Browsing category

ଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

।।ଆଦ୍ୟ ଗୁରୁବାର ମାସ ମାର୍ଗଶିର-ଲକ୍ଷ୍ମୀ ଠାକୁରାଣୀ ପୂଜା-ବିଜେ କରିଛନ୍ତି ଘରକୁ ମୋହର-ଉଡାଇବି ତାଙ୍କ ଧ୍ବଜା 🙏🏾ଜୟମା ମହାଲକ୍ଷ୍ମୀ🙏🏾 ➡️”ନଇଁଯିବା ନମ୍ରତାର ପରିଚୟ ଦେଇଥାଏ , କିନ୍ତୁ ଭୁଲ ନଥାଇ ବିନା ଆବଶ୍ୟକରେ ବାରମ୍ବାର ନଇଁବାରେ ନିଜର ଆତ୍ମ ସମ୍ମାନ ମଧ୍ଯ ହାନି ହୋଇଥାଏ !! ➡️”ସବୁବେଳେ ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ କାହିଁକିନା ଶୂନ ର ତ କୌଣସି ମୂଲ୍ୟ ନଥାଏ କିନ୍ତୁ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ନିଶ୍ଚିତ ବଢ଼ାଇ ଦେଇଥାଏ […]

ବାହାରେ ତାତିଲା ରାଜନୀତି

୧-ଇତିହାସ ରଚିଲା T-Series : ଭାରତର ପ୍ରଥମ ୟୁଟ୍ୟୁବ ଚାନେଲ ଯିଏ ପାର କଲା ୨୦୦ ମିଲିୟନ ସବ୍ସକ୍ରାଇବର । ୨-ଇଡି ଜାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ । ୫୨ ଲକ୍ଷର ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ଉପହାର ଦେଇଥିଲା ସୁକେଶ । ୩-ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ‘ଏସ-୪୦୦’ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ । ୪-ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ସଂସଦରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ […]

ଆଜିର ଅନୁଚିନ୍ତା

🦋ଶୋଇବା ପୁର୍ବରୁ ଆପଣ କାହାକୁ ଜଣଙ୍କର ଗୋଟିଏ ଭୁଲକୁ କ୍ଷମା କରିବାର ବଡପଣ ଦେଖାନ୍ତୁ, ଭଗବାନ ଆପଣ ଉଠିବା ପୁର୍ବରୁ ଆପଣଙ୍କ ୧୦୦ଟି ଭୁଲ୍ କୁ କ୍ଷମା କରିବା ପାଇଁ ଉଦାରତା ଅବଶ୍ୟ ଦେଖାଇବେ । 🦋ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ ଏମିତି କିଛି ପ୍ରଶ୍ନ ଥାଏ, ଯାହାର ଉତ୍ତର କେବେବି ମିଳେନା “ଆଉ”ଏମିତି କିଛି ଭୁଲ୍ ଥାଏ ଯାହା କୁ କି ସୁଧାରି ହୁଏନା ଆଉ ଏମିତି କିଛି କଷ୍ଟ ଥାଏ ଯାହା କାହାକୁ କହି […]

ବିଚ ରାସ୍ତାରେ ପୋଲିସ କର୍ମୀଙ୍କୁପିଟିଲେ

୧. କଟକଣା ମାନୁ ନାହାନ୍ତି ବିଦେଶ ଫେରନ୍ତା । ୨. ବଣ୍ଡାଘାଟିର ସଫଳ କଫି ଚାଷୀ ଅର୍ଜୁନ, ସରକାରୀ ସହଯୋଗକୁ ଅପେକ୍ଷା । ୩. ଅଖିଳେଶଙ୍କ ପାଇଁ ବାରଣାସୀରେ ପ୍ରଚାର କରିବେ ମମତା । ୪. ପୋଲିସ କର୍ମୀଙ୍କୁ ବିଚ ରାସ୍ତାରେ ପିଟିଲେ ସପା କର୍ମୀ: ଭିଡିଓ ଶେୟାର କଲେ କେନ୍ଦମନ୍ତ୍ରୀ ଅନୁରାଗ ଠାକୁର । ୫. ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ: ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ […]

ଟଳିଲା ବିପଦ!

୧-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର ୨-କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି । ୩-ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ । ୪-ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର […]

ଆଜିର ଅନୁଚିନ୍ତା

🦋ସ୍ବର୍ଗକୁ ପାଇବାକୁ ହେଲେ କୌଣସି ଧର୍ମର ଶରଣ ଆବଶ୍ୟକତା ନାହିଁ, ମରଣ ପରେ ଆମକୁ ଯେଉଁଭଳି ସ୍ବର୍ଗ ପ୍ରାପ୍ତି ହେବ। ଆଉ ଆମ ଜୀବନକୁ ଏପରି ଭାବରେ ଗଢି ତୋଳନ୍ତୁ ଯେପରି ଆମର ଏହି ଧରିତ୍ରୀ ସ୍ବର୍ଗ ବନିଯିବ । 🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ 🦋ଯନ୍ଦି ଆପଣ ନିଜେ ସତ୍ ପଥରେ ଅଛନ୍ତି, ତେବେ ନୀରବତାର […]

ଆଜିର ଅନୁଚିନ୍ତା

🦋ଆପଣ ସର୍ବଦା ସତ୍ୟ କୁହନ୍ତୁ । ସତ୍ୟ କହିଲେ ପଛେ ବିପଦ ଆସୁ, କିନ୍ତୁ ସତ୍ୟ ଦିନେ ଆପଣଙ୍କୁ ସମ୍ମାନ ଏବଂ ବିଶ୍ୱାସ ପୁର୍ବରୁ ଶହେଗୁଣା ଅଧିକ ମଜବୁତ୍ ସହିତ ଫେରିବା ଥୟ । 🦋ସର୍ବଦା ନିଜ ପିଲାମାନଙ୍କୁ ସଂସ୍କାର ଦିଅନ୍ତୁ, ନହେଲେ ସେମାନେ ଆପଣଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ୍ ହୋଇ ନ ପାରନ୍ତି । 🦋ଆମେ ଚାଲିବା ସମୟରେ ପଡିଗଲେ କଷ୍ଟ ତ ହୁଏ , କିନ୍ତୁ ରାସ୍ତାରେ ଯଦି ଝୁଣ୍ଟିବା ତେବେ ଆମେ […]

ଆଜିର ଅନୁଚିନ୍ତା

🦋ଘଣ୍ଟ,ଘଣ୍ଟି, ଶଙ୍ଖ ବଜାଇ , ଚନ୍ଦନର ବଡ ତିଲକ କାଟି ପ୍ରତିମୂର୍ତ୍ତି ସାମ୍ନାରେ ଢେର୍ ସମୟ ଯାଏ ବସି ରହିବା ପୂଜାନୂହେଁ, ସଚ୍ଚା ନିଷ୍ଠା ସହକାରେ କୌଣସି କାର୍ଯ୍ୟରେ ମନୋନିବେଶ କରିବା ହିଁ ପ୍ରକୃତ ପୂଜା ଅଟେ । 🦋ଯଦି ଆମେ କିଛି ଶିଖିବାକୁ ଚାହିଁବା ତ ତାହେଲେ ଆମର ପ୍ରତ୍ୟେକ ଭୁଲ ଆମକୁ ଅନେକ କିଛି ଶିଖାଇଦେଇପାରିବ । 🦋ସମୟ ଠାରୁ ବଡ ନ୍ୟାୟଧାରୀ କେହି ବି ନାହାନ୍ତି , କାହିଁକିନା ସମୟ ଯାହା ବି […]

ଆଜିର ଅନୁଚିନ୍ତା

🦋କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ । ଆପଣଙ୍କ ବ୍ୟବହାରରେ ସେ ଲଜ୍ଜା ଅନୁଭବ କରିବେ, ଆପଣଙ୍କ ଅହିଂସା ତାକୁ ସତ୍ୟ ପଥକୁ ଆଣିପାରିବ। 🦋ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ-ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା-ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା । 🦋ଯଦି କାହା ହୃଦୟ ରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି ତାହାଲେ […]

ଆଜିର ଅନୁଚିନ୍ତା

🦋ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପୀକୁ କେହି ପୁଣ୍ୟବାନ ବୋଲି ଗ୍ରହଣ କରିପାରନ୍ତି ନାହିଁ, ଆଉ ଯଦି ଥରେ କଳଙ୍କର ଦାଗ କାହା ଉପରେ ଲାଗିଯାଏ ତାହାଲେ ତାକୁ କେବେ ହେଲେ ଲିଭାଇ ହୁଏନାହିଁ । 🦋ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି,ସେଥି ମଧରୁ ” ନିନ୍ଦା ” ” ଆଉ” ଅପବାଦହେଉଛି ସର୍ବଶ୍ରେଷ୍ଠ । 🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ […]