Browsing category

ରାଶିଫଳ

ଆଜିର ରାଶିଫଳ

ଉଭାଯାତ୍ରା ଓ ନବଯୌବନ ଦର୍ଶନ,୨୦୨୨ ମସିହା ଜୁନ ମାସ ୩୦ ତାରିଖ (ଗୁରୁବାର) ଆଷାଢ଼ ମାସ -ଶୁକ୍ଳପକ୍ଷ, ତିଥି-ପ୍ରତିପଦା ଦ ଘ୧୦/୩୨ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ, ସୁର୍ୟୋଦୟ ପ୍ରାତଃ ଘ୦୫/ ୧୩/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୬,ତୁଳା ଓ କୁମ୍ଭ ରାଶି ର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ରଦ୍ୱିତୀଆର ପ୍ରାବଣ ଶ୍ରାଦ୍ଧ,ପାଣି କଖାରୁ ଦିବା ଘ୧୦/୩୨ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ 🐏ମେଷ👉 ଦେବ ଦର୍ଶନର ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ଖ୍ୟାତି ବଢ଼ିବ। ଜରୁରୀ […]

ଆଜିର ରାଶିଫଳ

ଅମାବାସ୍ୟା, ନେତ୍ରୋଉତ୍ସବ ଓ ନବଯୌବନ ଦର୍ଶନ,୨୦୨୨ ମସିହା ଜୁନ ମାସ ୨୯ ତାରିଖ (ବୁଧବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ଦ ଘ୭/୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା,ସୁର୍ୟୋଦୟ ପ୍ରାତଃ ଘ୦୫/୧୩/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୭,କର୍କଟ ରାଶିରଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ସ୍ତ୍ରୀ ତୈଳ ବର୍ଜନ ମାଛ, ମାଂସ ଦିବା ଘ୮/୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । 🐏ମେଷ👉ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ […]

ଆଜିର ରାଶିଫଳ

୨୦୨୨ ମସିହା ଜୁନ ମାସ ୨୮ ତାରିଖ (ମଙ୍ଗଳବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ ପ୍ରାତ ଘ୫/୩୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା,ସୁର୍ୟୋଦୟ ପ୍ରାତଃ ଘ୦୫/୧୩/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୭,ମକର ରାଶି ର ଘାତବାର,କନ୍ୟା ରାଶି ର ଘାତଚନ୍ଦ୍ର,ଅମାବାସ୍ୟା ର ସମ୍ଭଶ୍ଚରିକ ଶ୍ରାଦ୍ଧ ମହାଲୟା ବିଧି ରେ ହେବ,ବିରି ପ୍ରାତ ଘ୫/୩୩ ଗତେ ସ୍ତ୍ରୀ ତୈଳ ବର୍ଜନ ମାଛ, ମାଂସ ଭକ୍ଷଣ ନିଷେଧ। 🐏ମେଷ👉ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ […]

ଆଜିର ରାଶିଫଳ

ଅଣସର ତ୍ରୟୋଦଶୀ,୨୦୨୨ ମସିହା ଜୁନ ମାସ ୨୬ ତାରିଖ (ରବିବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ତ୍ରୟୋଦଶୀ ରାତ୍ରି ଘ୩/୧୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୩/୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୯,ମେଷ ରାଶିର ଘାତବାର,ବିଛା ରାଶିର ଘାତ ଚନ୍ଦ୍ର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଭକ୍ଷଣ ନିଷେଧ। 🐏ମେଷ👉ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। […]

ଆଜିର ରାଶିଫଳ

୨୦୨୨ ମସିହା ଜୁନ ମାସ ୨୫ ତାରିଖ (ଶନିବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ ରାତ୍ରି ଘ୧/୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/ ୧୨/୫୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୨୪/୨୧,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ବିଛା ରାଶିର ଘାତ ଚନ୍ଦ୍ର,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଇ ଭକ୍ଷଣ ନିଷେଧ। 🐏ମେଷ👉 ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି। ଦୁଶ୍ଚିନ୍ତା ଦୂର ହେବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିବେ। […]

ଆଜିର ରାଶିଫଳ

୨୦୨୨ ମସିହା ଜୁନ ମାସ ୨୪ ତାରିଖ (ଶୁକ୍ରବାର)ଖଳିଲାଗି ଏକାଦଶୀ ,ଆଷାଢ଼ ମାସ -କୃଷ୍ଣପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୧୧/୧୮ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୧୨/୩୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୦୪ ,ବିଛା, ଧନୁ ଓ ମୀନ ରାଶି ର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବଭକ୍ଷଣ ନିଷେଧ, 🐏ମେଷ👉ଆଜି ଶୁଭ ଫଳ ପାଇବେ I ସକାରାତ୍ମକ ମାନସିକତା ରହିବ ଇ ଲୋକ ସମ୍ପର୍କ ବଢିବ I | ନିଜର ବ୍ୟବସାୟ ସମ୍ପ୍ରସାରଣ ଯୋଜନା […]

ଆଜିର ରାଶିଫଳ

୨୦୨୨ ମସିହା ଜୁନ ମାସ ୨୩ ତାରିଖ (ଗୁରୁବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ଦଶମୀ ରାତ୍ରି ଘ୯/୫୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୨/୧୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୯,ତୁଳା ଓ କୁମ୍ଭ ରାଶି ର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ ଶାଗ) ରାତ୍ରି ଘ୯/୫୨ ଗତେ ଶିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ଲୋକମାନଙ୍କର ପ୍ରଶଂସା ପ୍ରାପ୍ତ କରି ପାରିବେ। ଲକ୍ଷ୍ମୀଙ୍କର କୃପା ରହିବ। କୁଟୁମ୍ବ ଏବଂ ଦାମ୍ପତ୍ୟଜୀବନରେ ସୁଖ ଏବଂ […]

ଆଜିର ରାଶିଫଳ

ଜୁନ ମାସ ୨୨ ତାରିଖ (ବୁଧବାର) ୨୦୨୨,ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି- ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୧୧/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୧୨, କର୍କଟ ରାଶି ର ଘାତବାର,ଧନୁ ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଓ କଳମ ଶାଗ ଭକ୍ଷଣ ନିଷେଧ। 🐏ମେଷ-ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ। କୌଣସି ଧାର୍ମିକ […]

ଆଜିର ରାଶିଫଳ

ଜୁନ ମାସ ୨୧ ତାରିଖ ୨୦୨୨ ମସିହା(ମଙ୍ଗଳବାର) ଆଷାଢ଼ -କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୮/୫୨ ପର୍ଯ୍ୟନ୍ତ ତଦନ୍ତେନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୦୯,ଧନୁ ରାଶିର ଘାତଚନ୍ଦ୍ର,ମକର ରାଶିରଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ ଭକ୍ଷଣ ନିଷେଧ। ମେଷ👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ👉 […]

ଆଜିର ରାଶିଫଳ

ଜୁନ ମାସ ୨୦ ତାରିଖ ୨୦୨୨ ମସିହା(ସୋମବାର)ଆଷାଢ଼-କୃଷ୍ଣପକ୍ଷ ,ତିଥି- ସପ୍ତମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୯ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ମି ଥୁନ ରାଶିର ଘାତବାର ,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଭକ୍ଷଣ ନିଷେଧ । ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ […]