Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୫ ତାରିଖ, ସୋମବାର।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୧/୪୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୮/ ୩୯ ,ଆଶ୍ୱିନମାସ, କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ଦଶମୀ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ରାତ୍ରି ଘ୧୨/୧୧ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ନକ୍ଷତ୍ର ।ଶିବ ଯୋଗ ଦିବା ଘ୧୧/୩୦ମି ପର୍ଯ୍ୟନ୍ତ ତଦନ୍ତେ ସିଦ୍ଧି ଯୋଗ, କରଣ- ବାଣିଜ୍ଯକରଣ ଦିବା ଘ୩/୨୮ମି ପର୍ଯ୍ୟନ୍ତ ତଦନ୍ତ ବିଷ୍ଟିକରଣ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ […]

ନନ୍ଦନକାନନରେ କଙ୍ଗାରୁ ଦେଖିଲେ ପର୍ଯ୍ୟଟକ

ଭୁବନେଶ୍ୱର,୩।୧୦(ଏସଏସନିଉଜ)ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କୁ ଭେଟି ସ୍ୱରୂପ କେତେକ ନୂଆ ପଶୁପକ୍ଷୀଙ୍କୁ ଶନିବାର ଖୁଆଡରେ ଛାଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ନୂଆ ଆକର୍ଷଣ ସାଜିଲେ ନୂଆ ପଶୁପକ୍ଷୀ। ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ୧୧ଟି ନୂଆ ପ୍ରଜାତିର ୩୬ଟି ବନ୍ୟପ୍ରାଣୀ ଖୁଆଡ। ଦୀର୍ଘ ୨୦ଦିନର ବ୍ୟବଧାନପରେ ପର୍ଯ୍ୟଟକମାନେ କଙ୍ଗାରୁ,ଜେବ୍ରା, ୱାଲାବି ଆଦି ପଶୁପକ୍ଷୀଙ୍କୁ ଅତି ପାଖରୁ ଦେଖି ବେଶ୍ ମଜା ଉଠାଇଛନ୍ତି।ତେବେ ପ୍ରାଣୀଉଦ୍ୟାନକୁ ଗତମାସ ୧୨ତାରିଖରେ ଗୁଜୁରାଟର ‘ରାଧାକୃଷ୍ଣ ମନ୍ଦିର ହାତୀକଲ୍ୟାଣ […]

ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେଲେ

ଭୁବନେଶ୍ୱର,୩।୧୦(ଏସଏସନିଉଜ)ନୂଆ ଘର କରୁଥିବା ବ୍ୟକ୍ତି ଙ୍କୁ ଚାନ୍ଦା ମାଗିବା ଆଉ ଚାନ୍ଦା ନଦେବାରୁ ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।ସିଏ ହେଲେ ଏହି ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମର ଯୁଧିଷ୍ଠିର ଓରଫ ମକୁ ସାହୁ (୪୦) । ପ୍ରକାଶ ଯେ,କଟକ ସେକ୍ଟର-୧୧ରେ ରହୁଥିବା ମନୋରଞ୍ଜନ ପାଢ଼ୀ (୫୪) ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମରେ ଏକ ନୂଆଘର କରୁଛନ୍ତି।ଏହି ଗ୍ରାମର ଯୁଧିଷ୍ଠିର […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୪ତାରିଖ ୨୦୨୬ମସିହା (ରବିବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୬/୨୪ ଗତେ ନବମୀ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୨୨ଗତେ ପୁଷ୍ୟା, ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୪୨,ଯୋଗିନୀ ଐଶ।ନ୍ୟେ ଦିବା ଘ୦୬/୨୪ ଗତେ ପୂର୍ବେ,କନ୍ୟା ରାଶିର ଘାତଚନ୍ଦ୍ର, ମେଷରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୄତେ ଦ୍ଵିପ।ଦ ଓ ରାତ୍ରି ଘ୦୧/୨୨ ଗତେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୧୦/୦୬ ଗତେ ଘ୦୧/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ ଗତେ ଘ୦୮/୫୪ମଧ୍ୟେ ଓ ଘ୦୧/୦୬ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୩ ତାରିଖ ୨୦୨୬ ମସିହା (ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୮/୩୪ ଗତେ ଅଷ୍ଟମୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୨/୪୦ ଗତେ ପୁନର୍ବସୁ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୨ /୪୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୩୨,ଯୋଗିନୀ ବାୟବ୍ୟେ ଦିବା ଘ୦୮/୩୪ ଗତେ ଐଶ।ନ୍ୟେ,କନ୍ୟା ରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଦିବା ଘ୧୦/୪୬ ଗତେ ଏକପାଦ ଓ ରାତ୍ରି ଘ୦୨/୪୦ ଗତେ ଦ୍ଵିପ।ଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଦିବା […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୨ ତାରିଖ ୨୦୨୬ ମସିହା (ଶୁକ୍ରବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ଦିବା ଘ୧୦/୪୬ ଗତେ ସପ୍ତମୀ,ନକ୍ଷତ୍ର- ମୄର୍ଗଶିର। ରାତ୍ରି ଘ୦୪/୦୬ ଗତେ ଆର୍ଦ୍ରା,ସୂର୍ୟୋଦୟ- ପ୍ରାତଃ ଘ୦୫/ ୪୨ /୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୩୨/୨୨,ଯୋଗିନୀ ପଶ୍ଚିମେ ଦିବା ଘ୧୦/୪୬ ଗତେ ବାୟବ୍ୟେ,ବିଛା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୄତେ ଦିବା ଘ୧୦/୪୬ ଗତେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୦୮/୪୦ ଗତେ ଘ୧୧/୩୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା […]

ବଦଳିଲେ ଜନ୍ତୁ ବିଭାଗ ACF-କ୍ୟୁରେଟର

ଭୁବନେଶ୍ୱର,୧|୧୦(ଏସଏସନିଉଜ) ରାଜ୍ୟର ଗୌରବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପୁଣି ଚର୍ଚ୍ଚାରେ। ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ACF-କମ୍- କ୍ୟୁରେଟର ରୁଦ୍ର ରଥଙ୍କ ବଦଳି ହୋଇଛି। ବାରମ୍ବାର ଜୀବଜନ୍ତୁ ମୃତ୍ୟୁ, ପରିଚାଳନାଗତ ଅବହେଳା ଓ ନକଲି ଫିନାଇଲ ଯୋଗାଣ ଆଦି ଅଭିଯୋଗ ପରେ ଏହି ବଦଳି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗତ କିଛି ମାସ ହେବ ନନ୍ଦନକାନନରେ କ୍ୱାରେଣ୍ଟାଇନ୍‌ରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି।କେତେକ ନୂଆ ଅଣାଯାଇଥିବା ଜନ୍ତୁ ପର୍ଯ୍ୟଟକ ଦେଖିବା […]

ଭୁବନେଶ୍ୱର ଉତ୍ତରରେ ଆମ ବସ୍ ସେବାର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତକୁ ଆହୁରି ସୁଗମ, ସୁବିଧା ଜନକ ଓ ସୁଲଭ କରିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି। ଓଏମ୍‌ଫେଡ୍‌ଛକରୁ ଡମଣା,ଗାଡ଼କଣ, ରଙ୍ଗମାଟିଆ ଦେଇ ନୂତନ ‘ଆମ ବସ୍’ ସେବାର ଶୁଭ ଆରମ୍ଭ ବୁଧବାର ହୋଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇଥିଲେ । ନୂତନ ବସ୍ ରୁଟ୍‌ ଆରମ୍ଭ ହେବା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ମହିଳା, ବ୍ୟବସାୟୀ, ଚାକିରିଜୀବୀ, ବରିଷ୍ଠ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୧ ତାରିଖ ୨୦୨୬ ମସିହା (ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ଦିବା ଘ୦୧/୦୦ ଗତେ ଷଷ୍ଠୀ,ନକ୍ଷତ୍ର- କୃତ୍ତିକା ଦିବା ଘ୦୭/୦୩ ଗତେ ରୋହିଣୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୦୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୧୨,ଯୋଗିନୀ ଦକ୍ଷିଣେ ଦିବା ଘ୦୧/୦୧ ଗତେ ପଶ୍ଚିମେ,ବିଛା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶି ର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଦିବା ଘ୦୭/୦୩ ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୩୪ ଗତେ ଘ୦୫/୩୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୭ […]

ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ

ଭୁବନେଶ୍ୱର,୩୦।୯(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଲ୍ୟାଣପୁର ସେକ୍ଟରର ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ ସରକାରଙ୍କ ତରଫରୁ ପାଳନ କରାଯାଇଥିବା ଆଙ୍ଗନ କା ଉତ୍ସବ ତିନିଦିନଧରି ଖୁବ ସୁନ୍ଦର ଭାବରେ ପାଳନ ହୋଇଯାଇଛି। ପ୍ରଥମ ଦିନରେ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦ୍ୱିତୀୟ ଦିନରେ ପିଲାମାନଙ୍କଦ୍ୱାରା ଚିତ୍ରାଙ୍କନ, ନାଚ, ଜେଜେମାଙ୍କ ଦ୍ୱାରା ଗପ ଆଦି ପ୍ରତିଯୋଗିତା କରାଯାଇଥିଲା।ତୃତୀୟ ଦିନରେ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ବିଜେଡି ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ନିର୍ମଳ ରାଉତ […]