ୍ଟିତ ହୋଇ ଯାଇଛି।ସାଧନାକେନ୍ଦ୍ର ଦାଢ଼ାପାଟଣ। ବାରଙ୍ଗ ବ୍ଲକ ତରଫରୁ ଆୟୋଜିତ ଏହି ସୁରଭି ରେ ବ୍ଲକ ଅଧୀନରେ ଥିବା ୧୧ଟି ବିଦ୍ୟାଳୟରୁ ୧୦୦ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ମାନେ ଯୋଗଦେଇଥିଲେ।ପିଲାମାନଙ୍କ ମଧ୍ୟରେ କୁଇଜ୍,ଡ୍ରଇ,ଡିବେଟ,ରଚନା,ଗୀତ ଆଦି ବିଷୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା।ବିଭିନ୍ନ ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିବା ପିଲାମାନଙ୍କୁ ୨୭ଜଣ ଶିକ୍ଷକ ପରିଚାଳନା କରିଥିଲେ।ସିନିଅର ଓ ଜୁନିଅର ବିଭାଗ ମାଧ୍ୟମରେ ଆୟୋଜିତପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ […]

କୁଞ୍ଜବିହାରିପଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ

ବାରଙ୍ଗ,୨୮/୯(ଏସଏସନିଉଜ) କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଶନିବାରଦିନ କଲେଜ ପ୍ରତିଷ୍ଠାତା ସ୍ବର୍ଗୀୟ କୁଞ୍ଜବିହାରି ପଣ୍ଡାଙ୍କ ୧୧୪ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ସବୁଜପରିବେଶ ଭରା ମହାବିଦ୍ୟାଳୟ ପରିସର ବୃକ୍ଷ ଛାୟାତଳେ ଆୟୋଜିତ ସମାରୋହରେ ମହାବିଦ୍ୟାଳୟ ଅଧକ୍ଷା ଡ଼. ଲିପିପୁଷ୍ପା ନାୟକ ଯୋଗଦେଇ ସ୍ବର୍ଗୀୟ କୁଞ୍ଜବିହାରି ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଓ ଉତ୍ତରିଅ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ସ୍ମୃତି ଚାରଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡ଼. ସନ୍ତୋଷ କୁମାର ମିଶ୍ର, ଡ଼. ସୁରେନ୍ଦ୍ର କୁମାର ସାହୁ, ଡ଼. ମାନସ […]

ସହିଦନଗରରେ ଏଥର ୧୫୦ଫୁଟର ତୋରଣ

ଭୁବନେଶ୍ୱର,୨୮/୯(ଏସଏସନିଉଜ)ଏଥର ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ୧୫୦ଫୁଟ ଉଚ୍ଚର ତୋରଣ କରାଯିବ ବୋଲିଏକ ସାମ୍ବାଦିକ ସମ୍ମିଳନୀରେକହିଛନ୍ତି ସମିତିର ସଭାପତି ହେମନ୍ତ କୁମାର ପରିଡା ।ଏହାସହ ପୂଜାରେ କଣ ସବୁ ପଦକ୍ଷେପ ସମିତି ପକ୍ଷରୁ ଆୟୋଜନ କରାଯାଉଛି ତାହା ବର୍ଣନା କରିଥିଲେ I ଚଳିତବର୍ଷ ପୂଜାଟି ୪୭ ବର୍ଷରେ ପଦାର୍ପଣ କରୁଛି I ପୂଜାକୁ ଗୁରୁତ୍ବ ଦେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିବାପାଇଁ ସବୁ ପ୍ରକାରର ଦୁର୍ଲଭପୂଜା ସାମଗ୍ରୀକୁ ସମିତି ପକ୍ଷରୁ ଯୋଗାଇ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୭ତାରିଖ ୨୦୨୪ମସିହା (ଶୁକ୍ରବାର),ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୦୧/୩୦ଗତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/ ୨୬,ଯୋଗିନୀ ଉତ୍ତରେ ଦିବା ଘ୦୧/୩୦ ଗତେ ଅଗ୍ନିକୋଣେ, ଦଶମୀର ଏକୋଡ଼ିଷ୍ଟଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛା,ଧନୁ ଓ ମୀନରାଶିର ଘାତବାର, କାଳବେଳା ଓ ବାରବେଳା -ଦିବା ଘ୦୮/୩୮ ଗତେ ଘ୧୧/୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୩୦ ମଧ୍ୟେ ଓ ଘ୦୭/୧୨ ଗତେ ଘ୦୮/୩୭ ମଧ୍ୟେ ଓ ଘ୧୨/୦୫ଗତେ ଘ୦୩/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ କଳମଶାଗ ଦିବା ଘ୦୧/୩୦ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୬ତାରିଖ ୨୦୨୪ମସିହା(ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୩୫ ଗତେ ଦଶମୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୨୭ ଗତେ ପୁଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୦୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୬ ,ଯୋଗିନୀ ପୂର୍ବେ ଦିବା ଘ୧୨/୩୫ ଗତେ ଉତ୍ତରେ ,ନବମୀର ଏକୋଡ଼ିଷ୍ଟ ଓ ଦଶମୀର ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ ,କନ୍ୟାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୩୪ ଗତେ ଘ୦୫/୩୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୫ତାରିଖ ୨୦୨୪ ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୧୨/୧୮ ଗତେ ନବମୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୧୧/୧୫ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୬, ଯୋଗିନୀ ଐଶାନ୍ୟେ ଦିବା ଘ୧୨/୧୮ ଗତେ ପୂର୍ବେ, ଅଷ୍ଟମୀର ଏକୋଡ଼ିଷ୍ଟ ଓ ନବମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କନ୍ୟା ରାଶିର ଘାତଚନ୍ଦ୍ର, କର୍କଟ ରାଶିର ଘାତବାର,କାଳବେଳା -ଦିବା ଘ୦୮ /୪୦ଗତେ ଘ୧୦/୧୧ ମଧ୍ୟେ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୧୧ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୨୮ […]

ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ?

ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ JSW ଓହରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ଯୋରଧରିଛି ।ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ଚାଲିଛି ।୭ମାସ ତଳେ ବିଜେଡି ସରକାର ଥିବା ବେଳେ ଚୁକ୍ତି କରିଥିଲା JSW୪୦ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲାତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଯାଞ୍ଚ ହେବ ଘିଅ

ପୁରୀ,୨୪ା୯(ଏସଏସନିଉଜ)ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ ।ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ଯୋରଦାର ପ୍ରଚାର ହେବାପରେ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପରୀକ୍ଷାକରାଯିବାଏନେଇ ପୁରୀ ଜିଲ୍ଲାପାଳଙ୍କ ବୟାନ ଅନୁ୍ୟାୟୀ ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି ।ତେଣୁ ଘିଅର ମାନ ପରୀକ୍ଷା କରାଯିବାନେଇ ସୁଚନା ଦେଇଛନ୍ତି ।  

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୪ତାରିଖ ୨୦୨୪ମସିହା (ମଙ୍ଗଳବାର) ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବା ଘ୧୨/୪୫ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୪୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୬ ,ଯୋଗିନୀ ବାୟବ୍ୟେ ଦିବା ଘ୧୨/୪୫ ଗତେ ଐଶାନ୍ୟେ , ସପ୍ତମୀର ଏକୋଡ଼ିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ  ,କନ୍ୟା ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର ,କାଳବେଳା -ଦିବା ଘ୦୧/୦୫ଗତେ ଘ୦୨/୩୬ ମଧ୍ୟେ ,ବାରବେଳା – ଦିବା ଘ୦୭/୧୧ ଗତେ ଘ୦୮/୪୨ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- […]