ଆଜିର ରାଶିଫଳ
୨୦୨୨ ମସିହା ଜୁଲାଇ ମାସ ୨୩ ତାରିଖ (ଶନିବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଦଶମୀ ଦିବା ଘ୧୧/୧୧ ପର୍ୟ୍ୟନ୍ତ ତଦନ୍ତେ ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୨/୪୨ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୦୦ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ବିଛା ରାଶି ର ଘାତଚନ୍ଦ୍ର ,ଏକାଦଶୀ ର ପାର୍ବଣ ଶ୍ରାଦ୍ଧ ,କଳମ୍ବୀ(କଳମ ଶାଗ) ଦିବା ଘ୧୧/୧୧ ଗତେ ସିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ […]