Browsing category

ସତ୍ୟ ସନ୍ଧାନ

ରାଜ୍ୟ ସରକାର ଆରମ୍ଭ କଲେ ସାରଥୀ

ଖବର ଆଜି ସକାଳର,ତାରିଖ ୨୩-୧୧-୨୦ ସୋମବାର । ୧-ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ଟପିଲା ୮ ଲକ୍ଷ ୯୬ ହଜାର । ନିଯୁକ୍ତି ମେଳାରେ ଦିଆଯାଇଛି ମାତ୍ର ୧ ଲକ୍ଷ ୩୧ ହଜାର ନିଯୁକ୍ତି । ୨-ଲର୍ଣ୍ଣର ଲାଇସେନ୍ସ ପାଇବାର ପ୍ରଣାଳୀକୁ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ସାରଥୀ’ ପୋର୍ଟାଲ୍‌ରେ ନୂତନ କାଗଜାତ ଦାଖଲ ସୁବିଧା ଆରମ୍ଭ କରିଛନ୍ତି। ୩-ବରଗଡ଼: ଅନ୍ୟ ଜିଲ୍ଲାରୁ ଆସିଥିବା ଧାନ ଟ୍ରାକ୍ଟର ଏବଂ ଟ୍ରକକୁ ଜବତ କଲା ବ୍ଲକ ସ୍ତରୀୟ […]

ଶୀତରେ ହେବ ବର୍ଷା,ସୃଷ୍ଟି ହେଲା ଲଘୁଚାପ

ଆଜି ସକାଳର ଖବର,ତାରିଖ ୨୨-୧୧-୨୦ ରବିବାର। ୧-ବରଗଡ଼ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା,ଅତି ବିପଜ୍ଜନକ ଭାବେ ଜଣେ ଅଟୋ ରିକ୍ସାରେ ଓ ଆଉଜଣେ ଡାକ୍ତରଖାନା ପରିସରରେ ଥିବା ମାତୃମଙ୍ଗଳ କେନ୍ଦ୍ରର ବାରଣ୍ଡାରେ ପ୍ରସବ କରିଥିଲେ । ୨-ଶୀତରେ ବର୍ଷା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ଘଣ୍ଟାରେ ନେବ ଅବପାତର ରୂପ,ଆଜିଠୁ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ୩-ଏବେ କରୋନାରେ ଫୁସଫୁସର ହେବନି କ୍ଷତି, ଭାରତୀୟ-ଆମେରିକୀୟ ଡାକ୍ତର ପାଇଲେ ଭାଇରସର ଚିକିତ୍ସା ପଦ୍ଧତି । ୪-ଅନ୍ଧାରରେ ଡୁବିଲା ଆମେରିକୀୟ ସହର ୟୁଟିଗବିକ୍, […]

ବଡି କୁ ଦିଆଗଲା ତୋପ ସଲାମୀ

ମାଲକାନାଗିରି,୧୩/୮(ଏସ ଏସ ନିୟୁଜ )ବଡି କୁ ଦିଆଗଲା ତୋପ ସଲାମୀ । ବଡି ହେଉଛି ମାଲକାନାଗିରି ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ସନ୍ଧାନୀ କୁକୁର । ବଡିର ବୁଧବାର ଦିନ ମୃତ୍ୟୁ ହୋଇଯାଇଛି । ଗତ ୪ ବର୍ଷ ଧରି ମାଲକାନଗିରି ପୋଲିସ ବିଭାଗରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିପାରିଥିଲା । ଏହି ସନ୍ଧାନୀ କୁକୁରର ନାମ ରଖାଯାଇଥିଲା‘ବଡ଼ି’ ।ସଂଜୟ କୁମାର ସାହୁବଡିର ଦାୟିତ୍ଵରେ ଥିଲେ । ଗତ କିଛିଦିନ ଧରି ବଡ଼ି […]

ଗୁମ୍ଫାରୁ ଶୁଭୁଛି ନାମ ସଂକୀର୍ତ୍ତନ

ରଣପୁର,୮/୭ (ଏସ ଏସ ନିୟୁଜ ) ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏକ ଅଲୌକିକ ଗୁମ୍ଫା ।ଗୁମ୍ଫାରେ କେହି ରହୁ ନ ଥିଲେ ମଧ୍ୟ ଭିତରୁ ଶୁଭୁଛି ଅଲୌକିକ ଶବ୍ଦ। ନିସ୍ତବ୍ଧ ରାତିରେ ଶୁଭୁଛି ନାମ ସଂକୀର୍ତ୍ତନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗ୍ରାମଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏକ ଅଲୌକିକ ଗୁମ୍ଫା।  ମୁଣ୍ଡିଆ ତଳେ କିଛି ଦୂରରେ ଏକ ମଣ୍ଡପ ରହିଛି। ଏହି […]

ଉଜୁଡି ଯାଇଛି ବେଉସା , ଚୁପ୍ ଏବେ ଗୁପ୍ ଚୁପ୍ ବେପାରି

ବାରଙ୍ଗ :୧୬/୫(ଏସଏସଏନ୍) କରୋନା ମହାମାରୀ ଯୋଗୁ ବିଶ୍ବ ଆଜି ଆତଙ୍କିତ । ସବୁଆଡେ ଆତଙ୍କର ବାତାବରଣ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୫୦ ଦିନରୁ ଉର୍ଦ୍ଧ ଦିନ ହେଲାଣି ,ଦେଶ ତମାମ ତାଲା ବନ୍ଦ ।ଏହା ଭିତରେ କେତେକ ,ନିଜର କୈାଳିକ ବୃତ୍ତି ଯେପରି ଗୁପ୍ ଚୁପ୍ , ଝାଡୁ , ବିଜଣା ଆଦି ତିଆରି କରି ବଞ୍ଚୁଥିବା ଗରିବ ଲୋକମାନଙ୍କ ବେପାର ବୁଡିଗଲାଣି ।୫୦ ରୁ ଉର୍ଦ୍ଧଦିନ ହେବ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି […]

କିରାଣୀ ଚଲାଉଛି ତହସିଲ କାର୍ଯ୍ୟାଳୟ

ବାଙ୍କି,୯/୫(ଏସଏସନିୟୁଜ)ମହାମାରୀ କରୋନାପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟକୁ ଆବଶ୍ୟକତାକୁ ଦେଖି କମ୍‌ସଂଖ୍ୟକ କର୍ମଚାରୀମାନେ ମଧ୍ୟ ଅସୁଛନ୍ତି । ତେବେ କରୋନାର ଭୟ ସବୁଆଡେ ଘାରିଛିା ରହିଛି । ଏହାରି ଭିତରେ ଜଣେମାତ୍ର କର୍ମଚାରୀ ଡମପଡା ତହସିଲ କାର୍ଯ୍ୟାଳୟକୁ ଜଗି ରହିଥିବାର ଦେଖିବାକୁ ମିଳିଛି । ନା ଆସୁଛନ୍ତି ବଡବାବୁମାନେ ନା ତଳ କର୍ମଚାରୀ ।ଏକୁଟିଆ ରହି କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିବା କାର୍ଯ୍ୟ କୁ ଚଳାଇଛନ୍ତି ପ୍ରଦୀପ । ଡମପଡା […]

ସରକାର କହିଲେ କଟାଗଲା ୫ଲକ୍ଷର ଫାଇନ

ବାରଙ୍ଗ,୨/୫(ଏସ୍‌ଏସ୍‌ନିୟୁଜ)ବାରଙ୍ଗତହସିଲ କାର୍ଯ୍ୟାଳୟ ପଛପଟେ ରହିଛି କୁଆଖାଇ ନଦୀ ।ଏହି ନଦୀରେ ରହିଛି ବାଲିଘାଟ । ପ୍ରତିଦିନ ଶହଶହ ସଂଖ୍ୟାର ଗାଡିରେ ଏଠାରୁ ବିଭିର୍ଣ ସ୍ଥାନକୁ ବାଲି ଚାଲଣ ହେଉଛି । କିନ୍ତୁ ବେଆଇନଭାବେ ଏହି ବାଲି ଚାଲଣ ହେଉଥିବାର ଶନିବାରଦିନ ତଥ୍ୟ ସାମ୍ନାକୁ ଅସିଛି । ତହସିଲ କର୍ମଚାରୀମାନେ ଶନିବାରଦିନ ସକାଳୁ ବାରଙ୍ଗତହସିଲକାର୍ଯ୍ୟାଳୟ ସାମ୍ନାରେ ବାଲିବୋଝେଇ ଗାଡିକୁ ରୋକି ଆର ଫର୍ମ ନଥିବାରୁ ୧୨ଟି ଗାଡିକୁ ଅଟକ ରଖି ଗାଡି ପିଛା ୨୦ହଜାରେ ଟଙ୍କା କରି ଫାଇନ […]

ଆଜିର ଅନୁଚିନ୍ତା (ତାରିଖ-୨୩/୦୪/୨୦୨୦)

ଦାନ କଲେ ପଇସା ଯାଏ ଲଷ୍ମୀ ନୁହେଁ ,ଘଣ୍ଟା ବନ୍ଦ କଲେ ଘଣ୍ଟା ବନ୍ଦ ହୁଏ ସମୟ ନୁହେଁ ,ମିଛ ଲୁଚେଇଲେ ମିଛ ଲୁଚିଯାଏ ସତ ନୁହେଁ , ଯେକୌଣସି କାର‌୍ୟ୍ୟ ଯଦି ପ୍ରେମ ଭାବ ନେଇ କରିବ ତା ହେଲେ ତାହା ଅବଶ୍ୟ ସଫଳ ହେବ, ପ୍ରେମ ବଳରେ ଯେଉଁ ପ୍ରୟାସ କରାଯାଇଥାଏ ତାହା ଆମକୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ । ଆଖିରେ ଟିକେ କିଛି ପଡିଗଲେ ଯେମିତି ଦୁନିଆଟା ଆମକୁ ଅନ୍ଧାର […]

ନୀୟମ କାହା ପାଇଁ ?

ବାରଙ୍ଗ,୨୨/୪(ଏସ୍‌ଏସ୍‌ନିୟୁଜ) ସରକାରଙ୍କର ନୀୟମକୁ ମାନୁନାହାନ୍ତି ସରକାରୀ ବାବୁ ।ମହାମାରୀ କରୋନାର ମୁକାବିଲା ସହ ସାଧାରଣଲୋକଙ୍କ ଜୀବନର ସୁରକ୍ଷା ପାଇଁ ରାଜ୍ୟସରକାର ପର୍ଯ୍ୟାୟକ୍ରମେ ଭିନ୍ନଭିନ୍ନ ପଦକ୍ଷପମାନ ଗ୍ରହଣ କରିଚାଲିଛନ୍ତି ।ସାମାଜିକ ଦୁରତ୍ୱ ଏହାର ପ୍ରମୁଖ ଅସ୍ତ୍ର ହୋଇଥିବାରୁ ଲକ୍‌ଡାଉନ ମଧ୍ୟ କରିଛନ୍ତି ସରକାର ।ମାସ୍କ ପିନ୍ଧିବା ସହ ସାମାଜିକ ଦୁରତ୍ୱକୁ କଡାକଡିଭାବେ ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ସଚେତନତା ସାଙ୍ଗକୁ ତଦାରଖ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ସାଧାରଣଲୋକଟି ଏହାକୁ ଅମାନ୍ୟକଲେ ଆଇନଗତ ଦୀଗର […]

ଦାଢାପଂଚାୟତରେ ମଙ୍ଗଳବାର ହେଲା ଅସ୍ଥାୟୀ ଡାକ୍ତରୀଶିବିର,ନୋଡାଲ ଅଫିସରଙ୍କ ଦେଖାନାହିଁ

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ)କରୋନା ଭାଇରସ ଆଜି ସାରା ବିଶ୍ୱ ପାଇଁ ବଡ ସଂକଟ ଭାବରେ ଦେଖାଦେଇଛି । ଏହି ସଂକଟରୁ ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସରକାର ପ୍ରତିକାରମୁଳକ ପଦକ୍ଷପମାନ ଗ୍ରହଣ କରିଛନ୍ତି ।ଯାହାଫଳରେ ସମ୍ପୁର୍ଣଭାରତବର୍ଷ ୨୧ଦିନପାଇଁ ଲକ୍‌ଡାଉନ କରିଛନ୍ତି ।ଗ୍ରାମାଂଚଳର ଜନସାଧାରଣଙ୍କ ପାଇଁ ପ୍ରତିପଂଚାୟତରେ ୭ଦିନ ମଧ୍ୟରେ ଅସ୍ଥାୟୀ ଡାକ୍ତରୀ ଶିବିର ଖୋଲିବାପାଇଁ ୧୬ତାରିଖରେ ଜିଲ୍ଲାପାଳମାନେ ବ୍ଲକ୍‌କୁ ଜଣାଇଛନ୍ତି ।ଏହିଆଧାରରେ ଚତୁର୍ଦ୍ଦଶଅର୍ଥ୍ର କମିସନରଙ୍କ ଅନୁଦାନରୁ ୫ଲକ୍ଷଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଂଚାୟତକୁ ଅନୁମତି ମଧ୍ୟ ମିଳିଛି ।ଏହିସବୁ କାର୍ଯ୍ୟକୁ ତ୍ୱାରାନିତ୍ୱ […]