Browsing category

ଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

➡️କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ,ସେ ଘରେ ହେଉ କି ବାହାରେ ➡️ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ ! ➡️ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ । ➡️ପ୍ରେମ ଆଉ ବନ୍ଧୁତାଏହି ଦୁଇଟି ଖୁବ୍ ଦାମୀ,ଯାହାର […]

ରାତି ପାହିଲେ ଭୋଟ

?ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଢାକାର ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ବାଗତ ସମ୍ବର୍ଦ୍ଧନା । ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ମୋଦୀ ହେବେ ସାମିଲ । ?ଆଜି ଖେଳାଯିବ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍, ଭାରତୀୟ ସମୟାନୁସାରେ ଅପରାହ୍ନ ୧ଟାରେ ଟସ୍ ପଡ଼ିବ। ସେହିଭଳି ମ୍ୟାଚ୍ ୧.୩୦ ରେ ଆରମ୍ଭ ହେବ। ?ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳରୋକ ଓ ଜାତୀୟ […]

ସମୁଦ୍ରରେ ଟ୍ରାଫିକ ଜାମ !

୧-ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ‘ଭାରତ ବନ୍ଦ’ ।ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ସହ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି । ୨-ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ ସହରର ପାରଦ ୪୦ ଡେଇଁଲା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ […]

ଆଜିର ଅନୁଚିନ୍ତା

➡️ଆଗରୁ ବାପା ମାଆ ପିଲା ମାନଙ୍କୁ ଟଙ୍କା ପଇସା ଦେଇ ପାରୁ ନ ଥିଲେ ହେଲେ ସଂସ୍କାର ଦେଉଥିଲେ । ଏବେ କାର ବାପା ମାଆ ମାନେ ପିଲା ମାନଙ୍କୁ ଟଙ୍କା ଦେଉଛନ୍ତି ସତ ହେଲେ ସଂସ୍କାର ଦେଇ ପାରୁ ନାହାଁନ୍ତି ➡️ଯଦି ଭରଷା ଭଗବାନଙ୍କ ଉପରେ ଅଛି ଯାହା ଭାଗ୍ୟରେ ଅଛି ତାହା ମିଳିବ କ୍ଷ ଭରଷା ଯଦି ନିଜ ଉପରେ ଅଛି ଭଗବାନ ସେୟା ଦେବେ ଯାହା ତୁମେ ଚାହିଁବ ! ➡️ଜୀବନର ପ୍ରକୃତ […]

ଆଜିର ଅନୁଚିନ୍ତା

➡️ଖାଲି ଟଙ୍କା ପଇସାରେ ଖୁସି ନଥାଏ ବେଳେ ବେଳେ ଛୋଟ ଛୋଟ ଇଛାରେ ମଧ୍ୟ ଅନେକ ଖୁସି ଲୁଚି ରହିଥାଏ । ➡️ମଣିଷ ଦୁଇଟି ଜିନିଷ କେବେ ବି ଭୁଲେନା, ବାହାର ଲୋକଠାରୁ ମିଳିଥିବା “ସମ୍ମାନ” ନିଜ ଲୋକଠାରୁ ମିଳିଥିବା ” ଅପମାନ ” । ➡️ ତୁମ ପଦବୀକୁ ଲୋକ ଯେତେ ସମ୍ମାନ ଦିଅନ୍ତୁ କିଛି ଲାଭ ନାହିଁ, ଯଦି ତୁମ ମନରେ ” ମାଆ ବାପାଙ୍କ ” ପ୍ରତି ଭକ୍ତି ନାହିଁ ତେବେ ସେ […]

ପାକିସ୍ତାନ ମୁହଁରେ ଶାନ୍ତିର କଥା

➡️୧-ରାଜ୍ୟରେ ପ୍ରତିଷ୍ଠା ହେବ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ,ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ➡️୨-ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର । ➡️୩-ଏପ୍ରିଲ ୩୦ ଯାଏଁ ଉଡିବନି ଆନ୍ତର୍ଜାତୀୟ ବିମାନ । ବନ୍ଦ ରହିବ ବିମାନ ସେବା । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢିଲା କଟକଣା । ➡️୪-କୋଭିଡ ନିୟମର ଅନୁପାଳନକୁ ବ୍ୟକ୍ତିଗତ ଭାବେ ତଦାରଖ […]

ଆଜିର ଅନୁଚିନ୍ତା

➡️ଆଜିର ଏ ଦୁନିଆରେ ତୁମେ ମିଛକୁ ଯେତେ ଧିରେ କୁହନା କାହିଁକି ସମସ୍ତେ ଶୁଣି ପାରିବେ ।କିନ୍ତୁ ସତକୁ ଯେତେ ଚିଲେଇକି କହିଲେ ବି କେହି ଶୁଣି ପାରିବେ ନାହିଁ । ➡️ଧୋକା ସମସ୍ତେ ଦେଇ ପାରିବେ କିନ୍ତୁ ଜୀବନ ସାରା ହାତ ଧରି ଚାଲିବାର ଔକାତ ସମସ୍ତଙ୍କର ନଥାଏ । ➡️କଥା ମଣିଷର ଜ୍ଞାନର ପରିଚୟ ଦିଏ, କାମ ମଣିଷର ଯୋଗ୍ୟତାର ପରିଚୟ, ବ୍ୟବହାର ମଣିଷର ବଂଶର ପରିଚୟ ଦିଏ । ➡️ଧନ ଜନ ନେଇ […]

ସିଲଭର୍ ସିଟିରେ ଫିକା ପଡ଼ିବ ହୋଲି ମଉଜ

➡️୧-ଆଜି ସୁପ୍ରିମକୋର୍ଟ ଲୋନ୍ ମୋରାଟୋରିୟମ ଉପରେ ରାୟ ପ୍ରଦାନ କରିବେ, ମିଳିପାରେ ଲାଭ ➡️୨-ଲୋକସଭାରେ ବୀମା ସଂଶୋଧନ ବିଲ୍ ପାରିତ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହେବ ଆଇନ୍ ➡️୩-କୋଭିସିଲ୍ଡ ଟିକା ଦ୍ବିତୀୟ ଡୋଜ୍ ପାଇଁ ଗାଇଡ୍‌ଲାଇନ୍ ଜାରି କଲେ କେନ୍ଦ୍ର ସରକାର,ପୂର୍ବରୁ କୋଭିସିଲ୍ଡ ପ୍ରଥମ ଡୋଜ୍‌ର ୪ରୁ ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ଦିଆଯାଉଥିଲା। ଏନ୍‌ଟିଏଜିଆଇ ପରାମର୍ଶ ଅନୁସାରେ ଏଣିକି ୪ରୁ ୮ ସପ୍ତାହରେ ଦ୍ବିତୀୟ ଡୋଜ୍ ଦିଆଯାଇପାରିବ। ➡️୪-ଆଜି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ […]

ଆଜିର ଅନୁଚିନ୍ତା

➡️ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ଇଜ୍ଜତ ଯାହା ଥରେ ତଳେ ପଡିଗଲେ ଆଉ କେବେ ବି ଉପରକୁ ଉଠେନାହିଁ । ➡️ନିଜେ ସବୁବେଳେ ନିଜର ଭୁଲ୍ କୁ ସ୍ବୀକାର କରନ୍ତୁ, କାରଣ ଭୁଲ୍ ସ୍ୱୀକାର କାରିଲେ ମଣିଷ କେବେହେଲେ ଛୋଟ ହୁଏନାହିଁ ବରଂ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଏ ଆଉ ନିଜକୁ ସୁଧାରିନେବା ର ବାଟ ପାଇଯାଏ। ➡️୩ଟି ଜିନିଷ ଫେରି ଆସେ ନାହିଁ-ସମୟ କଥା ସୁଯୋଗ ➡️ଜୀବନରେ କାହାକୁ ଅଧିକ ଭଲ ପାଇବ ତ […]

ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

➡️୧-ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ‘କ୍ୟାଚ୍‍ ଦ ରେନ୍‍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଏଣିକି ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ। ଅର୍ଥାତ କେହି କରୋନା ଟିକା ନେଇଥିଲେ ୫୬ ଦିନ ମଧ୍ୟରେ ରକ୍ତଦାନ କରିପାରିବେ ନହିଁ। ➡️୩-ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ତା ସହିତ କୋଣାର୍କ […]