ଆଜିର ରାଶିଫଳ
ସେପ୍ଟେମ୍ବରମାସ ୧୦ତାରିଖ ୨୦୨୪ମସିହା(ମଙ୍ଗଳବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ସନ୍ଧ୍ୟା ଘ୧୧/୦୧ଗତେ ଅଷ୍ଟମୀ ,ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୮/୩୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃଘ୦୫/୩୭/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୫/୫୧/୪୦ ,ଯୋଗିନୀବାୟବ୍ୟେ ରାତ୍ରି ଘ୧୧/୦୧ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,ମୃତେ ଦ୍ଵିପାଦଦୋଷ ରାତ୍ରି ଘ୧୧/୦୧ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୧୪ଗତେ ଘ୦୨/୪୫ ମଧ୍ୟେ ,ବାରବେଳା – ଦିବା ଘ୦୭/୦୮ଗତେ ଘ୦୮/୪୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୪୨ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ଗତେ ଘ୦୧/୧୩ ମଧ୍ୟେ ଓ […]