ଆଜିର ଅନୁଚିନ୍ତା
➡️ଧର୍ଯ୍ୟ ମଣିଷକୁ ଉନ୍ନତି କରେ ମିଛ ମଣିଷକୁ ବିନାଶ କରେ । ➡️ଜୀବନ ଏକ ନଉକା ପରି କେବେ ଏ ପାରି କେବେ ସେ ପାରି ସୁଖଦୁଃଖର ଦୁଇଟି କୂଳ ହସଲୁହତ ଭାଗ୍ୟରଖେଳ । ➡️ଜୀବନରେ ଯେତେବି ଉଚ୍ଚ ସ୍ଥାନକୁ ଯାଅ ନା କାହିଁକି କିନ୍ତୁ ସବୁବେଳେ ନିଜର ସାଳିନତା ସବୁ ସ୍ଥାନରେ ବଜାୟ ରଖିବାକୁ ଚେଷ୍ଟା କରିବା । ➡️କଷ୍ଟ ଏବଂ ବିପଦ ମଣିଷକୁ ଶିକ୍ଷା ଦେବାରେ ସର୍ବ ଶ୍ରେଷ୍ଠ ଗୁଣ ଅଟେ ,ଯିଏ ଏହି […]