ଆଜିର ରାଶିଫଳ
ଦୁର୍ବାଷ୍ଟମୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୪ ତାରିଖ (ରବିବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୧୦/୨୫ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୪୬ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୬/୨୯ ,ମେଷ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର , ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ନଡ଼ିଆ ଦିବା ଘ୧୦/୨୫ ଗତେ ଲାଉ ଭକ୍ଷଣ ନିଷେଧ । ମେଷ-ବନ୍ଧୁଙ୍କସାହାଯ୍ୟରେ ଉପକୃତ ହେବେ । ସାମାଜିକସ୍ତରରେ ପ୍ରଶଂସିତ ହେବେ । ନୂତନଉଦ୍ୟୋଗରେ ପଇସା ଖଟେଇବେ । […]