ଆଜିର ରାଶିଫଳ
ଡିସେମ୍ବରମାସ ୨୭ତାରିଖ ୨୦୨୪ମସିହା (ଶୁକ୍ରବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୨/୨୪ ଗତେ ତ୍ରୟୋଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୫୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୦୦ ,ଯୋଗିନୀ ନୈରୁତେ ରାତ୍ରି ଘ୦୨/୨୫ ଗତେ ଦକ୍ଷିଣେ ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୦୭ ଗତେ ଘ୧୧/୫୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ମଧ୍ୟେ ଓ ଘ୦୮/୦୧ ଗତେ ଘ୦୯/୦୭ ମଧ୍ୟେ ଓ ଘ୧୨/୫୦ଗତେ ଘ୦୪/୦୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର […]