Browsing category

ଜଣା ଅଜଣା

ଆଜିର ଅନୁଚିନ୍ତା

🦋ନିଜ ବାପା ଓ ମାଆଙ୍କୁ କେବେହେଲେ ଭାଗ କରିବେ ନାହିଁ, କାରଣ ସେମାନେ ଆମର ସମ୍ପତ୍ତି ନୁହଁନ୍ତି ସେମାନେ ତ ଆମମାନଙ୍କୁ ଗଢିଥିବା ଦେବତା । 🦋ଯାହାର ଇଜ୍ଜତ ଥାଏ, ସେ ସବୁବେଳେ ହାତେ ମାପି ଚାଖଣ୍ଡେ ଚାଲୁଥାଏ।କାରଣ ଇଜ୍ଜତ ବହୁ କଷ୍ଟରେ କମେଇବାକୁ ପଡିଥାଏ, କଳାଧନ ଦେଇ କିଣିହୁଏନି,କି କାହା ଆଗରେ ହାତ ପତେଇ ମାଗି ଆଣି ହୁଏନି। ଆପଣଙ୍କ କର୍ମ ହିଁ ଆପଣଙ୍କୁ ଇଜ୍ଜତ ଦେଇଥାଏ। 🦋ଅନ୍ୟର ତ୍ରୁଟି ଦେଖି ତତ୍ସଲ୍ୟ କରୁଥିବା ବ୍ୟକ୍ତି […]

ଆଜିର ଅନୁଚିନ୍ତା

🦋ରକ୍ତ ର ସମ୍ପର୍କ ଅପେକ୍ଷା ହୃଦୟର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ।କାହିଁକି ଜାଣନ୍ତି ? ବେଳେ ବେଳେ ବୟସର ଅପରାହ୍ନରେ ରକ୍ତ ର ସମ୍ପର୍କ ଧୋକା ଦେଇଥାଏ କିନ୍ତୁ ହୃଦୟର ସମ୍ପର୍କ ମଲା ପର୍ଯ୍ୟନ୍ତ ସମ୍ପର୍କରେ ରହିଥାଏ । 🦋ଆପଣ ଯାହା ବିଶ୍ୱାଶ କରନ୍ତି ସେଥିରେ ମନ ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ । ଫଳାଫଳ ନିଶ୍ଚୟ ଆଶ୍ଚର୍ଯ୍ୟଜନକ ହେବ । 🦋ଯେଉଁଠାରେ ଦୟା,ଧର୍ମ,ଲୋଭ ଆଉ କ୍ରୋଧ ରହିଛି ସେହିଠାରେ କ୍ରୋଧ ଆଉ ଲୋଭର ବିନାଶ କରିବାକୁ […]

ବିଶାଳ ଜନଗର୍ଜନ….

୧. ଟିକାକରଣ ସହ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ: ମୁଖ୍ୟମନ୍ତ୍ରୀ । ୨. ନୀତି ଆୟୋଗ ଜାରିକଲେ ଚତୁର୍ଥ ସ୍ୱାସ୍ଥ୍ୟ ସୂଚକାଙ୍କ; ସମସ୍ତ ରାଜ୍ୟମାନଙ୍କ ଭିତରେ କେରଳ ନମ୍ବର ୧ । ୩. ମିଶନାରୀଜ୍‌ ଅଫ ଚାରିଟି (ଏମଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିନାହିଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ୪. ଭାରତ-ଚୀନ ସମସ୍ୟାର ବିଶେଷଜ୍ଞ ଓ ବେଜିଙ୍ଗର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସରୀଙ୍କୁ ଆଜି ରାଷ୍ଟ୍ରୀୟ ସୁରକ୍ଷା ସଚିବାଳୟରେ ରାଷ୍ଟ୍ରୀୟ ଉପ ସୁରକ୍ଷା […]

ଆଜିର ଅନୁଚିନ୍ତା

🦋ଯେଉଁଠାରେ ଦୃଢତା ନାହିଁ ସେଠାରେ ସ୍ଥିରତା ନାହିଁ ଏବଂ ଯେଉଁଠାରେ ସ୍ଥିରତା ନାହିଁ , ସେଠାରେ ମନୁଷ୍ୟ ଦୃଢତାର ସହ କାମ କରିପାରିନଥାଏ I 🦋ପ୍ରଥମେ ଆଚରଣ,ତାପରେ ପ୍ରବଚନ।ଆଚରଣ ନାହିଁ ତ ପ୍ରବଚନ ନଦେବା ଭଲ । 🦋ସମସ୍ୟା ଯେତେ ବି ବଡ଼ ହେଇଥାଉ ନା କାହିଁକି , ସର୍ବଦା ନିଜ ମନକୁ ସ୍ଥିର ରଖନ୍ତୁ ଏବଂ ନିଜର କର୍ତ୍ତବ୍ୟ ସର୍ବଦା ପାଳନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଦୁରେଇଯିବ । 🦋ଆତ୍ମଶାନ୍ତି ଜୀବନର ମୁଖ୍ୟ […]

ବିନାଏସକଟ୍ ରେ ମହିଳାଙ୍କ ଦୂରଯାତ୍ରା ମନା

୧. ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ-ଡା. ସୁରେଶ କୁମାର । ୨. ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବା ସାରେଗାମା । ୩. ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଜାରି […]

ଆଜିର ଅନୁଚିନ୍ତା

🍁ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ,ଯଦି ମନ ସଫା ନଥିବ ତେବେ ଚମକୁଥିବା ଚେହେରାର କୌଣସି ମୂଲ୍ୟ ନଥାଏ । 🍁ସ୍ବର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ,ଗୀତାରେ ସବୁକିଛି ଅଛି କିନ୍ତୁ ମିଛ ନାହିଁ,ଦୁନିଆରେ ସବୁ କିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ,ଆଜିର ମଣିଷ ପାଖରେ ସବୁ କିଛି ଅଛି କିନ୍ତୁ ଧୋର୍ଯ୍ଯ ନାହିଁ । 🍁ଆଜି ଶରୀରରେ ଜୀବନ ଅଛି ତ ଲୋକେ ଦେଖନ୍ତି ନାହିଁ,ଯେବେ ଆତ୍ମା […]

ଆଜିର ଅନୁଚିନ୍ତା

ଅନେକ ଜନ୍ମର ସଞ୍ଚିତ ପୂଣ୍ୟ ବଳରେ ପ୍ରାଣୀକୁ ଦୁର୍ଲ୍ଲଭ ମଣିଷ ଜନ୍ମ ମିଳିଥାଏ। କିନ୍ତୁ ଅଜ୍ଞାନତା ବଶତଃ ପ୍ରାଣୀ ଶରୀର ବନ୍ଧନରେ ପଡ଼ି ନିଜକୁ ଶରୀର ବୋଲି ଜ୍ଞାନ କରି ପ୍ରକୃତି ଇନ୍ଦ୍ରିୟ ମାନଙ୍କ ଦ୍ଵାରା କରାଉଥିବା ସମସ୍ତ କାର୍ଯ୍ୟରେ  କର୍ତ୍ତାପଣ ଆରୋପ କରି ସେହି କର୍ମର ଫଳକୁ ଭୋଗ କରିବା ପାଇଁ ବାରମ୍ବାର ଏହି ସଂସାରରେ ବିଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରିଥାଏ। କେବଳ ପୂର୍ବ ଜନ୍ମର ସୁକୃତ ଥିଲେ ହିଁ ଭଗବାନଙ୍କ କୃପାରୁ ପ୍ରାଣୀ […]

ଡ୍ରାଗନର ନୂତନ ଚାଲ

୧. ବେଳାଭୂମିରେ ବାଲୁକା କୃତି, ବଡ଼ଦିନ ସହ ସଚେତନତା ବାର୍ତ୍ତା । ୨. ସୀମା ବିବାଦ ବେଳେ ଡ୍ରାଗନର ନୂତନ ଚାଲ, ତିବ୍ବତ ପିଲାଙ୍କୁ ଦେବ ମିଲିଟାରୀ ଟ୍ରେନିଂ। ୩. ରାଜନୀତି ପଶାପାଲିରେ ପଛୁଆବର୍ଗ, ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ! ତେଜୁଛି ରାଜନୀତି । ୪. ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ । […]

ଚୀନରେ ପୁଣି ଥରେ ଲକଡାଉନ୍

୧. ତୀବ୍ର ହେଉଛି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ସ୍ବର: ୧୯୯୭ରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ୮୫ ଗ୍ରାମବାସୀ । ୨. ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ । ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା । ୩. ହରିଦ୍ଵାରରେ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ଚାଲିଥିବା ଧର୍ମ ସଂସଦରେ ସଂଖ୍ୟା ଲଘୁ ସମ୍ପଦାୟ ବିରୋଧରେ ଘୃଣା ଓ ଉତ୍ତେଜନା […]

ଆଜିର ଅନୁଚିନ୍ତା

🦋ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ, କିନ୍ତୁ ପ୍ରକୃତ ସତ୍ୟ ଏହା ଯେ, ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ । ଯେତେବେଳେ ଖରାପ ସମୟ ଆମକୁ ନଚାଉଥାଏ, ଆମେ ନିଜର ବୋଲି ଯାହାକୁ କହୁ, ସେହି ଲୋକ ହିଁ ଢୋଲକ ବଜେଇ ମଜା ଲୁଟୁଥାନ୍ତି…ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହେଇଥାଏ, ସେ କେବଳ “ମାଆ” । ସମୟର ସୁଅରେ ସବୁକିଛି ଭାସିଯାଏ ସିନା କିନ୍ତୁ ସ୍ମୃତି ହୋଇ […]