Browsing category

ଜୀବନଚର୍ଯ୍ୟା

ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ

୧-ଟୋକିଓ ପାରାଲିମ୍ପିକ୍ସ: ଇତିହାସ ରଚିଲା ଭାରତ, ମିଳିଲା ୫ ସ୍ବର୍ଣ୍ଣ ସହ ୧୯ ପଦକ । ୨-ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ : ମୁଖ୍ୟମନ୍ତ୍ରୀ । ୩-କେରଳରେ ନିପାହ ଭୂତାଣୁ ଚିହ୍ନଟ: ସଂକ୍ରମଣରେ ଜଣେ ମୃତ୍ୟୁ, ୨ ଆକ୍ରାନ୍ତ । ୪-ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ: ଆଦର୍ଶ ବିଦ୍ୟାଳୟ ପାଇଁ ନିଯୁକ୍ତି ହେଲେ ୪୪୩ ଶିକ୍ଷକ । ୫-ଟୋକିଓ ପାରାଲିମ୍ପିକ୍‌ସ ଉଦ୍‌ଯାପିତ : ସାରା ବିଶ୍ବକୁ ବିଦାୟ ଦେଲା ଜାପାନ । […]

ଆଜିର ଅନୁଚିନ୍ତା

🦋ପ୍ରତି ସକାଳର ଶୁଭାରମ୍ଭ ହୁଏ ଦେଖି ତୁମ ଚକାନୟନ.. ତୁମରି ନାମକୁ ନିତି ଭଜୁଥିବି ଥିବା ଯାଏଁ ଦେହେ ପରାଣ । ଜୟ ଜଗନ୍ନାଥ । 🦋ପ୍ରେମ ହୁଏତ କେବେ ଆଘାତ ପହଞ୍ଚାଇ ପାରେ,କିନ୍ତୁ ବନ୍ଧୁତା ସର୍ବଦା ହିତ ସାଧନ ହିଁ କରିଥାଏ । 🦋ପ୍ରଶଂସା କରି ଶିଖିଥିବା ବ୍ୟକ୍ତି ବହୁତ ଭାଗ୍ୟବାନ, କିନ୍ତୁ ଇର୍ଷା ଦ୍ୱାରା ନୁହେଁ ; ଅନ୍ୟ ମାନଙ୍କୁ ଇର୍ଷା କରିବା ଦ୍ୱାରା ନା ସେମାନଙ୍କର ଭାଗ୍ୟ ହ୍ରାସ ହୁଏ ନା ନିଜର […]

ଭବାନୀପୁରରୁ ଲଢ଼ିବେ ମମତା

୧. ଗ୍ଲୋବାଲ ଲିଡର ଭାବେ ୭୦% ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨. ରୋହିତ ଶର୍ମାଙ୍କ ଶତକରେ ମ୍ୟାଚ୍‌କୁ ଫେରିଲା ଭାରତ, ଇଂଲଣ୍ଡଠୁ ୧୭୧ ରନର ଅଗ୍ରଣୀ ହାସଲ । ୩. ମୋଦୀଙ୍କ ଜନ୍ମଦିନ ପାଇଁ ୨୦ ଦିନ ଧରି ସେବା ସମର୍ପଣ ଅଭିଯାନ ଆରମ୍ଭ କରିବ ବିଜେପି, ମୋଦୀଙ୍କ ପାଖକୁ ଯିବ ୫ କୋଟି ପୋଷ୍ଟକାର୍ଡ । ୪. ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ । […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା ➡️”ମଣିଷର ନିଜର କ’ଣ ? ଜନ୍ମ ଅନ୍ୟଠାରୁ ହୁଏ, ନାମ କରଣ ଅନ୍ୟ ମାନେ କରନ୍ତି, ଶିକ୍ଷା ଅନ୍ୟ ଠାରୁ ପ୍ରାପ୍ତି ହୋଇଥାଏ, କାମ କରିବା ବି ଅନ୍ୟମାନେ ଶିକ୍ଷାନ୍ତି, ଶେଷରେ ସ୍ମଶାନ ମଧ୍ୟ ଅନ୍ୟମାନେ ନିଅନ୍ତି ଏହି ସଂସାରରେ ତୁମର ନିଜର କ’ଣ ଅଛି , ଯେ ତୁମେ ଗର୍ବ କରୁଛ ? ଥରେ ଭାବି ଦେଖ !! ➡️”ଆମେ କାହାର ଛୋଟଛୋଟ ଭୁଲ ପାଇଁ ତାକୁ ଘୃଣା କରିବା ସେମିତି ହେଲେ […]

ଶାଗମାଛ ଦରରେ ବିକ୍ରିହେଲା…

୧-ଖତ ଖାଇଲା, ଶାଗମାଛ ଦରରେ ବିକ୍ରିହେଲା… ଶେଷରେ କବାଡ଼ିଆ ନେଲା ୧୨୧ ସିଟି ବସ୍ । ୨-ଦିଲ୍ଲୀ ବିଧାନସଭାରେ ଏକ ସୁଡ଼ଙ୍ଗ ଠାବ ହୋଇଛି। ବିଧାନସଭା ବାଚସ୍ପତି ରାମ ନିୱାସ ଗୋୟଲ କହିଛନ୍ତି ଯେ ଏହି ସୁଡ଼ଙ୍ଗ ପ୍ରାୟ ୭ କିମି ଲମ୍ବ ଏବଂ ଏହା ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି। ୩-କିମ୍‌ଙ୍କ କରୋନା ଷ୍ଟାଇଲ୍, ଟିକା ଫେରାଉଛନ୍ତି କିନ୍ତୁ ଦେଶରେ କଟକଣା ଜାରି କରିଛନ୍ତି; ଉତ୍ତର କୋରିଆ ତାନାଶାହୀଙ୍କ ଅଦ୍ଭୁତ ରଣନୀତି । ୪-ତୋଫାନ ଇଡା ପରେ […]

ଆଜିର ଅନୁଚିନ୍ତା

🦋ବୟସ ବଢିଲେ – କର୍ତ୍ତବ୍ଯ ବଢେ, କର୍ତ୍ତବ୍ୟ ବଢିଲେ – ଦାୟିତ୍ବ ବଢେ,ଦାୟିତ୍ବ ବଢିଲେ – ଜଞ୍ଜାଳ ବଢେ,ଜଞ୍ଜାଳ ବଢିଲେ – ଚିନ୍ତା ବଢେ,ବୟସ ବଢିବା ସହିତ ସବୁ ବଢିଯାଏ,କିନ୍ତୁ ଆୟୁଷ କମିଯାଏ । 🦋ଇର୍ଷା ପରାୟଣ ଲୋକ ଜୀବନରେ କେବେହେଲେ ସୁଖୀ ହୋଇପାରନ୍ତି ନାହିଁ । 🦋ବିଶ୍ବାସ ଏବଂ ପ୍ରାର୍ଥନା କେବେହେଲେ ଦୃଶ୍ୟ ହୁଏନାହିଁ, କିନ୍ତୁ ସର୍ବଦା ଅସମ୍ଭବ କୁ ସମ୍ଭବ କରି ଦିଏ । 🦋ଏ ସଂସରରେ ମିତ୍ରତା ଏବଂ ସମ୍ପର୍କ “ସମ୍ମାନ” ର […]

ବଢ଼ିଲା ଅଡ଼ୁଆ

୧.ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣା ପତ୍ର, ଖର୍ଚ୍ଚ ହେବ ୭ କୋଟି ୨୧ ଲକ୍ଷ ଟଙ୍କା । ୨. ସାରା ଦେଶରୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ । ୩. କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ । ୪. ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ । ୫. ଅନୀଲ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଏହି ଦୁନିଆର ନିୟମ::-ଯାହାକୁ ସବୁଠାରୁ ବେଶୀ ପ୍ରେମ କରିଥାଅ, ସେହି ତୁମଠାରୁ ଦୁରେଇ ଯାଇଥାଏ ! ➡️”ନିଜ ଅସୁବିଧାକୁ ହେୟ ଜ୍ଞାନ କିମ୍ବା ଅଯଥା ମନେ ନ କରି ବରଂ ସେହି ପରିସ୍ଥିତିକୁ ଲଢ଼ି ଆଗକୁ ବଢିବା ଉଚିତ।ଭବିଷ୍ୟତ ସୁନ୍ଦର ହେବା ନିଜ ଉପରେ ମଧ୍ୟ ନିର୍ଭର କରିଥାଏ !! ➡️”ଇଜ୍ଜତ ମନୁଷ୍ୟର ନୁହେଁ ପଇଷାର ହୋଇଥାଏ ! ➡️”କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ।ଯଦି ତାଙ୍କ ହୃଦୟରେ ତୁମ ପାଇଁ […]

ପୁଣି ଫେରିବ ଲକ୍‌ଡାଉନ୍, ମିଳିଲା ଇଶାରା

୧. ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ୨. ୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା । ୩. ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ । ୪. ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ୫. ଓଭାଲରେ ଚତୁର୍ଥ ଟେଷ୍ଟ; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ । ୬. କେରଳ:ପୁଣି ଫେରିବ ଲକ୍‌ଡାଉନ୍, […]

ଆଜିର ଅନୁଚିନ୍ତା

⚜️ପ୍ରଥମେ ନିଷ୍ପତ୍ତି ନିଅ, ତାପରେ କାମ ଆରମ୍ଭ କରିବ। ⚜️ଅର୍ଥ ଏବଂ ଧର୍ମ ହେଉଛି କର୍ମର ଆଧାର। ⚜️ଶତ୍ରୁ କେବଳ ଦଣ୍ଡର ଯୋଗ୍ୟ ହୋଇଥାଏ। ⚜️କଠୋର ସ୍ୱର ଅଗ୍ନି ଅପେକ୍ଷା ଅଧିକ ତୀବ୍ର ଆଘାତ ଦେଇଥାଏ। ⚜️ଶକ୍ତିଶାଳୀ ଶତ୍ରୁକୁ ଦୁର୍ବଳ ବୋଲି ଭାବି ତାଙ୍କୁ ଆକ୍ରମଣ କରାଯିବା ଉଚିତ। ⚜️ତୁମ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ସମାନ ବଳ ସହିତ ଶତ୍ରୁତା କର ନାହିଁ। ⚜️ମନ୍ତ୍ରଣାକୁ ଗୁପ୍ତ ରଖି କାର୍ଯ୍ୟ ସମ୍ପାଦନ କଲେ ସିଦ୍ଧ ହୋଇଥାଏ। ⚜️ଯୋଗ୍ୟ […]