Browsing category

ମନୋରଞ୍ଜନ

ଆସିଲା ରାଜ୍ୟ ବଜେଟ୍

ଭୁବନେଶ୍ବର,୨୫/୭(ଏସଏସନିଉଜ)ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ତେଣୁ ନୂଆ ସରକାରଙ୍କର ନୂଆ ବଜେଟ୍ ଉପରେ ରାଜ୍ୟବାସୀଙ୍କ ନଜର ରହିଥିଲା । ତେବେ ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ।ଏହି ମିଶନ […]

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୨୫ତାରିଖ ଗୁରୁବାର।ମନସା ପଞ୍ଚମୀ, (ମନସାଷ୍ଟ ନାଗ ପୂଜା), ମଧ୍ୟାହ୍ନ କର୍ମକାଳଃ, ଶରଣଶେଷ।ସୁର୍ଯ୍ୟୋଦୟ- ଘ୫/୨୩/୩୭ ,ସୂର୍ଯ୍ୟାସ୍ତ- ଘ୬/୨୨/୨୯ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି-ପଞ୍ଚମୀ ଦିବା ଘ୨/୧୪ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ପୂର୍ବଭାଦ୍ର ନକ୍ଷତ୍ର ଅପରାହ୍ନ ଘ୫/୫ମିପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଭାଦ୍ର ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ରାତ୍ରି ଘ୨/୧୪ମି ପରେ ପଶ୍ଚିମଦିଗରେ। ଅଗନ୍ତବ୍ୟ, ଶନିଯୁକ୍ତ ଓ ମାସଦଗ୍ଧା ଷଷ୍ଠୀ ଦୋଷ ହେତୁ ଦିବା ଘ୧୧/୩୯ମି ପରେ ରାତ୍ରି ଘ୨/୧୪ମି ମଧ୍ୟେ ଦକ୍ଷିଣ ଦିଗ, ଅଗ୍ନିକୋଣ ଓ […]

ମେଣ୍ଢାଶାଳରେ କୃଷକପ୍ରଶିକ୍ଷଣ ଶିବିର

ମେଣ୍ଢାଶାଳ,୨୪ା୭(ଏସଏସନିଉଜ)ବୁଧବାରଦିନ ମେଣ୍ଢାଶାଳଗ୍ରାମପଂଚାୟତକାର୍ଯ୍ୟାଳୟ ସଭାଗୃହରେ ସ୍ଥାନୀୟଚାଷୀମାନଙ୍କୁନେଇ କୃଷକପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାଅନୁସନ୍ଧାନ (ସୋଆ) ଇନଷ୍ଟିଚ୍ୟୁଟ ଅଫଏଗ୍ରିକଲଚର ସାଇନ୍ସ(ଆଇଏଏସ)ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ.ରାମକୃଷ୍ନବସ୍ତିଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଏଏସର୨୦ଜଣଛାତ୍ର ଯୋଗଦେଇ ଚାଷୀମାନଙ୍କୁ ଘାସଆଚାର ,ଗୋଖାଦ୍ୟଫସଲ ଓ ସରକ୍ଷଂଣ ଉପରେ ବୁଝାଇଥିଲେ ।ଏହିଭଳି ପ୍ରଶିକ୍ଷଣକୁ ଅନୁସରଣ କଲେ ଚାଷୀମାନେ ଉପକାର ପାଇବେବୋଲି ମତବ୍ୟକ୍ତ କରିଥିଲେ ।ଘାସଆଚାରର ବ୍ୟବହାରଦ୍ୱାରା ଗାଇମାନଙ୍କର କ୍ଷୀରଉପ୍ତାଦନ ବ୍ୟବସ୍ଥା ସହ ସ୍ୱାଦିଷ୍ଟକ୍ଷୀର ଉପ୍ତାଦନ ହେଲେ ଚାଷୀମାନେ ଉପକୃତ ହୋଇ ବିଶେଷଭାବେ ଲାଭବାନ […]

ଗଣତି ମଣତି SOPସରିଛି-ଜଷ୍ଟିସ ରଥ

ପୁରୀ,୨୪ା୭(ଏସଏସନିଉଜ)ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ସୂଚନାଦେଇ କହିଛନ୍ତି ଇଝଓ ମରାମତି କରି ସାର୍ଟିଫିକେଟ୍ ଦେଲେ ଗଣତି, ମଣତି ହେବାମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନିାମରାମତିରେ ବ୍ରେକର ଲାଗି ପାରିବନି ଓ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶାSOP କନଫିଡେନ୍ସିଆଲ, ପ୍ରକାଶ କରାଯାଇ ପାରିବ ନାହିାଁଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ।

ଆଜି ମହାପ୍ରଭୁଙ୍କ ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୪ା୭(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ […]

ଆଜି ଚାନ୍ଦିପୁର LC୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ

ଭୁବନେଶ୍ୱର, ୨୪ା୭(ଏସଏସନିଉଜ) ଆଜି ଚାନ୍ଦିପୁର LC୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ କିମି ପରିଧି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।୧୦ଟି ଗାଁର ୧୦,୫୮୧ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ସେମାନଙ୍କୁ ସ୍ଥାନାନ୍ତର କରାଯାଇ ୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।ଏନେଇ ଆଇଟିଆର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  

ମାଆ ମଝିଘରିଆଣୀଙ୍କ ଦାନବାକ୍ସ ଗଣତି

ଭୁବନେଶ୍ୱର, ୨୪ା୭(ଏସଏସନିଉଜ) ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଆରମ୍ଭ ହୋଇଛି ।୪ ମାସ ବ୍ୟବଧାନରେ ଦାନ ବାକ୍ସ ଖୋଲିବାପରେ ଗଣତି ଆରମ୍ଭ ହୋଇଛି ।ତହସିଲଦାରଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ଆରମ୍ଭ ହୋଇଛି ।ଏହି ଗଣତିରେପ୍ରାୟ ୨ ଶହ ମହିଳା ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି ।ଟଙ୍କା, ସୁନା ଗଣତିରେ ସାମିଲ କରାଯାଇଥିବାବେଳେ ଗତ ଥର ଗଣତିରେ ପ୍ରାୟ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିଥିଲାା  

ଜଳିଗଲା ବିମାନ,ଚାଲିଗଲା ୧୯ଜୀବନ

ଭୁବନେଶ୍ୱର,୨୪ା୭(ଏସଏସନିଉଜ) ନେପାଳରେ ଉଡ଼ାଣ ବେଳେ ବିମାନଟି ଜଳିଯାଇ ୧୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଛି । ନେପାଳରେ ଉଡ଼ାଣ ବେଳେ ଜଳିଗଲା ବିମାନ । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏହି ଅଘଟଣ ହୋଇଛି। ଟେକ୍ ଅଫ୍ କରିବା ବେଳେ ରନ୍ ୱେରୁ ଖସିଗଲା ବିମାନ। ରନ୍ ୱେରୁ ଖସିଯିବା ପରେ ବିମାନରେ ନିଆଁ ଲାଗିଗଲା । ୧୯ଜଣଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ।

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୨୨ତାରିଖ ସୋମବାର ।ଶ୍ରାବଣ ବ୍ରତାରମ୍ଭ, ବୋଲବମ୍ କାଉଡ଼ିଭକ୍ତଙ୍କ ଜଳାଭିଷେକଯାତ୍ରା।ସୁର୍ଯ୍ୟୋଦୟ- ଘ୫/୨୨/୨୮ ,ସୂର୍ଯ୍ୟାସ୍ତ- ଘ୬/୨୩/୨୪ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ପ୍ରତିପଦ୍ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ରାତ୍ରି ଘ୧୧/୧୩ମିପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ପ୍ରୀତିଯୋଗ ରାତ୍ରି ଘ୭/୨୦ମି ପର୍ଯ୍ୟନ୍ତ ତଦନ୍ତେ ଆୟୁଷ୍ମାନଯୋଗ । କରଣ- କୌଳବକରଣ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ତୈଚିଳକରଣ ରାତ୍ରି ଘ୧୨/୪ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୧/୨୮ମି ପରେ ଉତ୍ତର […]

ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇ ମାସ ୨୦ ତାରିଖ ଶନିବାର ।ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟ ଦାନ। ସୁର୍ଯ୍ୟୋଦୟ- ଘ୫/୨୧/୪୪,ସୂର୍ଯ୍ୟାସ୍ତ- ଘ୬/୨୩/୫୬, ଆଷାଢ଼ ମାସ,ଶୁକ୍ଳ ପକ୍ଷ,ଶୌରି ବାସ,ତିଥି- ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୬/୧୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା। ନକ୍ଷତ୍ର- ପୂର୍ବାଷାଢ଼ା ନକ୍ଷତ୍ର ରାତ୍ରି ଘ୨/୩୮ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ନକ୍ନିଷେଧ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ସନ୍ଧ୍ୟା ଘ୬/୧୧ମି ପରେ ବାୟବ୍ୟ କୋଣରେ। ଶନିବାର, ରିକ୍ତାତିଥି, ବୈଧୃତିଯୋଗ ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି […]