ଆଜି ଆମେରିକା ଭୋଟ୍
ଭୁବନେଶ୍ୱର,୫/୧୧(ଏସଏସନିଉଜ)ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ।ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି।
Browsing category
ଭୁବନେଶ୍ୱର,୫/୧୧(ଏସଏସନିଉଜ)ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ।ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି।
ଭୁବନେଶ୍ୱର,୫/୧୧(ଏସଏସନିଉଜ)ପ୍ରଥମ ଦିନର କଂଗ୍ରେସର ପିସିସି ସଭାପତି ଚୟନବୈଠକ ଶେଷ ହୋଈଛି।ନଭେମ୍ବର ୨୩ପରେ ଆସିବ ନୂଆ ସଭାପତିଙ୍କ ନାଁ।ଜିଳ୍ଲାସଭାପତିମାନଙ୍କ ମତ ନେବେ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ।ତେବେ ନୂଆ ପିସିସି ସଭାପତିଙ୍କ ପାଇପଞ୍ଚାୟତ ଓ ମହାନଗର ନିର୍ବାଚନ ଜିତାଇବା ହେବ ପ୍ରମୁଖ ଭୂମିକା ବୋଲି ଜଣାପଡିଛି।
ଭୁବନେଶ୍ୱର,୪ା୧୧(ଏସଏସନିଉଜ) ନୂଆ ପିସିସି ସଭାପତି ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟାାସେଇଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ। ଏମାନେ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ନେତାମାନଙ୍କ ସହ ଆଲୋଚନାକରି ଏଆଇସିସିକୁ ରିପୋର୍ଟ ଦେବେ। ତେବେ ବରିଷ୍ଠନେତା ଭକ୍ତ ଦାସ, ଶ୍ରୀକାନ୍ତ ଜେନା , ମହମ୍ମଦ ମୋକିମଙ୍କ ନାଁ ପିସିସି ସଭାପତି ଦୌଡ଼ରେ ଆଗରେ ରହିଥିବା ଚର୍ଚ୍ଚା ହେଉଛି।
ଭୁବନେଶ୍ୱର,୩/୧୧(ଏସଏସନିଉଜ)ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ୍ ମାଲିକ ସଂଘର କଡ଼ା ଚେତାବନୀ ଦେଇଛନ୍ତି । ୯ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇଥିବା ୧୧ ଦଫାଦାବି ପୂରଣ ନହେଲେ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ୍ ମାଲିକସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ଜିଲ୍ଲାର ୧୫ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ […]
ବାରଙ୍ଗ,୧/୧୧(ଲିଙ୍ଗରାଜ ରାଉତ) କୁଞ୍ଜବିହାରୀ ମହାବିଦ୍ୟାଳୟର ଇତିହାସବିଭାଗ ଆନୁକୂଲ୍ଯରେ ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶ ଏବଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଓଡ଼ିଶା ପାଇଁ ଏହାର ପ୍ରାସଙ୍ଗିକତା “ସମ୍ବନ୍ଧରେଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଦିନ ଆୟୋଜିତ ଆଲୋଚନା ଚକ୍ରରେଐତିହାସିକ,ଗବେଷକ ତଥା ବହୁ ଇତିହାସ ପୁସ୍ତକର ରଚୟିତା ଡଃ ପ୍ରଭାତକୁମାରମଲ୍ଲିକ ଅତିଥି ଭାବରେ ଯୋଗଦେଇ ଅତି ପ୍ରାଞ୍ଜଳ ଭାବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ।ଆଲୋଚନା ଚକ୍ରରେ ଦଶଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସେମାନଙ୍କର ସେମିନାର୍ ପେପର୍ […]
ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରକାର୍ଯ୍ୟ ପାଇଁ ଆଜି ଲୋକସେବାଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ବାତ୍ୟାବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି।ଏହି ସଂସ୍ଥା ହେଉଛନ୍ତି କେଏମ୍ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ , ହାଇଇଲ୍ଡ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ଲକ୍ଷ ,ସୂର୍ଯ୍ୟକ୍ଷେତ୍ର […]
ଭୁବନେଶ୍ୱର,୨୮ା୧୦(ଏସଏସନିଉଜ)OASସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାରାଶୈଳେନ୍ଦ୍ର କୁମାର ଜେନା ମିଶନଶକ୍ତି ଯୁଗ୍ମସଚିବ ହୋଇଥିବାବେଳେ ମମତା ବାରିକ ଓଡ଼ିଶା ଜୀବିକାମିଶନ ଯୁଗ୍ମସଚିବ,ବିନୋଦ କୁମାର ଜେନା ପର୍ୟ୍ୟଟନ ବିଭାଗ ଯୁଗ୍ମ ସଚିବ,ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ .ମନୋରଂଜନ ସାହୁ ଭୁବନେଶ୍ବର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।
ଭୁବନେଶ୍ୱର,୨୬/୧୦(ଏସଏସନିଉଜ)ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି । ଆମେରିକା ହୁଷ୍ଟନରେ ନଭେମ୍ବର ୩ତାରିଖରେ ସ୍ନାନଯାତ୍ରା ଏବଂ ନଭେମ୍ବର୯ ତାରିଖରେ ଇସ୍କନ ଏହି ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଇସ୍କନ ତରଫରୁ ରଥଯାତ୍ରା ପ୍ରସ୍ତୁତିକୁ ନେଇ ତେଜିଛି ଅସନ୍ତୋଷ।ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ହୁଷ୍ଟନର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । କୋଟିକୋଟି ଜଗନ୍ନାଥପ୍ରେମୀ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ […]
ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ ଶିବାନୀ ।ଶିବାନୀଙ୍କର ଏହିଡଭଳି କାର୍ଯ୍ୟକୁନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି । । ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସକୁମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କଟକ,୨୪/୧୦(ଏସଏସନିଉଜ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜିସନ୍ଧ୍ୟାରେ ଅଚାନକ କଟକ ଗସ୍ତ କରିଛନ୍ତି । ସେଠାରେ ମାଲଗୋଦାମସ୍ଥିତ ବିଭିନ୍ନ ଗୋଦାମ ଏବଂ ଛତ୍ରବଜାର ଆଳୁ ଗୋଦାମରେ ଚଢ଼ାଉ କରି ଗଚ୍ଛିତ ସାମଗ୍ରୀର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ […]