Browsing category

ଜଣା ଅଜଣା

ସାଧାରଣ ଜନତାଙ୍କୁ ଝଟକା

୧-ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ । ୨-ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ। ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ କଳାକାର ସାମିଲ ହେଲେ । ୩- କରୋନା ଯୋଗୁଁ ଅନାଥ ହୋଇଥିବା ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ହେବେ ସାମିଲ । ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ଅର୍ଥ […]

ଉଗ୍ରତାରା ଶକ୍ତିପୀଠରେ ଲାଗିଲା ୧୪୪

୧-ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’। ୨-ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ। ୩-ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ୪-ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ଫଳ, ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୫-ରାଜ୍ୟରେ ଲାଗାତାର ୨ୟ […]

ଆଜିର ଅନୁଚିନ୍ତା

➡️ଆଉ ମାଆଙ୍କ ଭଲପାଇବା ଭିତରେ ଫରକ କ’ଣ ଜାଣିଛ,,,, ମାଆଙ୍କ ଭଲ ପାଇବା ସବୁବେଳେ ଦେଖିହୁଏ କିନ୍ତୁ ବାପାଙ୍କ ଭଲପାଇବା ଦେଖିହୁଏନାହିଁ କେବଳ ଅନୁଭବ କରିହୁଏ,,,,। ➡️ଲାତ ମାରିବାର ଅଭ୍ୟାସ ତ ସନ୍ତାନ ମାନଙ୍କର ମାଆ ପେଟରୁ ହିଁ ଅଛି, ଫରକ ଖାଲି ଏତିକି… ପେଟରେ ଲାତ ଖାଇଲା ବେଳେ ବାପା ମାଆଙ୍କର ଖୁସିର ସୀମା ରୁହେନି ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ଲାତ ଖାଇଲେ ଆଖିରୁ ଲୁହ ଶୁଖେନି । ➡️ ଦୁଃଖ ସହିବା ବାଲା ଆଗକୁ […]

ବିପଦ ବେଳେ ବିଷ ବେଉସା

୧–କେନ୍ଦ୍ର ସରକାର ରେମଡେସିଭିର ଉପରୁ ଜିଏସ୍‌ଟି ୧୨% ରୁ ୫%କୁ ହ୍ରାସ କରିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୨–ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ,ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ୩-ଓଡିଶା ପୋଲିସ୍ ର ନିଯୁକ୍ତି: […]

ଆରମ୍ଭ ହେଲା ଶୀତଳଷଷ୍ଠୀ…

‎ ୧. ସମ୍ବଲପୁର: କୋଭିଡ୍ ହସ୍ପିଟାଲ୍‌ରେ ୯ ମୃତ । ୨. ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ । ୬ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୩. ରେଢ଼ାଖୋଲ ବିଧାୟକଙ୍କ ଉଦ୍ୟମରେ ମିଳିଲା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର । ୪. ଆରମ୍ଭ ହେଲା ଶୀତଳଷଷ୍ଠୀ, ବାଲୁଙ୍କେଶ୍ବର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ । ୫. ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ […]

ଆଜିର ଅନୁଚିନ୍ତା

➡️ଆଜି କାଲି ଚୁପ୍ ରହିଯିବା ଠିକ୍ କାହିଁକି ନା,,,,,ଲୋକେ ତୁମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରୁଛନ୍ତି,,,। ➡️ ବିଶ୍ବାସ କରିବା ପରେ ଅବିଶ୍ବାସ କରାଯାଏ କିନ୍ତୁ ଅବିଶ୍ବାସ କରିଥିବା ଲୋକଟିକୁ ଆଉ କୌଣସି ପ୍ରକାର ବିଶ୍ବାସ କରି ହୁଏନାହିଁ ➡️ ଜୀବନରେ ଏମିତ ଭଲ କାମ କର.. ଯେମିତି ମୃତ୍ୟୁ ସମୟରେ ସ୍ୱୟଂ ଯମରାଜ କହିବେ, ହଜୁର ଆପଣ ମଇଁଷି ପିଠିରେ ବସନ୍ତୁ ମୁଁ ଚାଲି ଚାଲି ଯାଉଛି । ➡️ମଣିଷ ମାନଙ୍କର ଚିନ୍ତାଧାରା […]

ଆଜିର ଅନୁଚିନ୍ତା

➡️ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ । ➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ମଣିଷ କୁ ବିଶ୍ୱାସ କରିବା ଉଚିତ କିନ୍ତୁ ତା ପୂର୍ବରୁ ଭଲ ଭାବରେ ବୁଝି ନେବା ଜରୁରୀ ସେ ପ୍ରକୃତରେ ମଣିଷ କି ନୁହେଁ। ➡️ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ […]

ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ

➡️୧-ଏଥର ମଧ୍ୟ ଭକ୍ତଶୁନ୍ୟ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି । ଅନ୍ୟ ମନ୍ଦିର ର ସେବାୟତ ଆଣିଲେ ଆପତ୍ତି । ➡️୨-ମୌସୁମୀ ବର୍ଷା ଓ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା […]

ଖବର ଆଜିର

୧-୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନବରଙ୍ଗପୁରରେ RTPCR ପରୀକ୍ଷା ଗାର ଉଦ୍ଘାଟିତ।ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିବେଦନ। ୨-କ୍ୟାବିନେଟ ନିଷ୍ପତ୍ତି, ୪ ଲେନ୍ ବିଶିଷ୍ଟ ହେବ ନୂଆପଡ଼ା-କଳାହାଣ୍ଡି ରାସ୍ତା ଓ କଟକ ପଟ୍ଟାପୋଲରୁ ମାତୃ ଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରାଯିବ। ୩-ଆଜିଠାରୁ ୧୪ ଯାଏ ପ୍ରବଳ ବର୍ଷାର ସମ୍ଭାବନା, ସତର୍କ ରହିବାକୁ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC।ଭୁସ୍ଖଳନ ସହ ବନ୍ୟା ଆଶଙ୍କା। […]

ସ୍ୱାମୀଙ୍କ ମଙ୍ଗଳ କାମନା କରି ବ୍ରତ ରଖିଥାନ୍ତି ସଧବା

ଆଜି ସାବିତ୍ରୀ ଅମାବସ୍ୟା। ଓଡିଆ ଘରର ଏହି ପର୍ବକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି। ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ। କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ। ଏହା ସମ୍ଭବ ହୋଇଥିଲା […]