୧୨ରେ ଚୁଡଙ୍ଗଗଡ ବାରଙ୍ଗ ମହୋସ୍ ବ

ଭୁବନେଶ୍ୱର,୧୧/୧୧-୧୨ତାରିଖରେ ଆରମ୍ଭ ହେବାକୁ ଯାଉଛି ଚୁଡଙ୍ଗଗଡ ବାରଙ୍ଗ ମହୋସ୍ ବ । ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି । ଦୁଇଦିନ ଧରି ହେବାକୁ ଥିବା ଏହି ମହୋସ୍ ବ ରେ ରାଜ୍ୟର ବିଭିର୍ଣ ଜିଲ୍ଲାରୁ ଆସିବାକୁଥିବା କଳାକାରମାନଙ୍କଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବ । ଏହି କଳାକାରମାନଙ୍କର କଳାଚାତୁରୀଦ୍ୱାରା ଦର୍ଶକମାନେ ମନ୍ତମୁଗ୍ଧ ହେବାର ଆଶାରଖିଛନ୍ତି  ମହୋସ୍ ବ କମିଟି ।

ମହୋସ୍ ବ କଳିଙ୍ଗ ସାମ୍ରାଜ୍ୟର ସମ୍ରାଟ ଚୋଳଗଙ୍ଗଦେବଙ୍କ ପରାକ୍ରମର ଗାଥା ସହିତ ଅଖଣ୍ଡ ବାରଙ୍ଗର ଗୈ।ରବମୟ ଇତିହାସର ରୋମାନ୍ଥନ କରି ଯୁବପିଠୀମାନଙ୍କୁ ଅନୁପ୍ରାଣିତ କରିବାର ପ୍ରୟାସ କରିବ । ପ୍ରାଚୀନ କଳିଙ୍ଗ ଉକ୍ତଳର ଐତିହାସିକ ପ୍ରାଚୀନଦୀ ମାଧ୍ୟମରେ ହେଉଥିବା ନୈବାଣିଜ୍ୟର ସ୍ମୃତି ମନେପକାଇବ ,ଯାହାର ସର୍ମ୍ପକ ପ୍ରାଚୀନଦୀର ଅଂଶବିଶେଷ ଯିଏକି ବାରଙ୍ଗ ପୁରୀମେନକେନାଲ ଏବେବି ରହିଛି । ଏହି ଜାଗାରେ ମଙ୍ଗଳବାର ସକାଳେ ବୋଇତବନ୍ଦାଣ କରି ମହୋସ୍ ବ ର ଅୟାରମ୍ଭ ହେବ ।

ଦୁଇଦିନ ଧରି ପାଳନ ହେବାକୁ ଥିବା ଏହି ମହୋସ୍ ବ ସନ୍ଧ୍ୟାରେ ସାଧାରଣସଭା,ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କଲେଜ ଓ ହାଇସ୍କୁଲପିଲାମାନଙ୍କୁ ନେଇ କରାଯାଇଥିବା ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗୀତାରେ କୃତିପିଲାମାନଙ୍କୁ ସମ୍ମାନୀତ କରାଯିବ । ବିଭିର୍ଣ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତିବିଶେଷକୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ମହୋସ୍ ବ କମିଟିର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତୀକୁ କହିଛନ୍ତି ।

Comments (0)
Add Comment