ଆଜିର ରାଶିଫଳ
ମାଁ ପରମେଶ୍ବରୀ ନମଃ ,ମାସ- ପୌଷ,ପକ୍ଷ- କୃଷ୍ଣ,ତିଥି- ଏକାଦଶୀ ଦିବା ଘ୦୧-୩୮ମି ଗତେ ଦ୍ବାଦଶୀ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି ରାତ୍ର ଘ ୦୭-୦୪ମିଗତେ ବୁଷ ମିଥୁନ ସିଂହ କନ୍ୟା ବିଛା ଧନୁ ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି,ମେଷ:ଦେହପିଡା,ବୃଷ: ମିତ୍ର ଳାଭ,ମିଥୁନ: ଗର୍ବଭାବ, କର୍କଟ: ଆଲୋଚନା, ସିଂହ: ବାଦବିବାଦ,କନ୍ୟା: ପରିଶ୍ରମ,ତୁଳା: […]