ଅଟୋ ବୁଲେଟ ମୁହାଁ ମୁଁହି ଧକ୍କା
କଟକ, ୭।୧୦(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପଦ୍ମନାଭନଗରଠାରେ ଅଟୋ ବୁଲେଟ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ ବୁଧବାର ଅପରାହ୍ନ ସାଢେ ୨ ଘଟିକା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଅଟୋ ଚାଳକ ଜ୍ୟୋତି ପ୍ରକାଶ ଦାସ (୩୭) ନାମକ ବ୍ୟକ୍ତି ଓଡି ୦୫ସିଏଚ ୦୯୦୭ ନମ୍ୱର ଅଟୋ ଯୋଗେ ବାଙ୍କୀ ତ୍ରିଶୂଳିଆ ମୁଖ୍ୟରାସ୍ତାର ପଦ୍ମନାଭନଗର ଗ୍ରାମରୁ ଦୁଇ ଜଣ ଯାତ୍ରୀଙ୍କୁ […]