ଆଜିର ରାଶିଫଳ
ଡିସେମ୍ବରମାସ ୨୯ତାରିଖ ୨୦୨୪ମସିହା (ରବିବାର)ପୌଷ ମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୪/୧୩ ଗତେ ଅମାବାସ୍ୟା ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୧୨/୨୦ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୧୭ ,ଯୋଗିନୀପଶ୍ଚିମେ ରାତ୍ରିଘ୦୪/୧୧ ଗତେ ଐଶାନ୍ୟେ ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୨୭ ଗତେ ଘ୦୧/୧୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୩ଗତେ ଘ୦୯/୩୮ ମଧ୍ୟେ ଓ ଘ୦୨/୦୩ଗତେ ଘ୦୫/୧୫ ମଧ୍ୟେ […]