Browsing category

ରାଜନୀତି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ମେସେଜ

ଭୁବନେଶ୍ୱର,୪/୫(ସତ୍ୟସନ୍ଧାନଡେସ୍କ) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ଉତ୍ତର ପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍ ଏମରଜେନ୍ସି ନମ୍ବର ‘୧୧୨’ କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ଆସିଛି ।ଏହାପରେ ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଏହି ମେସେଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୫ ଦିନ ମଧ୍ୟରେ ଜୀବନରୁ ମାରି ଦିଆଯିବ। […]

ଆଇପିଏଲ ଉପରେ କରୋନା କଳାବାଦଲ

୧-ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ ନାହିଁ :  ଏମ୍ସ ନିର୍ଦ୍ଦେଶକ । ୨– ଲକ୍‌ଡାଉନ୍ ପୂର୍ବରୁ ଭିଡ ଅସମ୍ଭାଳ, ବିବାହ, ଧାର୍ମିକ ଶୋଭାଯାତ୍ରା ସାଙ୍ଗକୁ ରାସ୍ତାଘାଟ ଗହଳି । ୩-ଲକ ଡାଉନ ପାଇଁ  ମଦ ଦୋକାନ ଆଗରେ ଭିଡ଼ ୪-ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି । ୫-ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର […]

କରୋନାପାଇଁ ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ପିପିଲି,୩/୫(ଏସଏସନିୟୁଜ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିବାର ଜଣାପଡିଛି ।ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ କେବେ ନିର୍ବାଚନ ହେବ ସେଥିନେଇ କୌଣସି ସୂଚନା ମିଳିନାଥିବାବେଳେ ଆଗାମୀ ୧୬ ତାରିଖରେ ପିପିଲିରେ ନିର୍ବାଚନ ହେବାକୁ ଥିଲା ।

ନା ତାମିଲନାଡୁ ନା କେରଳ ମିଳିଲା

୧-ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା । ୨-ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ । ୩-ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା .। ୪-ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । […]

ଶେଷରେ ହାରିଲେ ଦିଦି, ଜିତିଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ ୨ /୫ (ଏସଏସନିୟୁଜ) ଶେଷରେ ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତାକୁ ହାରିବାକୁ ପଡିଛି ।ମମତା ହାରିବା ସହ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୬୨୨ ଭୋଟରେ ବିଜୟୀ ହୋଇଛନ୍ତି ।ଶେଷମୁହୁର୍ତରେ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରାଜୟ ସ୍ୱିକାର କରିବାକୁ ପଡିଛି ।ଏହି ଆସନପାଇଁ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।  

ଥରିଲା ଆସାମ

୧-ଆଜି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୨-ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ । ୩–ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି । ୪-ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ […]

ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର

୧-କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ । ୨-ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: : ସୁପ୍ରିମକୋର୍ଟ । ୩-ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ । ୪-ରୟାଲ୍ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍ ଦେଲା ପଞ୍ଜାବ । ୫-ଦିନ ୨ଟାରୁ ବନ୍ଦ ରହିବ […]

ସିଲ୍‌ଭର୍ ସିଟି କଟକରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟର୍‌

୧-ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ: ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ । ୨-ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ । ୩-୫୦% କର୍ମଚାରୀ ନୁହେଁ, ଏଣିକି ବିଭାଗ ସ୍ଥିର କରିବ କେତେ କର୍ମଚାରୀରେ ଅଫିସ୍ ଚାଲିବ । ୪-ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା […]

ଆଜି ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶରେ କରୋନା ଭାଇରସ୍ ଭୟାବହତା ଦେଖାଦେଇଥିବାବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଅଷ୍ଟମ ତଥା ଅନ୍ତିମ ପର‌୍ୟ୍ୟାୟ ଭୋଟ୍ ଚାଲିଛି । ଅଷ୍ଟମ ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ଆଦି ୩୫ ଟି ସିଟ୍ ପାଇଁ ଗୁରୁବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର ।୧୧,୮୬୦ ମତଦାନ କେନ୍ଦ୍ରରେ ୩୫ […]

ବିଜୟ ଯାତ୍ରାରେ ପ୍ରତିବନ୍ଧକ

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି । ୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ ୪–ଓଡିଶାରେ ବଢୁଛି […]