Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା

🦋କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ । ଆପଣଙ୍କ ବ୍ୟବହାରରେ ସେ ଲଜ୍ଜା ଅନୁଭବ କରିବେ, ଆପଣଙ୍କ ଅହିଂସା ତାକୁ ସତ୍ୟ ପଥକୁ ଆଣିପାରିବ। 🦋ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ-ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା-ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା । 🦋ଯଦି କାହା ହୃଦୟ ରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି ତାହାଲେ […]

ଆଜିର ଅନୁଚିନ୍ତା

🦋ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପୀକୁ କେହି ପୁଣ୍ୟବାନ ବୋଲି ଗ୍ରହଣ କରିପାରନ୍ତି ନାହିଁ, ଆଉ ଯଦି ଥରେ କଳଙ୍କର ଦାଗ କାହା ଉପରେ ଲାଗିଯାଏ ତାହାଲେ ତାକୁ କେବେ ହେଲେ ଲିଭାଇ ହୁଏନାହିଁ । 🦋ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି,ସେଥି ମଧରୁ ” ନିନ୍ଦା ” ” ଆଉ” ଅପବାଦହେଉଛି ସର୍ବଶ୍ରେଷ୍ଠ । 🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ […]

ଶୋଇବା ବେଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ

ପର୍ସ;- ପଇସା ପତ୍ର,ଜରୁରୀ କାଗଜ ପତ୍ର ଏବଂ ପର୍ସ ଏଗୁଡିକ କୁ କେବେ ହେଲେ ନିଜ ବିଛଣା ରେ ରଖି ଶୋଇବା ଉଚିତ ନୁହେଁ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଧନ ହାନି ଘଟିଥାଏ। ଘଣ୍ଟା;- ବସ୍ତୁଶାସ୍ତ୍ର ଅନୁଯାୟୀ ସମୟ ଗଣନା ରେ ବ୍ୟବହୃତ ଜିନିଷ ଏବଂ ଶବ୍ଦ ନିୟମିତ କରୁଥିବା ଜିନିଷ କୁ କେବେ ହେଲେ ନିଜ ପାଖରେ ରଖିବା ଉଚିତ ନୁହେଁ। ଏହା ମାନସିକ ଅଶାନ୍ତି ଦେଇଥାଏ। ବହି;- ବହି ଆଦି ଜିନିଷ ପାଠ୍ୟକ୍ରମ […]

ଆଜିର ଅନୁଚିନ୍ତା

🦋ଅସୁବିଧା ସମୟରେ ପ୍ରକୃତ ସାଥି ଆମର ଅନ୍ତରଙ୍ଗ ବନ୍ଧୁ ହିଁ ହୋଇଥାଏ ହେଲେ ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ହିଁ ଜଣାପଡିଥାଏ । 🦋ଜୀବନର ରାସ୍ତାରେ ସେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ , ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିଦ୍ଧାରିତ ଲକ୍ଷ୍ୟ ସ୍ଥାଳରେ ନ ପହଞ୍ଚିଛନ୍ତି । 🦋ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଅଯଥା ସନ୍ଦେହ ସବୁବେଳେ ବିଶ୍ୱାସଘାତକତାକୁ ନିମନ୍ତ୍ରଣ କରି ଆଣେ ତେଣୁ ଯଥା ସମ୍ଭବ ସେଥିରୁ ନିବୃତ ରୁହନ୍ତୁ। ➡️ବନ୍ଧ୍ୟାକି ଜାଣିଵ ପ୍ରସବ […]

ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ

ମାର୍ଗଶିର ମାସ ବର୍ଷର ସବୁଠାରୁ ପବିତ୍ର ମାସ ହୋଇଥାଏ । ମାଣବସା ଗୁରୁବାର ଓଷା ବର୍ଷର ଶେଷ ଏବଂ ବଡ଼ ଓଷା ହୋଇଥାଏ।ଏହି ମାସରେ ସବୁ ଓଡ଼ିଆ ବୋହୁମାନେ ଘରକୁ ପବିତ୍ର କରାଇ ଘରକୁ ସକାଳୁ ସକାଳୁ ମା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି।ଏହିଦିନ ତୁଳସୀ ଗଛରେ ଚଢେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ,ବର୍ଷ ବର୍ଷର ପୁରୁଣା ଗରିବ ହେବ ଦୂର। ସବୁ କଷ୍ଟ ଦୂର କରିବେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ। ଘରକୁ ସୁଖ […]

ଆଜିର ଅନୁଚିନ୍ତା

🦋ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ ଯଦି ମଣିଷ ପାଖରେ ଶାନ୍ତି ନାହିଁ । 🦋ଆତ୍ମନିର୍ଭରଶୀଳ ହୁଅନ୍ତୁ,ନିଜର ପ୍ରଶଂସା ନିଜେ ହିଁ କରନ୍ତୁ…କାରଣ ନିନ୍ଦା କରିବା ପାଇଁ ଏଠି ବହୁତ ଲୋକ ଅଛନ୍ତି। 🦋ଝିଅମାନଙ୍କର ଜୀବନ ସେତେବେଳେ ପୂର୍ଣ୍ଣ ଲାଗେ ଯେତେବେଳେ ବଏଫ୍ରେଣ୍ଡ୍ ପଇସା ବାଲା ନୁହେଁ,ହସେଇଲା ବାଲା ମିଳିଯାଏ। 🦋କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି […]

ଆଜିର ଅନୁଚିନ୍ତା

🦋ସମୟ କଥା କହିପାରି ନଥାଏ ସତ, ” କିନ୍ତୁ “ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର ଜଣେଇ ଦେଇଥାଏ । 🦋ଟଙ୍କା ଦେଇ କିଣି ପାରିବ ତୁମେ ସୁନା, ରୂପା ଆଉ ହୀରାର ହାର…କିନ୍ତୁ କିଣି ପାରିବନି କେବେ ବାପା ମାଆ ଦେଇଥିବା ସଂସ୍କାର । 🦋ବୁଝେଇବାର ଗୋଟେ ସୀମା ଥାଏ, ଆଉ ସହିବାର ବି ଗୋଟେ ସୀମା ଥାଏ, ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର୍ କରିଦିଏ ସବୁ ସମ୍ପର୍କ ସେହିଠାରେ […]

ଆଜିର ଅନୁଚିନ୍ତା

🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ ଠିକ୍ ସେମିତି ଦୁଖଃ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ଏଠି ଠିକଣା ବଦଳାଇ ଦିଅନ୍ତି । 🦋ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଇଁ ଥାଏ । 🦋ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, […]

ଆଜିର ଅନୁଚିନ୍ତା

🦋ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ଆପଣଙ୍କ ପାଖରେ ସାହସ ନାହିଁ, ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବେ ନାହିଁ । ତେଣୁ ସବୁକାମ କରିବା ପୂର୍ବରୁ ଆଗ ନିଜ ସାହସକୁ ଏକଜୁଟ କରି କାମ କରନ୍ତୁ । 🦋*ଭୁଲ୍”ଯେଉଁମାନେ ରାଗରେ କରନ୍ତି ସେମାନେ ବଦଳି ଯାଆନ୍ତି,” ଆଉ “ଯେଉଁମାନେ ଆତ୍ମଗର୍ବରେ କରନ୍ତି,ସେମାନେ ଆଦୌ ବଦଳନ୍ତି ନାହିଁ । 🦋ପକୃତ ଧାର୍ମିକ ହେବା କେବଳ ଲୋକ ଦେଖାଣିଆ, […]

ଆଜିର ଅନୁଚିନ୍ତା

🦋କ୍ରୋଧ ହେଉଛି ଏକ ଏଭଳି ଅସ୍ତ୍ର ଯେ,ତାହା ଶତ୍ରୁର ଯେତେ ଅନିଷ୍ଠ ନ କରେ ନିଜର ତାଠାରୁ ଅଧିକ ଅନିଷ୍ଟ କରେ;ତେଣୁ ସେଥିରୁ ଯଥା ସମ୍ଭବ ଦୁରେଇ ରୁହନ୍ତୁ । 🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ ଠିକ୍ ସେମିତି ଦୁଖଃ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ଏଠି ଠିକଣା ବଦଳାଇ ଦିଅନ୍ତି । 🦋ସବୁ ସମୟରେ ନୁହେଁ, ବରଂ କେତେକ ସମୟରେ ହେଲମେଟ୍‌ ଆମର […]