Browsing category

ରାଶିଫଳ

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୦ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେମହାସପ୍ତମୀ, ପୀଠଦେବୀ ଶ୍ରୀବିମଳାପୀଠେ ସପ୍ତମ୍ୟାଦି ତ୍ରିଦିନାତ୍ମକ ପୂଜାରମ୍ଭ, ତପଃଷଷ୍ଠୀ, ମୃଣ୍ମୟୀଦେବୀଙ୍କର ବିଲ୍ବାଧିବାସ ।ସୁର୍ଯ୍ୟୋଦୟ- ଘ୫/୪୬/୨୧ ,ସୂର୍ଯ୍ୟାସ୍ତ- ଘ୫/୧୬/୫୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ରାତ୍ରି ଘ୧୧ /୧୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୧/୧୫ମି ପରେ ବାୟବ୍ୟକୋଣରେ। ଅଗନ୍ତବ୍ୟତିଥି ଦୋଷହେତୁ ରାତ୍ରି ଘ୧୧/୧୫ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟବ୍ୟକୋଣ, ପଶ୍ଚିମଦିଗ ଏବଂ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ […]

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବରମାସ ୧୯ତାରିଖ ଗୁରୁବାର।ପଞ୍ଚମ୍ୟାଦି କଳ୍ପାରମ୍ଭ, ଗୁରୁପଞ୍ଚମୀ ବ୍ରତ, ନତଃପଞ୍ଚମୀ, ବିରଜାଦେବୀଙ୍କ ପଞ୍ଚମୀହୋମ।ସୁର୍ଯ୍ୟୋଦୟ- ଘ୫/୪୬/୦ ,ସୂର୍ଯ୍ୟାସ୍ତ- ଘ୫/୧୭/୩୪ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ପଞ୍ଚମୀ ରାତ୍ରି ଘ୧୨/୨୦ମି ପର୍ଯ୍ୟନ୍ତ ତଦନ୍ତେଷଷ୍ଠୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୧୨/୨୦ମି ପରେ ପଶ୍ଚିମଦିଗରେ।ଅଗନ୍ତବ୍ୟତିଥି ଓ ନିରଂଶ ଦୋଷହେତୁ ଦିବା ଘ୧୦/୨୬ମି ପରେ ରାତ୍ରି ଘ୧୨/୨୦ମି ମଧ୍ୟେ ଯାତ୍ରାଶୁଭ।ଦକ୍ଷିଣଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ରାତ୍ରି ଘ୯/୩୧ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୮ତାରିଖ ବୁଧବାର। ତୁଳା (ଗର୍ଭଣା)ସଂକ୍ରାନ୍ତି, ଅଦ୍ୟ ସଂକ୍ରାନ୍ତି ବିହିତ ଉପବାସ, ଗ୍ରହପୂଜା, ହୋମ, ଦାନାଦି। ଅଦ୍ୟ ମାସିକ ବିନାୟକ ଚତୁର୍ଥୀବ୍ରତ।ସୁର୍ଯ୍ୟୋଦୟ- ଘ୫/୪୫/୩୯ ,ସୂର୍ଯ୍ୟାସ୍ତ- ଘ୫/୧୮/୧୭ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ରାତ୍ରି ଘ୧/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ଅନୁରାଧା ରାତ୍ରି ଘ୯/୨୯ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୧ /୧ମି ପରେ ଦକ୍ଷିଣଦିଗରେ।ରିକ୍ତାତିଥି, ବିଷ୍ଟିକରଣ, ସଂକ୍ରମଣଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ମୂଳା ଭକ୍ଷଣ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୭ତାରିଖ ମଙ୍ଗଳବାର।ମାସାନ୍ତ।ସୁର୍ଯ୍ୟୋଦୟ-ଘ୫/୪୫/୧୯ ,ସୂର୍ଯ୍ୟାସ୍ତ-ଘ୫/୧୯/୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ତୃତୀୟା ରାତ୍ରିଘ୧/୧୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧/୧୬ମି ପରେ ନୈର୍ଋତକୋଣରେ।ମଙ୍ଗଳବାର,ରିକ୍ତାତିଥି,ମଙ୍ଗଳଯୁକ୍ତ,ମାସାନ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୧୩ମି ରୁ ଘ୮/୩୯ମି ପର୍ଯ୍ୟନ୍ତ।କାଳବେଳାଦିବା ଘ୧୨/୫୬ମି ରୁ ଘ୨/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୬/୪୮ମି ରୁ ଘ୮/୨୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୩୫ମି ମଧ୍ୟେ, ଘ୭/୨୩ମି ରୁ ଘ୧୧/୨୩ମି ମଧ୍ୟେ, ରାତ୍ରି ଘ୭/୪୦ମିରୁ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୫ତାରିଖ ରବିବାର। ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କ ବାହାର ବିଜେ ଓ ମହାଳୟା, ଶାରଦୀୟ ନବଦିନପୂଜାରମ୍ଭ, ଶ୍ରୀବିରଜା ଦେବୀଙ୍କରଥ ପ୍ରତିଷ୍ଠା,ସୁର୍ଯ୍ୟୋଦୟ- ଘ୫/୪୪/୪୦,ସୂର୍ଯ୍ୟାସ୍ତ-ଘ୫/୨୦/୩୨ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୧୨/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର-ଚିତ୍ରା ସନ୍ଧ୍ୟାଘ୬/୫୦ମିପର୍ଯ୍ୟନ୍ତ ତଦନ୍ତେ ସ୍ବାତୀନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୧୨/ ୨୮ମି ପରେ ଉତ୍ତରଦିଗରେ। ତିଥି,ବୈଧୃତିଯୋଗ,ରବିଯୁକ୍ତପରେ ମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ପ୍ରାତଃ ଘ୫/୫୭ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣନିଷେଧ।ଅଶୁଭ ବେଳା-ବାର ଓ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୪ତାରିଖ ଶନିବାର।ମହାଳୟା ଅମାବାସ୍ୟା,ଫୁଲୋରିଓଷା,ବଜ୍ରକାଳିକା ପୂଜା,ଅଦ୍ୟ ନଷ୍ଟଚନ୍ଦ୍ରୋପବାସ,ନିଶାପାଳନ,ପ୍ରଦୋଷ କର୍ମକାଳଃ।ବିବିଧହଳନିଷେଧ,ରାତ୍ରୌ ଗୋଦୋହନ ନିଷେଧ।ରାତ୍ରି ଘ୮/୯ମି ପର୍ଯ୍ୟନ୍ତ ଚନ୍ଦ୍ରକ୍ଷୟ।ସୁର୍ଯ୍ୟୋଦୟ- ଘ୫/୪୪/୨୧ ,ସୂର୍ଯ୍ୟାସ୍ତ- ଘ୫/୨୧/୧୯ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ଅମାବାସ୍ୟା ରାତ୍ରି ଘ୧୧/୨୧ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୧୧/୨୧ମି ପରେ ପୂର୍ବ ଦିଗରେ। ପକ୍ଷାନ୍ତ, ଶନିବାର, ରବିଯୁକ୍ତ, ବୈଧୃତିଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ଅମାବାସ୍ୟା ବିହିତଶ୍ରାଦ୍ଧ ଓ ତିଳତର୍ପଣ।ମହାଳୟା […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୩ତାରିଖ ଶୁକ୍ରବାର।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା।ସୁର୍ଯ୍ୟୋଦୟ-ଘ୫/୪୪/୨,ସୂର୍ଯ୍ୟାସ୍ତ-ଘ୫/୨୨/୬ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୯/୪୬ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ଦିବା ଘ୨/୪୯ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୯/୪୬ମି ପରେ ଐଶାନ୍ୟ କୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ବିରି ରାତ୍ରି ଘ୯/୪୬ମିପରେ ଆମିଷଭକ୍ଷଣ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୨ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୩/୪୪ ,ସୂର୍ଯ୍ୟାସ୍ତ- ଘ୫/୨୨/୫୪ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତ୍ରୟୋଦଶୀ ରାତ୍ରିଘ୭/୪୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୭/୪୭ମିପରେ ପଶ୍ଚିମଦିଗରେ। ରିକ୍ତାତିଥି, ବିଷ୍ଟିକରଣ,ଶନିସପ୍ତପରେ ରବିଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଏବଂ ସନ୍ଧ୍ୟାଘ୬/୫୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ବାଇଗଣ ରାତ୍ରିଘ୭/୪୭ମିପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୨୮ମି ରୁ ଘ୫/୨୩ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧୧/୩୩ମି ରୁ […]

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବର ମାସ ୧୧ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୩ /୨୭,ସୂର୍ଯ୍ୟାସ୍ତ- ଘ୫/୨୩/୪୩ଆଶ୍ବିନମାସ,କୃଷ୍ଣପକ୍ଷ,ପଣ୍ଡିତ ବାସ,ତିଥି- ଦ୍ବାଦଶୀ ସନ୍ଧ୍ୟା ଘ୫/୨୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ସନ୍ଧ୍ୟା ଘ୫/୨୭ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି ଓ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ପୋଇଶାଗ ସନ୍ଧ୍ୟା ଘ୫/୨୭ମି ପରେ ବାଇଗଣ ଭକ୍ଷଣ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୦ତାରିଖ ମଙ୍ଗଳ ବାର। ଶ୍ରୀମନ୍ଦିରେ ଓ ସର୍ବସମ୍ମତ ଇନ୍ଦିରା ଏକାଦଶୀ, ବିଶ୍ବ ଡ଼ାକସେବା ଦିବସ।ସୁର୍ଯ୍ୟୋଦୟ- ଘ୫/୪୩/୧୦, ସୂର୍ଯ୍ୟାସ୍ତ- ଘ୫/୨୪/୩୨,ଆଶ୍ବିନମାସ,କୃଷ୍ଣପକ୍ଷଭୌମ ବାସ,ତିଥି- ଏକାଦଶୀ ଦିବା ଘ୨/୫୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୨/୫୩ମି ପରେ ନୈର୍ଋତ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ପ୍ରାତଃ ଘ୬/୧୩ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ […]