Browsing category

ଜଣା ଅଜଣା

ଆଜିର ଅନୁଚିନ୍ତା

–ପାଦ ନମସ୍କାର– ।। ଭଗବାନଙ୍କ ପଦ ପଙ୍କଜରେ ଜଣେ ମୁଣ୍ଡ ନୁଆଁଇବାର ଧାରଣା ହେଉଛି ଯେ ପବିତ୍ର ଚିନ୍ତାଧାରା ଭକ୍ତଙ୍କ ମନରେ ପ୍ରବେଶ କରୁ । ଏହାର ଅର୍ଥ ହେଉଛି ଯେତେବେଳେ ଜଣେ ପ୍ରଭୁଙ୍କ ପାଦ ସଂସ୍ପର୍ଶରେ ଆସେ, ପାଦରୁ ପବିତ୍ର ପ୍ରେରଣା ଭକ୍ତଙ୍କ ନିକଟକୁ ପ୍ରବାହିତ ହୁଏ । ଯେତେବେଳେ ଭକ୍ତଙ୍କ ମୁଣ୍ଡ ପ୍ରଭୁଙ୍କ ପାଦକୁ ସ୍ପର୍ଶ କରେ, ସେତେବେଳେ ପ୍ରଭୁଙ୍କ ଈଶ୍ୱରୀୟ ଶକ୍ତି ତାଙ୍କ ଆଡକୁ ପ୍ରବାହିତ ହୁଏ । ଏହା ସୂଚିତ କରେ […]

ଆରମ୍ଭ ହେଲା ମୁକ୍ତା’ ଯୋଜନା

➡️୧-ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗର ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ହେଲା ‘ମୁକ୍ତା’ ଯୋଜନା । ➡️୨-ଆସନ୍ତା ସପ୍ତାହରେ ହୋଇପାରେ ମୋଦୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ,ଏଥିପାଇଁ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ପ୍ରସ୍ତୁତି । ➡️୩-ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ➡️୪-ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା । ➡️୫-ଏଣିକି […]

ଆଜିର ଅନୁଚିନ୍ତା

?ନିଜ ଜୀବନର ସଂଘର୍ଷ ନିଜେ ହିଁ ଲଢିବେ, ଜ୍ଞାନ ଅନେକ ଦେବେ କିନ୍ତୁ ସଙ୍ଗ କେହି ଦେବେ ନାହିଁ । ?ଜୀବନର ଅର୍ଥ କେବଳ ଖୁସିରେ ରହିବା ନୁହେଁ, ନିଜ ଅନୁଭବ ଜରିଆରେ କିଛି ଶିଖିବା । ?ଜୀବନ ହେଉ ବା ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି ସମୟ ସ୍ରୋତରେ ସମସ୍ତେ ଦିନେ ହଜିଯାଆନ୍ତି । ?ଅନ୍ୟର ଭୁଲ୍ ଠିକ୍ ର ହିସାବ ରଖିବା ଅପେକ୍ଷା ପ୍ରଥମେ ନିଜ ଭୁଲ୍ ଠିକ୍ ର ହିସାବ ରଖିବା […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ?ତୁମର ଯନ୍ତ୍ରଣା ଯାହା ହେଉନା କାହିଁକି, ମୁହଁରେ ହସକୁ ସର୍ବଦା ବଜାୟ ରଖନ୍ତୁ , ଯଦି ଥରେ ଆଖୁରୁ ଲୁହ ଝରିଯାଏ, ତେବେ ଏହାକୁ ଦେଖୁବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିବ ଏବଂ ଏହା ଏକ ଦର୍ଶନରେ ପରିଣତ ହେବ । ?ଜୀବନ ନୌକାରେ ଦେଖିକି ପାଦ ରଖନ୍ତୁ, କାରଣ ଆପଣଙ୍କୁ ବୁଡେଇବା ପାଇଁ ଏମିତି ବି ଲୋକ ଅଛନ୍ତି, ଯାହାଙ୍କୁ ପହଁରେଇବା ଆପଣ ନିଜେ ଶିଖେଇ ଥିବେ । ?ପିତା ମାତାଙ୍କ […]

ବଡ଼ଦାଣ୍ଡ ଲୋକଙ୍କୁ କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା

୧. ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା । ୨. ତୈଳଦର ବୃଦ୍ଧି ପ୍ରତିବାଦରେ ଥାଳି ଖଞ୍ଜଣି ବଜାଇ ପ୍ରତିବାଦ କରିବ ପ୍ରଦେଶ କଂଗ୍ରେସ । ୩. ଭାରତୀୟ ରେଳବାଇରେ ଫ୍ରେଟ୍ ଲୋଡିଂରେ ଶୀର୍ଷ ସ୍ଥାନ ହାସଲ କଲା ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ । ୪. ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । […]

ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା

୧. କୋଭାକ୍ସିନ୍‌ ଚୁକ୍ତି ବାତିଲ କଲା ବ୍ରାଜିଲ୍‌: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍‌ କୌଣସି ଆଡଭାନ୍ସ ପେମେଣ୍ଟ୍‌ ହୋଇନି । ୨. ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା । ୩. ଲୋୟର ସୁକତେଲ ପ୍ରକଳ୍ପ: ଦ୍ୱିତୀୟ ଦିନ ସୁଦ୍ଧା ୧୫୦ ପରିବାର ସ୍ଥାନାନ୍ତର । ୪. କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି । ୫. ରାଉରକେଲାରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ‘ବର୍ଷା ଜଳ […]

ଆଜିର ଅନୁଚିନ୍ତା

?କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ ସେ ଘରେ ହେଉ କି ବାହାରେ ?ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ । ?ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ । ?”ପ୍ରେମ” ଆଉ “ବନ୍ଧୁତା” ଏହି ଦୁଇଟି […]

ଆଜିର ଅନୁଚିନ୍ତା

?ଯଦି କେହି ଆପଣଙ୍କ ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ କାରଣ ସନ୍ଦେହ ସଦା ସର୍ବଦା ସୁନାର ଶୁଦ୍ଧତା ଉପରେ କରାଯାଏ । ?ସମୟର ସହ ଯିଏ ବଦଳି ଯାଆନ୍ତି ନାହିଁ ସେଇମାନେ ହିଁ ଆପଣାର । ?ଉପରକୁ ଉଠିବାକୁ ସାହାର୍ଯ୍ୟ କରିବା ଲୋକ କମ୍ , ପଛରୁ ଟାଣି ଧରିବା ଲୋକ ବହୁତ ବେଶୀ । ?ସ୍ବପ୍ନର ଦୁନିଆରେ ଜିଉଁ ଜିଉଁ ଏମିତି ମୁହୁର୍ତ୍ତ ନ ଆସୁ ଯାହାକୁ ଶେଷ କୁହାଯାଏ, […]

କରୋନା ରୋଗୀଙ୍କ ନୂଆ ଲକ୍ଷଣ

➡️୧-ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ । ➡️୨-ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ । ➡️୩-ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା । ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରାଯିବ। […]

ଆଜିର ଅନୁଚିନ୍ତା

?ସ୍ମୃତି ନେଇ ବଞ୍ଚି ରହିବାଠୁ ସ୍ବପ୍ନ ନେଇ ବଞ୍ଚି ରହିବା ଅନେକ ଭଲ କାରଣ ସ୍ମୃତି ମଣିଷକୁ କଷ୍ଟ ଦିଏ ଆଉ କନ୍ଦାଏ କିନ୍ତୁ ସ୍ବପ୍ନ ମଣିଷକୁ ନୂଆ କିଛି ଆଶା ଦେଖାଏ । ?କଷ୍ଟ ଏମିତି ଗୋଟିଏ ଜିନିଷ ଯାହା କେବଳ ନିଜକୁ ବହନ କରିବାକୁ ପଡିଥାଏ କେହି ଏହାର ଭାଗ ନେବାକୁ ଚାହାଁନ୍ତି ନାହିଁ । ?ମଣିଷ ନିଜେ ଭୁଲ୍ କରିଥାଏ ଆଉ ସେ ଭୁଲ୍ କୁ ସହଜରେ ଭୁଲି ଯାଏ କିନ୍ତୁ ଅନ୍ୟର […]