Browsing category

ଜଣା ଅଜଣା

ଆଜିର ଅନୁଚିନ୍ତା

☘️କଲମର ନିଜସ୍ୱ କ୍ଷମତା ନାହିଁ,ହେଲେ ଅନ୍ୟର ଆଙ୍ଗୁଳି ନିର୍ଦ୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ । ☘️କେବେବି ବିଛଣା ତଳେ ପଇସା ରଖନ୍ତୁ ନାହିଁ – ଏହା ଲକ୍ଷ୍ମୀ ଛଡାର ଲକ୍ଷଣ ଅଟେ ☘️ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ ।ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ ରଖି କାମ କରିବା ଉଚିତ୍ । ☘️ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି […]

ଗଣେଶପୂଜାରେ ଭୁଲରେ କରନ୍ତୁ ନାହିଁ ୪ଟି କାମ,ନହେଲେ॰॰॰

ପୁରାଣ ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଭଗବାନ ଶ୍ରୀ ଗଣେଶ ଜନ୍ମ ହୋଇଥିଲେ। ସେହି କାରଣରୁ ଏହି ଦିନରେ ଗଣେଶ ଚତୁର୍ଥୀ ରୂପରେ ପାଳନ କରାଯାଏ। ବିଦ୍ୟା ଏବଂ ସମୃଦ୍ଧିର ଦେବତା ଭଗବାନ ଗଣେଶ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ପୁତ୍ର ଅଟନ୍ତି।ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଏବଂ ଦୁଃଖରୁ ମୁକ୍ତି ମିଳିଥାଏ। ସେହି କାରଣରୁ ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ମଧ୍ୟ କୁହାଯାଏ। ବିଦ୍ୟାର୍ଥୀ ମାନଙ୍କୁ […]

ଗଣେଶ ପୁଜାରୁ ହେବ ୫ଟିରାଶିର ରାଜଯୋଗ,ଜାଣନ୍ତୁ କିଏ?

🕉ଗଣେଶାୟ ନମଃ🕉 ଗଣେଶ ଚତୁର୍ଥୀ ୧୦ ସେପ୍ଟେମ୍ବରରେ ୫ ଟି ରାଶିରେ ହେବ ମହାସଂଯୋଗ। ଆସନ୍ତୁ ଜାଣିବା ! ୫୮ ବର୍ଷ ପରେ ୧୦ ସେପ୍ଟେମ୍ବର ୨୦୨୧ ଶୁକ୍ରବାର ଠାରୁ ଶ୍ରୀ ଗଣେଶ ଚତୁର୍ଥୀ ଦିନ ଠାରୁ ହିଁ ଏହି ୪ ଟି ରାଶି ପାଇଁ ଆସୁଛି ଅତ୍ୟନ୍ତ ହିଁ ଖୁସିର ଦିନ। ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି। ଏମାନଙ୍କ ଜୀବନରେ କିଛି ଏପରି ପୃବର୍ତନ ଆସିବ ଯାହା ଦ୍ୱାରା ଚମକି ଉଠିବ ଏମାନଙ୍କ […]

ହଙ୍ଗାମା କରିବା ପରେ…

୧. ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ, କ୍ୟାବିନେଟ ଦେଲେ ମଂଜୁରୀ । ୨. ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ : ଅଶ୍ବିନ ଫେରିଲେ,ଧୋନି ଉତ୍ସାହଦାତା । ୩. ଯଦି ସର୍ଜରୀ ସମୟରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଯାଏ ତେବେ ଏହା ଡାକ୍ତରଙ୍କ ଅବହେଳା କାରଣରୁ ହୋଇଛି ବୋଲି କୁହାଯାଇ ପାରିବ ନାହିଁ । ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ୪. କ୍ରୀଡ଼ାବିତ୍‌ଙ୍କ ସହ ଭାବବିନିମୟ କଲେ କ୍ରୀଡା ମନ୍ତ୍ରୀ […]

ଆଜିର ଅନୁଚିନ୍ତା

🍁ସୁନ୍ଦର ମୁହଁଟିଏ କିଛିଦିନ ପାଇଁ ମନେ ରୁହେ।କିନ୍ତୁ ସୁନ୍ଦର ହୃଦୟରଟିଏ ସାରା ଜିବନ ପାଇଁ ମନରେ ସାଇତି ହୋଇ ରହିଯାଏ । 🍁ମଣିଷର ପ୍ରକୃତି:-ପ୍ରଶୟ ଦେଲେ- ମୁଣ୍ଡରେ ଚଢ଼େ ଆଦର କଲେ- ଖୋସାମତ ଭାବେ ଉପଦେଶ ଦେଲେ- ମୁହଁ ମୋଡେ ଉପକାର କରିଥିଲେ- ଅସ୍ବୀକାର କରେ। 🍁ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ । […]

ପାୱାର ଶୋ’ କଲେ ଶ୍ରୀମୟୀ

୧. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ୨. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା ଫଳ ପ୍ରକାଶିତ । ୩. ଶିଖର-ଆୟଶାଙ୍କ ହେଲା ବିବାହ ବିଚ୍ଛେଦ, ଭାବୁକ ପୋଷ୍ଟ ଜରିଆରେ ସୂଚନା ଦେଲେ ପତ୍ନୀ ଆୟଶା ମୁଖାର୍ଜୀ । ୪. ଆସନ୍ତାକାଲି ପୁଣି ବିଧାନସଭାରେ ଆସିବ ‘ଓବିସି’ ସଂରକ୍ଷଣ ସଂକଳ୍ପ । ୫. ଟି୨୦ ବିଶ୍ୱକପ୍‌ରେ […]

ଲକ୍ଷ୍ମଣ ରେଖା ପାରି ନକରିବାକୁ ଦେଲେ ଚେତାବନୀ

୧. ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍ । ୨. ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ୩. କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ, ଓଡିଶା ଜଳବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି । ୪. ନୂଆଦିଲ୍ଲୀ ରେ INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ । ୫. ଏଣିକି ମଧ୍ୟପ୍ରଦେଶରେ କୁଳପତିଙ୍କୁ କୁହାଯିବ କୁଳଗୁରୁ, ନାମ ପରିବର୍ତ୍ତନ ନେଇ ସରକାରଙ୍କ […]

ଆଜିର ଅନୁଚିନ୍ତା

💥କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ । 💥ହଜିଯାଇଥିବା ସୂର୍ଯ୍ୟକୁ ଫେରି ପାଇବାକୁ ୧୨ ଘଣ୍ଟା ସମୟ ଲାଗେ, କିନ୍ତୁ ହଜିଯାଇଥିବା ବିଶ୍ବାସ ସାରା ଜୀବନ ଅପେକ୍ଷା କରିଲେ ବି ଫେରିପାଇ ହୁଏନା । 💥” ଜୀବନ ଏକ ଲମ୍ବା ଯାତ୍ରା ” ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ […]

ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ

୧-ଟୋକିଓ ପାରାଲିମ୍ପିକ୍ସ: ଇତିହାସ ରଚିଲା ଭାରତ, ମିଳିଲା ୫ ସ୍ବର୍ଣ୍ଣ ସହ ୧୯ ପଦକ । ୨-ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ : ମୁଖ୍ୟମନ୍ତ୍ରୀ । ୩-କେରଳରେ ନିପାହ ଭୂତାଣୁ ଚିହ୍ନଟ: ସଂକ୍ରମଣରେ ଜଣେ ମୃତ୍ୟୁ, ୨ ଆକ୍ରାନ୍ତ । ୪-ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ: ଆଦର୍ଶ ବିଦ୍ୟାଳୟ ପାଇଁ ନିଯୁକ୍ତି ହେଲେ ୪୪୩ ଶିକ୍ଷକ । ୫-ଟୋକିଓ ପାରାଲିମ୍ପିକ୍‌ସ ଉଦ୍‌ଯାପିତ : ସାରା ବିଶ୍ବକୁ ବିଦାୟ ଦେଲା ଜାପାନ । […]

ଆଜିର ଅନୁଚିନ୍ତା

🦋ପ୍ରତି ସକାଳର ଶୁଭାରମ୍ଭ ହୁଏ ଦେଖି ତୁମ ଚକାନୟନ.. ତୁମରି ନାମକୁ ନିତି ଭଜୁଥିବି ଥିବା ଯାଏଁ ଦେହେ ପରାଣ । ଜୟ ଜଗନ୍ନାଥ । 🦋ପ୍ରେମ ହୁଏତ କେବେ ଆଘାତ ପହଞ୍ଚାଇ ପାରେ,କିନ୍ତୁ ବନ୍ଧୁତା ସର୍ବଦା ହିତ ସାଧନ ହିଁ କରିଥାଏ । 🦋ପ୍ରଶଂସା କରି ଶିଖିଥିବା ବ୍ୟକ୍ତି ବହୁତ ଭାଗ୍ୟବାନ, କିନ୍ତୁ ଇର୍ଷା ଦ୍ୱାରା ନୁହେଁ ; ଅନ୍ୟ ମାନଙ୍କୁ ଇର୍ଷା କରିବା ଦ୍ୱାରା ନା ସେମାନଙ୍କର ଭାଗ୍ୟ ହ୍ରାସ ହୁଏ ନା ନିଜର […]