Browsing tag

କୁଆଖାଇରେ ଭାସୁଛି ପଥର

ବାରଙ୍ଗରେ ଅଲୈାକିକ ଘଟଣା :ପାଣିରେ ଭାସୁଛି ପଥର

ବାରଙ୍ଗ,୨୦/୪(ଏସେସନିୟୁଜ )ପାଣିରେ ଭାସୁଛି ପଥର ।କଥା ଟା ଅବିଶ୍ୱାସ ହେଲେ ବି ଘଟଣାଟି ସତ।ସୋମବାର ଦିନ ସକାଳେ ଜୟିପୁର ଗ୍ରାମର କିଛି ଯୁବକ କୁଆଖାଇ କୁ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ପଥର ଟି ଭାସି ଆସୁଥିବାର ଦେଖିବାକୁ ପାଇଥିଲେ ।ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଭାସୁଥିବା ପଥର ପାଖକୁ ସେହି ସମୟରେ ଗାଧୋଉଥିବା ଯୁବକମାନେ ଯାଇଥିଲେ । ବହୁ କଷ୍ଟ କରି ତାକୁ ପାଣିରୁ ଆଣିଥିଲେ । ପାଣିରୁ ଆଣିବା ପରେ ଏକ ବଡ ପାଣି […]