ଆଜିର ରାଶିଫଳ
ଏପ୍ରିଲମାସ ୨୫ତାରିଖ ୨୦୨୬ମସିହା(ଶନିବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ନବମୀରାତ୍ରି ଘ୦୬/୪୫ଗତେ ଦଶମୀ,ନକ୍ଷତ୍ର-ଅଶ୍ଳେଷା ରାତ୍ରିଘ୦୮/୫୭ ଗତେ ମଘା,ସୁର୍ୟୋଦୟ-ପ୍ରାତଃଘ୦୫/୨୭/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୨୪, ଯୋଗିନୀ ପୂର୍ବେ ରାତ୍ରି ଘ୦୬/୪୫ଗତେ ଉତ୍ତରେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୭/୦୧ ମଧ୍ୟେ ଓ ଦିବା ଘ୦୪/୩୦ଗତେ ଘ୦୬/୦୫ମଧ୍ୟେ,ବାରବେଳା-ଦିବା ଘ୦୧/୧୬ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୨୬ ଗତେ ଘ୧୨/୩୯ମଧ୍ୟେ ଓ ରାତ୍ରି ଘ୦୮/୨୮ଗତେ ଘ୧୦/୫୦ମଧ୍ୟେ ଓ ରାତ୍ରି ଘ୧୨/୩୦ଗତେ ଘ୦୨/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ଲାଉ ରାତ୍ରି ଘ୦୬/୪୫ଗତେ କଳମଶାଗ ଭକ୍ଷଣ ନିଷେଧ। ମେଷ:-ସମସ୍ତଙ୍କୁ ସାଙ୍ଗରେନେଇ ଆଗକୁବଢ଼ିବା ନିଷ୍ପତି ସଫଳସାବ୍ୟସ୍ତ ହେବ। […]