ଆଜିର ରାଶିଫଳ
ଜୁନ ମାସ ୨୦ ତାରିଖ ୨୦୨୧ ମସିହା(ରବିବାର) ଜ୍ୟେଷ୍ଠମାସ -ଶୁକ୍ଳପକ୍ଷ,ତିଥି-ଦଶମୀ ,ବୃଷରାଶିର ଘାତଚନ୍ଦ୍ର ,ମେଷରାଶିରଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ ଶାଗ, ଶିମ୍ବ ଭକ୍ଷଣ ନିଷେଧ । ମେଷ:-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷ:-ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ […]