Browsing category

ଜଣା ଅଜଣା

ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

୧. କୁଖ୍ୟାତ ଅପରାଧୀ ଶେଖ ହାଇଦର ବାଲେଶ୍ୱର ନିକଟରେ ପୁଲିସ ଏନକାଉଣ୍ଟରରେ ମୃତ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ୨. ମୟୁରଭଞ୍ଜ ସ୍ଥାନାନ୍ତର ହେଉଥିବା ବେଳେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ମୃତ । ୩. ମୃତ ହାଇଦରର ପୋଷ୍ଟମର୍ଟମ ପରେ ତାର ପରିବାରକୁ ଶବ ଦିଆଯିବା ନେଇ ପୁଲିସର ସୂଚନା । ୪. ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ […]

ଆଜିର ଅନୁଚିନ୍ତା

🔥”ଲୋକଙ୍କ ମଧ୍ୟରେ ରୁହନ୍ତୁ ଯେପରି ୩୨ ଟି ଦାନ୍ତ ମଧ୍ୟରେ ଜିଭ ଅଛି, ଏହା ସମସ୍ତଙ୍କ ସ୍ପର୍ଶରେ ଅଛି, କିନ୍ତୁ ଏହା କାହା ଦ୍ୱାରା ଦମନ କରାଯାଇ ନାହିଁ ! 🔥”ପିତାମାତାଙ୍କ ଆଖିରେ ଲୁହ କେବଳ ଦୁଇଥର ଆସେ। ଗୋଟିଏ ହେଉଛି ଯେତେବେଳେ ଝିଅ ବାହା ହୋଇ ଘରୁ ବିଦା ହୁଏ ଏବଂ ଅନ୍ୟଟି ଯେତେବେଳେ ପୁଅ ମୁହଁ ମୋଡ଼ି ଥାଏ| ପତ୍ନୀ ପସନ୍ଦ ଅନୁସାରେ ପାଇପାରିବେ | କିନ୍ତୁ ପିତାମାତାମାନେ ପୂଣ୍ୟ ଦ୍ୱାରା ମିଳିଥାନ୍ତି ! […]

ଜିଓ ଫୋନକୁ ଟକ୍କର

ସକାଳର ଖବର,୨୪-ଜୁଲାଇ-୨୦୨୧,ଶନିବାର ➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା […]

ଆଜିର ଅନୁଚିନ୍ତା

🌺”ଜୀବନ ତୁମର, ସ୍ୱପ୍ନ ତୁମର,ଗନ୍ତବ୍ୟସ୍ଥଳ ତୁମର, ବିଜୟ ଏବଂ ପରିଶ୍ରମ ତୁମର, ତେବେ ଏହି ମୂର୍ଖ ଲୋକମାନଙ୍କ କଥା ଶୁଣିବା ପରେ ହାରିବାର ନାଟକ କ’ଣ ପାଇଁ 🌺”ପ୍ରକୃତ ବନ୍ଧୁ ଯେତେ କ୍ରୋଧିତ ହୁଅନ୍ତୁ ନା କାହିଁକି, ସେ କେବେବି ଶତ୍ରୁମାନଙ୍କ ଧାଡିରେ ଠିଆ ହୁଅନ୍ତି ନାହିଁ ! 🌺”ପ୍ରଗତିର ଏକମାତ୍ର ଉପାୟ ହେଉଛି କେବେ ପଛକୁ ଚାହିଁ ଦେଖିବ ନାହିଁ !! 🌺”ଯାହାର ମନ ଏବଂ ଗତି ସତ୍ୟ ଆଡକୁ ଅଛି, ଆଜି ମଧ୍ୟ ତାଙ୍କ […]

ଆଜିର ଅନୁଚିନ୍ତା

ଭଗବାନଙ୍କର ନାମ ଶ୍ରବଣ ଓ କୀର୍ତ୍ତନ, ତାଙ୍କର ସ୍ମରଣ,ପୂଜା, ଦର୍ଶନ ଏବଂ ତାଙ୍କ ପାଦପଦ୍ମରେ ଆତ୍ମ ସମର୍ପଣ ସବୁକିଛି ମଙ୍ଗଳକାରକ ଅଟେ। ଏସବୁ ଭକ୍ତିମାର୍ଗ ମଧ୍ୟରୁ ତାଙ୍କୁ ଯେ କୌଣସି ମାଧ୍ୟମରେ ଭକ୍ତି କଲେ ପ୍ରାଣୀର ସମସ୍ତ ପ୍ରକାର କଳ୍ମଷ ନଷ୍ଟ ହୋଇ ଯାଇଥାଏ ଏବଂ ତା’ର ମନ ପବିତ୍ର ଓ ନିର୍ମଳ ‌ହୋଇଥାଏ। ପବିତ୍ର ଓ ନିର୍ମଳ ହୃଦୟ ନେଇ ପ୍ରଭୁଙ୍କ ଚରଣ କମଳରେ ମନୋନିବେଶ କଲେ ସେହି ପତିତପାବନ ଶରଣ ରକ୍ଷଣକାରୀ ଭଗବାନ ପ୍ରାଣୀର […]

ଆଜିର ଅନୁଚିନ୍ତା

🌺ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ । 🌺ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ । 🌺ଭବିଷ୍ୟତ କେବଳ ସେହିମାନଙ୍କର, ଯେଉଁମାନେ ସୁନ୍ଦର ସ୍ୱପ୍ନ ଦେଖିବାରେ ବିଶ୍ୱାସ କରନ୍ତି । 🌺ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ହେଉଛି, ଚିହ୍ନା ମଣିଷର ଅଚିହ୍ନା ରୂପ । 🌺Cigarette, ଗୁଟଖା, Alcohol ଆଦି ନିଶା ଜାତୀୟ […]

ଜନ୍ତରମନ୍ତରରୁ ଶୁଭିବ କୃଷକଙ୍କ ସ୍ଵର

୧. ରଥ ଉପରେ ସୀମିତ ସେବାୟତ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁନାବେଶ ବେଳେ ରଥ ଉପରେ ରହିଛନ୍ତି ଅଧିକ ସେବାୟତ, ଦୂରଦର୍ଶନ ସିଧା ପ୍ରସାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନି ସୁନାବେଶ । ୨. ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ । ୩. ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ […]

ଆଜିର ଖବର

୧. ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ୯ଦିନ ବ୍ୟାପି ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଁଚିଲା ୩ ରଥ । ୨. ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା । ୩. ମନ୍ଦିର, ପୁଲିସ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ଓ ପୁରୀ ମ୍ୟୁନିସିପାଲଟିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ୪. ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ହୀରା ମୋତି ମାଣିକର ବାଦଶାହ ଚିନ୍ତାମଣି ଏକ ପଥର ମାତ୍ର ! ➡️“ଦାନ ଏବଂ ଜ୍ଞାନ” ଏ ଦୁଇଟି ପୁରୁଷ ପାଇଁ ଏକାନ୍ତ ଆବଶ୍ୟକ । ଦାନ କଲେ ଏବଂ ଜ୍ଞାନ ଅର୍ଜ୍ଜନରେ ମନ ଲଗାଇଲେ ସମୟ ଅଯଥା ଅପବ୍ୟୟ ହୁଏ ନାହିଁ ! ➡️”ଅଧିକାଂଶ ପାରିବାରିକ କଳି ଝଗଡାରେ କେହିନା କେହି ନାରୀର ହାତ ରହିଥାଏ । ପୁରୁଷ ଚିନ୍ତା କରିବା ଆବଶ୍ୟକ ଯେ ନାରୀକୁ ନେଇ ଝଗଡା ଲାଗିବାରୁ କୌଣସି ଫାଇଦା […]

ଖୋଲୁଛି ମୃତ୍ୟୁ ରହସ୍ୟ

୧-ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର । ୨-ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା, ରାଗିଗଲେ ପ୍ରଧାନମନ୍ତ୍ରୀ । ୩-ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ : ଧର୍ମେନ୍ଦ୍ର ପ୍ରଧାନ । ୪-ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା […]