ଆଜିର ରାଶିଫଳ
ମାଁ ପରମେଶ୍ବରୀ ନମଃ॰ ଅକ୍ଟୋବର ମାସ ୧୧ ତାରିଖ ୨୦୨୧ ମସିହା(ସୋମବାର)ତିଥି- ଷଷ୍ଠୀ,ନକ୍ଷତ୍ର- ଜ୍ୟେଷ୍ଠା,ମିଥୁନ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ତାଳ ଭକ୍ଷଣ ନିଷେଧ । ମେଷ:ପରୋପକାର-ବୃଷ:ଦେହପୀଡା-ମିଥୁନ:ବନ୍ଧୁମିଳନ- କର୍କଟ: ଶତ୍ରୁହାନି- ସିଂହ:ଇଷାବୃଦ୍ଧି-କନ୍ୟା: କଳହଯୋଗ-ତୁଳା: କାର୍ଯ୍ୟ ସଫଳ-ବିଛା:ଆକୁଳିତ-ଧନୁ : ଶ୍ରୀଚନ୍ଧ୍ର-ମକର:ପଥରୋଧ-କୁମ୍ଭ : ଘାତ ଚନ୍ଦ୍ର-ମୀନ: ଧର୍ମ କାର୍ଯ୍ୟ ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ […]