Browsing category

ରାଜନୀତି

ବନ୍ଧାହେଲେ ୫ ସରକାରୀ ବାବୁ

୧-ତୃତୀୟ ଲହର ଆସିଲେ ଓଡିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଟପିପାରେ,ଆସିଲା ଚିନ୍ତାଜନକ ରିପୋର୍ଟ।ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ୨-ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା: ୫ ନୂଆ ମାଧ୍ୟମିକ ବୋର୍ଡ଼କୁ ରାଜ୍ୟ ସରକାରଙ୍କ ଅନୁମତି। ୩-ଜଗତସିଂପୁର ଜିଲ୍ଲା କୁଜଙ୍ଗ ତହସିଲ:ବନ୍ଧାହେଲେ ୫ ସରକାରୀ ବାବୁ , ତହସିଲଦାରଙ୍କ ସମେତ ୪ RI ଗିରଫ, ଜମି ଜାଲିଆତି ମାମଲାରେ ଚଢଉ କଲା ଭିଜିଲାନ୍ସ। ୪-ଅଚାନକ କୋରାପୁଟ ସ୍କୁଲ ପରିଦର୍ଶନ […]

ଲା ଗଣେଶନ ହେଲେ ମଣିପୁର ନୂଆ ରାଜ୍ୟପାଳ

ଈୁୁବନେଶ୍ୱର,୨୨/୮(ଏସଏସନିୟୁଜ) ଲା ଗଣେଶନ୍ ହୋଇଛନ୍ତି ମଣିପୁରର ନୂତନ ରାଜ୍ୟପାଳ । ରାଜ୍ୟପାଳଭାବେ ଲା ଗଣେଷନ୍‌ଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ପ୍ରଦାନ କରିଛନ୍ତି ।ଗଣେଶନ ବିଜେପିର ଜଣେ ବରିଷ୍ଠ ସଦସ୍ୟ ଥିଲେ । ପୂର୍ବରୁ ସେ ରାଜ୍ୟସଭାର ସଦସ୍ୟ ଥିଲେ ଓ ତାମିଲନାଡୁ ବିଜେପିର ସଭାପତି ଥିଲେ ।

ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ

୧-ସିନେମା ଷ୍ଟାଇଲରେ ଚାଲିଥିଲା କ୍ୟାସିନୋ । ସିଲ୍ ହେଲା ପେଣ୍ଟାଗନ ହୋଟେଲ, ସୁନ୍ଦରୀ ଯୁବତୀ ବାଣ୍ଟୁଥିଲେ ମଦ । ଜୁଆ ଖେଳରେ ମାତିଥିଲେ ସୁନା ବ୍ୟବସାୟୀ, ବିଲଡର ଓ ରାଜଧାନୀର ହାଇପ୍ରୋଫାଇଲ ଲୋକ । ୨-ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି ୩-କଣ୍ଟାବାଞ୍ଜିରେ କେନ୍ଦ୍ର ରେଲମନ୍ତ୍ରୀ: କହିଲେ ମୋ କଲମରେ କୌଣସି ପ୍ରକଳ୍ପ ବିଳମ୍ବ ହେବ ନାହିଁ, ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି […]

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ

ଭୁବନେଶ୍ୱର,୨୨/୮(ଏସଏସନିୟୁଜ) ଗତକାଲି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବର୍ଷୀୟାନ ନେତା କଲ୍ୟାଣ ସିଂହଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଜୁଲାଇ ୪ ତାରିଖରେ ସେ ଗୁରୁତର ହୋଇ ପଡିବାରୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତେବେ ମଲ୍ଟି ଅର୍ଗାନ ଫେଲ୍ୟୁଅର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା […]

ଏକାଠି ପୁଅ, ଝିଅ ବସି ପାଠ ପଢିପାରିବେ ନାହିଁ

➡️୧-ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ➡️୨-କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ମହାମାରୀରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ୨୦୨୨ ଯାଏଁ ମିଳିବ PF । ଏନେଇ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା । ➡️୩-କରୋନ ମହାମାରୀ ଯୋଗୁଁ ବନ୍ଦ ଥିବା ଲର୍ଣ୍ଣିଂ ଲାଇସେନ୍ସ ସମତେ ଗାଡ଼ିର ଫିଟ୍‌ନେସ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା ୨୩ରୁ ପୁଣି ଆରମ୍ଭ ହେବ ସ୍ଲଟ୍‌ ବୁକିଂ। ➡️୪-ଅକ୍ଟୋବର […]

ଏକଜୁଟ ହେଲେ ବିରୋଧୀ

➡️୧-ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା : ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ➡️୨-ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ରପ୍ତାନି କଲା ୪୫୦୦ ଟନର ଓଜନିଆ ଖଣି ଉପକରଣ । ଏସବୁ ଉପକରଣ ଇଣ୍ଡୋନେସିଆର ଟବନିଓ ବନ୍ଦରକୁ ପଠାଗଲା । ➡️୩-ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ସିଆଇଇ ଆଇସିଟି ପୁରସ୍କାରରେ ରନର୍ସ ଅପ୍ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ । ➡️୪-ଦେଶରେ ଏବେ […]

ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା

ମାଲକାନଗିରି,୨୦/୮(ଏସଏସନିୟୁଜ) ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ପ୍ରଥମ smart health card ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ରୁ ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା […]

ଆମେରିକା ରାଷ୍ଟ୍ରପତି ନେବେ ଥାର୍ଡ ଡୋଜ

➡️୧-ପୁରୀବାସୀଙ୍କୁ ରେଳମନ୍ତ୍ରୀଙ୍କ ଭେଟି । କହିଲେ ପୁରୀକୁ ଗଡିବ ବନ୍ଦେ ଭାରତ ଟ୍ରେନ୍, ତ୍ୱରାନିତ୍ୱ ହେବ ପୁରୀ-କୋଣାର୍କ ରେଳପଥ କାର୍ଯ୍ୟ । ➡️୨-ସେନା ଡାକ୍ତରଖାନାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ସଫଳ ହେଲା ମୋତିଆବିନ୍ଦୁ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଲା ସୂଚନା । ➡️୩-ଓଡ଼ିଶାର ଦୁଇ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର । ସେମାନେ ହେଲେ ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲର ଅଶୋକ କୁମାର ଶତପଥୀ ଓ […]

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,୧୯/୮(ଏସଏସନିୟୁଜ) ବିଜେପିର ଜନ ଆଶୀର୍ବାଦ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ।ଏଥିରେ ସାମିଲ୍ ହେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ ମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଦଳ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ […]

ଅସଲ ଚେହେରା ଦେଖାଇଲା

୧. ଜାତୀୟ ଖାଇବା ତେଲ ମିଶନ-ଅଏଲ ପାମର କାର୍ୟ୍ୟକାରିତାକୁ କ୍ୟାବିନେଟ ମଞ୍ଜୁରି। ୨. ବି.ଭି ନାଗରତ୍ନା ହୋଇପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି । ୩. ଅସଲ ଚେହେରା ଦେଖାଇଲା ତାଲିବାନ୍‌, ଭାରତ ସହ ଆମଦାନୀ ଏବଂ ରପ୍ତାନୀ ଉପରେ ଲଗାଇଲା ରୋକ୍‌ । ୪. ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୫. ସେପ୍ଟେମ୍ବର ପହିଲାରୁ […]