Browsing category

ମନୋରଞ୍ଜନ

୧୨ଜୁନ୍‌ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ !

ଭୁବନେଶ୍ବର,୯।୬(ଏସଏସନିଉଜ)ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। ଏଥିନିମନ୍ତେ ଜୁନ୍ ୧୦ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜନତା ମଇଦାନରେ ଶପଥଗ୍ରହଣ ସମାବେଶ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଥିଲା।କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଥିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।୧୦ବଦଳରେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କୁହାଯାଉଛି। ଅନ୍ୟପଟେ ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି […]

ଆଜିର ରାଶିଫଳ

୨୦୨୪ମସିହା ଜୁନ୍ ମାସ୯ତାରିଖ ରବିବାର ।ଉମା ଚତୁର୍ଥୀ,ଶିବବିବାହ ଜନିତ ତାଟନିମନ୍ତ୍ରଣ।ସୁର୍ଯ୍ୟୋଦୟ- ଘ୫/୧୦/୩୬,ସୂର୍ଯ୍ୟାସ୍ତ- ଘ୬/୨୦/ ୩୮,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ତୃତୀୟା ଦିବା ଘ୩/୩୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ। ନକ୍ଷତ୍ର- ପୁନର୍ବସୁ ନକ୍ଷତ୍ର ରାତ୍ରି ଘ୮/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ଦିବା ଘ୩/୩୬ମି ପରେ ନୈର୍ଋତ କୋଣରେ।ରିକ୍ସାତିଥି ,ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୩/୩୬ମିମଧ୍ୟେ ଯାତ୍ରା ଶୁଭ।ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ, ମିଥୁନ,ସିଂହ, ତୁଳା, ଧନୁ,ମକର ଓ କୁମ୍ଭ ଏହି ରାଶି […]

ପୁଣି ଚମକିଲା ପୁରୀ ଶ୍ରୀମନ୍ଦିର

ପୁରୀ, ୮ା୬(ଏସଏସନିଉଜ) ୪ ତାରିଖ ସନ୍ଧ୍ୟାରେ ରାଜ୍ୟର ସାଧାରଣ ନିର୍ବାଚନ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ପୁଣି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସିବାରେ ଆରମ୍ଭ କରିଛି । ଶ୍ରୀମନ୍ଦିର ଆଲୋକମାଳାରେ ଝଲିସିବା ପରେ ଶ୍ରଦ୍ଧାଳୁ, ସେବାୟତ, ପୁରୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।ମନ୍ଦିର ବାହାର ପାର୍ଶ୍ବରୁ ଲାଇଟ୍ କାଢ଼ି ଦିଆଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା […]

୫୩ବର୍ଷ ପରେ ରଥଯାତ୍ରାଦିନ ବିରଳ ଯୋଗ

ଭୁବନେଶ୍ଵର,୮ା୬(ଏସଏସନିଉଜ) ଚଳିତବର୍ଷ ୧୫ଦିନ ବଦଳରେ ୧୩ଦିନ ଅଣସରନୀତି। ୫୩ବର୍ଷପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ […]

ଅଜିରରାଶିଫଳ

୨୦୨୪ମସିହା ଜୁନ୍ ମାସ ୮ତାରିଖଶନିବାର ।ଅଦ୍ୟ ରମ୍ଭା ତୃତୀୟା ବ୍ରତଂ, ସାୟାହ୍ନ ବ୍ୟାପ୍ତି ବ୍ୟବସ୍ଥା।ସୁର୍ଯ୍ୟୋଦୟ- ଘ୫/୧୦/୩୫ ,ସୂର୍ଯ୍ୟାସ୍ତ- ଘ୬/୨୦/୧୭ ,ଜ୍ୟେଷ୍ଠମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ଦ୍ବିତୀୟା ଦିବା ଘ୩/୪୬ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ରାତ୍ରି ଘ୮/୧୩ମି ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର।ଯୋଗ- ଗଣ୍ଡଯୋଗ ରାତ୍ରି ଘ୭/୩୧ମିପର୍ଯ୍ୟନ୍ତ ତଦନ୍ତେ ବୃଦ୍ଧିଯୋଗ। କରଣ- କୌଳବକରଣ ଦିବା ଘ୩/୪୬ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୩/୪୧ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୩/୪୬ମିପରେ ଆଗ୍ନେୟକୋଣରେ।ଶନିବାରଦୋଷ ହେତୁ ଯାତ୍ରାଦି […]

ଆଜିରରାଶିଫଳ

୨୦୨୪ମସିହା ଜୁନ୍ ମାସ ୭ତାରିଖ ଶୁକ୍ରବାର।ଦ୍ବିତୀୟାରଚନ୍ଦ୍ରଦର୍ଶନ,ପୂଜା ଓ ଅର୍ଘ୍ୟଦାନ, ପଞ୍ଚଗ୍ରହ କୂଟଶେଷ।ସୁର୍ଯ୍ୟୋଦୟ- ଘ୫/୧୦/୩୩,ସୂର୍ଯ୍ୟାସ୍ତ- ଘ୬/୧୯/୫୭,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ପ୍ରତିପଦ୍ ଦିବା ଘ୪/୩୭ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୪/୩୭ମି ପରେ ଉତ୍ତର ଦିଗରେ। ରବିଯୁକ୍ତ ଓ ତିଥି ଦୋଷ ହେତୁ ଦିବା ଘ୪/୩୭ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର- ବିଛା ରାଶିର ଏବଂ ଦିବା ଘ୮/୩୧ମି ପରେ କନ୍ୟା ରାଶିର ଘାତଚନ୍ଦ୍ର। […]

ମେଣ୍ଢାଶାଳରେ ଗଛଲଗାଇଲେ ଛାତ୍ରୀ

ମେଣ୍ଢାଶାଳ,୬।୬(ଏସଏସନିଉଜ)ମେଣ୍ଢାଶାଳ ଗ୍ରା:ପ କାର୍ଯ୍ୟାଳୟ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛଭାରତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ରମାଦେବୀ ମହିଳାବିଶ୍ୱବିଦ୍ୟାଳୟ ତରଫରୁ ଜିଲ୍ଲା ସଂଯୋଜକ ଡ଼ଃ ରେବତୀକାନ୍ତ ମହାରଣା, ଏନଏସଏସ ର ଡ଼ଃ ସୁଶାନ୍ତ କୁମାର ପଟ୍ଟନାୟକ, ଯୁବ ରେଡକ୍ରସର ଡ଼ଃ ବିମଳାପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀମାନେ ନିଜ ପରିବାରର ସ୍ୱଚ୍ଛତା ଗୃହର ସ୍ୱଚ୍ଛତା ଓ ସର୍ବୋପରି ଗ୍ରାମର ସ୍ୱଚ୍ଛତା ରକ୍ଷା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ।ଗ୍ରାମବାସୀମାନେ ସଂକ୍ରମିତ ରୋଗରୁ […]

୭ ତାରିଖରୁ (+୨) ନାମଲେଖା ଆବେଦନ

ଭୁବନେଶ୍ଵର,୬ା୬(ଏସଏସନିଉଜ) ଆସନ୍ତା ୭ ତାରିଖଠାରୁ ଯୁକ୍ତଦୁଇ (+୨) ପ୍ରଥମ ବର୍ଷରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୬ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍ www.samsodisha. gov.inରେ ଆବେଦନ କରିପାରିବେ। ଆବେଦନ ଫି’ ବାବଦକୁ ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ ରହିଥିବାବେଳେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ […]

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା

ଭୁବନେଶ୍ୱର,୫।୬(ଏସଏସନିଉଜ)କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ।ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ରହିଥିବାବେଳେ ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ ରହିଛି। ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଏ ହେବେ ତାହା ଏବେ କହିବା ଅସମ୍ଭବ ହୋଇଥିବାବେଳେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

ଆଜିରରାଶିଫଳ

ଜୁନ୍ ମାସ ୦୬ତାରିଖ ୨୦୨୪ମସିହା(ଗୁରୁବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୦୬/୦୧ଗତେ ପ୍ରତିପଦ,ଅଦ୍ୟ ସାବିତ୍ରୀବ୍ରତ, ସୁର୍ୟୋଦୟ-ପ୍ରାତଃଘ୦୫/୧୧/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୨୧,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୬/୦୧ଗତେ ପୂର୍ବେ,ଅମାବାସ୍ୟାର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟାବିଧିରେ ହେବ,ବିଛାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୩/୦୪ ଗତେ ଘ୦୬/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୭/୦୮ଗତେ ଘ୦୯/୩୩ ମଧ୍ୟେ ଓ ଘ୧୨/୩୪ ଗତେଘ୦୩/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୫/୫୯ମଧ୍ୟେ ଓ ଘ୦୯/୧୦ […]