Browsing author

SATYA SANDHANA DESK

ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ

ଭୁବନେଶ୍ୱର,୧୨।୧୦(ଏସଏସନିଉଜ)ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ।ଝାଡ଼ଖଣ୍ଡ ପଲାମରୁ ୩ଥରର ସାଂସଦ ଓ ବିଧାୟକ ବ୍ରଜମୋହନ ରାମ।୧୯୯୬,୯୮,୯୯ରେ କ୍ରମାଗତ ସାଂସଦ ଥିଲେ।୧୯୯୧-୯୫ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଝାଡ଼ଖଣ୍ଡ ବିଜେପି SC ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଥିଲେ ବ୍ରଜମୋହନ।୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି।କେରଳମ୍- ଓମ୍‌ପ୍ରକାଶ ମାଥୁର, ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଆର୍‌ଲେକର,କର୍ଣ୍ଣାଟକ- ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ,ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ।

ଆଜିର ରାଶିଫଳ

ଅକ୍ଟୋବର ମାସ ୧୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୧୧/୦୯ ଗତେ ଚତୁର୍ଥୀ,ନକ୍ଷତ୍ର- ବିଶାଖା ରାତ୍ରି ଘ୦୨/୧୦ ଗତେ ଅନୁରାଧା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/ ୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୦୯,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୧/୦୯ ଗତେ ନୈରୁତକୋଣେ,ମକର ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ରାତ୍ରି ଘ୦୨/୧୦ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୧୨/୫୯ ଗତେ ଘ୦୨/୨୮ ମଧ୍ୟେ,ବାରବେଳା – ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା […]

ପର୍ଯ୍ୟଟକଙ୍କ ସାମ୍ନାରେ ବ୍ୟାଟେରୀ ଗାଡ଼ି କର୍ମଚାରୀଙ୍କ ହାତାହାତି

ବାରଙ୍ଗ,୧୧।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ସେବାରେ ନିୟୋଜିତ ବ୍ୟାଟେରିଚାଳିତ ଗାଡ଼ି ଚଳାଇବାକୁ ନେଇ ରବିବାର ଉଦ୍ୟାନ ପରିସରରେ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ହାତାହାତି ହେବାଭଳି ଘଟଣା ଘଟିଛି। ପ୍ରକାଶ ଯେ, ବ୍ୟାଟେରି ଗାଡ଼ି ଚାଳକ ଲକି ଏବଂ ଅନିଲ ପରସ୍ପରର ମାଉସୀ ପୁଅ ଭାଇ। ରବିବାର ସକାଳ ସମୟରେ ନନ୍ଦନକାନନ ଭିତରେ ଗାଡ଼ି ଚଳାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ପର୍ଯ୍ୟଟକ ମାନଙ୍କ ସାମ୍ନାରେ ଲକି ଉତ୍‌କ୍ଷିପ୍ତ ହୋଇ ଅନିଲଙ୍କୁ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୨ତାରିଖ ୨୦୨୬ମସିହା (ସୋମବାର) ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଦ୍ୱିତୀୟା ରାତ୍ରି ଘ୦୯/୫୦ ଗତେ ତୃତୀୟା,ନକ୍ଷତ୍ର- ସ୍ୱାତୀ ରାତ୍ରି ଘ୧୨/୧୬ ଗତେ ବିଶାଖା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/୦୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୫୨,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୦ ଗତେ ଅଗ୍ନିକୋଣେ,ମିଥୁନରାଶିର ଘାତ ବାର,ଦ୍ୱିତୀୟା ଏକୋଡ଼ିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୯/୫୦ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୧୦ଗତେ ଘ୦୮/୪୦ମଧ୍ୟେ,ବାରବେଳା -ଦିବା ଘ୦୨/୨୫ଗତେ ଘ୦୪/୦୪ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୯ମଧ୍ୟେ ଓ ଘ୦୮/୫୫ ଗତେ ଘ୧୧/୨୦ ମଧ୍ୟେ ଓ ରାତ୍ରି ଘ୦୭/୫୦ଗତେ ଘ୧୧/୦୧ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନ।ସ୍ତି,ଅଦ୍ୟ […]

ଖାଦ୍ୟ ଓ ପୁଷ୍ପ ପ୍ରଦାନକାରୀ ବୃକ୍ଷରୋପଣ

କଟକ,୧୧।୧୦(ଏସଏସନିଉଜ)ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୨ନମ୍ବର ଜୋନ ବାରଙ୍ଗ ମଣ୍ଡଳ ପକ୍ଷରୁ ରବିବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ବଣବାଁରେଇ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି।’ବୃକ୍ଷ ହିଁ ଜୀବନ ର ବାର୍ତ୍ତା ଦେବା ଉଦ୍ଦେଶ୍ୟ ଓ ବାରଙ୍ଗର ବିଭିନ୍ନ ସ୍ଥାନରେ ସବୁଜମୟ କରିବା ଲକ୍ଷ୍ୟରେ ବାରଙ୍ଗ ବିଜେପି ମଣ୍ଡଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।ଏଥିପାଇଁ ପର୍ଯ୍ୟାୟ କ୍ରମେ ଆଗାମୀ ଦିନମାନଙ୍କରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ ବୋଲି […]

ଅହିଂସା, ଶାନ୍ତି,ମାନବିକତା ସୁସ୍ଥ ସମାଜ ଗଠନର ମୂଳଦୁଆ

ଭୁବନେଶ୍ୱର, ୧୧।୧୦(ଏସଏସନିଉଜ)ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କଳାଭୂମି ପକ୍ଷରୁ ଆୟୋଜିତ ‘ଅହିଂସା ଉତ୍ସବ- ୨୦୨୬’ରେ ବିଜେପି ଦଳର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇ ଅହିଂସା, ଶାନ୍ତି, ସହିଷ୍ଣୁତା ଓ ମାନବିକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ଜଗତସିଂହପୁର ସାଂସଦ ଡା. ବିଭୁ ପ୍ରସାଦ ତରାଇ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ପବିତ୍ର ମୋହନ ଦାସ, ଅଭିଯୋଗ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୧ ତାରିଖ ୨୦୨୬ ମସିହା (ରବିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୯/୦୫ ଗତେ ଦ୍ୱିତୀୟା,ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୦/୫୨ ଗତେ ସ୍ୱାତୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୪/୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୩୨,ଯୋଗିନୀ ପୂର୍ବେ ରାତ୍ରି ଘ୦୯/୦୫ ଗତେ ଉତ୍ତରେ,ବୃଷ ରାଶିର ଘାତଚନ୍ଦ୍ର,ମେଷ ରାଶି ର ଘାତବାର,ପ୍ରତିପଦ ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୦୯/୦୫ ଗତେ ଦ୍ୱିପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା – ଦିବା ଘ୧୦/୦୫ ଗତେ ଘ୦୧/୦୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୩ […]

ଆଖିବୁଜିଲା ବଉଳା କୁମ୍ଭୀର!

ଭୁବନେଶ୍ୱର, ୯।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ବନ୍ୟପ୍ରାଣୀର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ଆଜି ଏକ ଅଳ୍ପ ବୟସ୍କା ମାଈ ବଉଳା କୁମ୍ଭୀରର ମୃତ୍ୟୁ ଘଟିଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉକ୍ତ କୁମ୍ଭୀରଟି ଗତ ପ୍ରାୟ ୩ମାସ ଧରି ଖାଦ୍ୟ ଗ୍ରହଣ କରୁନଥିଲା। ପଶୁ ଚିକିତ୍ସା ବିଭାଗର ପରାମର୍ଶକ୍ରମେ ଅଧିକାଂଶ ସମୟରେ ତାକୁ ବାଧ୍ୟତାମୂଳକ ଭାବେ ଖାଦ୍ୟ ଖୁଆଇବାର ପ୍ରୟାସ କରାଯାଉଥିଲା । ତେବେ ପ୍ରଶ୍ନ ଉଠୁଛି, ଏକ ବନ୍ୟପ୍ରାଣୀ ଯେତେବେଳେ କ୍ରମାଗତ ଭାବେ […]

ଆଜିର ରାଶିଫଳ

ଅକ୍ଟୋବରମାସ ୧୦ତାରିଖ ୨୦୨୬ମସିହା (ଶନିବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୦୮/୫୬ ଗତେ ପ୍ରତିପଦ,ନକ୍ଷତ୍ର- ହସ୍ତା ରାତ୍ରି ଘ୧୦/୦୨ ଗତେ ଚିତ୍ରା,ସୂର୍ୟୋଦୟ- ପ୍ରାତଃ ଘ୦୫/ ୪୪/୦୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୨୫/୩୨,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୮/୫୬ ଗତେ ପୂର୍ବେ,ବୃଷରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅମାବସ୍ୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ମୃତେ ଏକପାଦ ପୁଷ୍କରଦୋଷ, କାଳବେଳା -ଦିବା ଘ୦୭/୧୨ମଧ୍ୟେ ଓ ଦିବା ଘ୦୩/ ୧୮ଗତେ ଘ୦୫/୨୬ ମଧ୍ୟେ ,ବାରବେଳା -ଦିବା ଘ୦୧/୦୦ ଗତେ ଘ୦୨/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା […]

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୯ ତାରିଖ, ଶୁକ୍ରବାର।ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା, ଗୋପବନ୍ଧୁ ଜୟନ୍ତୀ ।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୨/୫୩🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୫/୧୭, ଆଶ୍ୱିନ ମାସ, କୃଷ୍ଣପକ୍ଷ,ଭୃଗୁ ବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୯/୨୧ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୯/୪୭ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୯/୨୧ମି ପରେ ଐଶାନ୍ୟ କୋଣରେ […]