Browsing monthly archive

July 2020

ଆଜି ସକାଳର ଖବର ,ତାରିଖ ୦୫/୦୭/୨୦,ରବିବାର

୧-ଜୁଲାଇ ୫ ତାରିଖ ଅର୍ଥାତ ଆଜି ଲଞ୍ଚ୍ ହେବ ଦେଶର ପ୍ରଥମ ସୁପର୍ ସୋସିଆଲ ମିଡିଆ ଆପ୍ ଏଲାଇମେଣ୍ଟ୍ସ। ବିଶେଷ କଥା ହେଉଛି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏହାକୁ ଲଞ୍ଚ୍ କରିବେ। ୨-ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ନୀଳକନ୍ଦର ପ୍ରବେଶ କଲେ ମହାବାହୁ । ରତ୍ନସିଂହାସନ ବିଜେ ପରେ ସରିଲା ରଥଯାତ୍ରା । ୩-JEEପରୀକ୍ଷା ୧ ସେପ୍ଟେମ୍ବର ରୁ ୬ ସେପ୍ଟେମ୍ବର ମଧ୍ୟରେ ଆୟୋଜିତ ହେବ ।ଏହା ସହିତ ଘଋଋଞ ପରୀକ୍ଷାକୁ ୧୩ ସେପ୍ଟେମ୍ବରକୁ ସ୍ଥିର କରାଯାଇଛି […]

ଆଜିର ରାଶି ଆପଣଙ୍କ ପାଇଁ କେମିତି ଅଛି ଜାଣନ୍ତୁ

ଜୁଲାଇ ୦୫ ତାରିଖ ୨୦୨୦ମସିହା(ରବିବାର)ଆଷାଢ-ଶୁକ୍ଳପକ୍ଷ, ତିଥି -ପୂର୍ଣିମା ,ବ୍ୟାସପୁର୍ଣ୍ଣିମା ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ-ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । […]

ଆଉ ଶୁଭିବନି ବୋଲ ବମ୍ ,ହରହର ବମ୍

ଭୁବନେଶ୍ୱର,୪/୭(ଏସ୍‌ଏସ୍‌ନିୟୁଜ) ଜୁଲାଇ ୬ ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରଥମପାଳିରେ ଶୈବପୀଠଗୁଡିକ କାଉଡିଆ ଭକ୍ତମାନଙ୍କ ଗହଳିରେ ଚଳଚଂଚଳ ହୋଇଉଠିଥାନ୍ତ । ତେବେ କରୋନାପାଇଁ ଫିକା ପଡିଗଲା ବୋଲ୍‌ବମ୍ ଯାତ୍ରା । ଆଉ ଶୁଭିବନି କାଉଡିଆମାନଙ୍କର ବୋଲବମ ଡାକ । ରାସ୍ତାରେ ରହିବନି ବୋଲବୋମଭକ୍ତମନଙ୍କର ଲମ୍ବାଧାଡି । ସବୁ ଆଶଙ୍କା ଓ ଅନିଶ୍ଚିତତାର ପୁର୍ଣଛେଦ ପଡିଛି । ଆଜି ରାଜ୍ୟସରକାର ବୋଲବମ ଉପରେ ଲଗାଇଛନ୍ତି କଟକଣା । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ […]

ଆଜି ସକାଳର ଖବର

ଆଜି ସକାଳର ଖବର,ତାରିଖ ୦୪/୦୭/୨୦,ଶନିବାର  ୧-ଗତକାଲି ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ୨-ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ  ଯାତ୍ରୀବାହୀ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି । ୩-ଭାରତ ଓ ଚୀନ ମଧ୍ୟରେ ଉତେଜନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଲାଦଖ ଗସ୍ତରେ ଯାଇଛନ୍ତି କ୍ଷ ୪-କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧିନତା ଦିବସ ଅବସରରେ […]

ଆଜିର ରାଶି ଆପଣଙ୍କ ପାଇଁ କେମିତି ଅଛି ଜାଣନ୍ତୁ

ଜୁଲାଇ ୦୪ ତାରିଖ ୨୦୨୦ମସିହା(ଶନିବାର),ଆଷାଢ-ଶୁକ୍ଳପକ୍ଷ,ତିଥି -ଚତୁର୍ଦ୍ଦଶୀ , ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର .ଆଜିର ରାଶିଫଳ ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ […]

ଆଜି ଆପଣଙ୍କ ରାଶି କଣ କହୁଛି

ଜୁଲାଇ ୦୩ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଷାଢ-ଶୁକ୍ଳପକ୍ଷ , ତିଥି –ତ୍ରୟୋଦଶୀ, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଆଜି ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ । ଆଜିର ରାଶିଫଳ । ମେଷ-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ-ପାରିବାରିକ ଜୀବନରେ […]

ପୁଣି ଭୁବନେଶ୍ୱରରୁ ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର୨/୭(ଏସ୍‌ଏସ୍‌ନିୟୁଜ) ପୁଣି ୧୩ ଜଣ କରୋନା ପଜିଟିଭ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଓଲ୍ଡ ଟାଉନ ଭୀମଟାଙ୍ଗି ରୋଡର ୩୨ ବର୍ଷୀୟ ଜଣେ ଯୁବକ, ସାଲିଆ ସାହିର ୫୫ ବର୍ଷୀୟ ଜଣେ ରେଲୱେ ଷ୍ଟାଫ୍, ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି, ନୀଳଚକ୍ର ନଗରର ୧୮ ବର୍ଷୀୟ ଜଣେ ଯୁବତୀକୁ ମିଶାଇ ୫ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବାବେଳେ ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ […]

୦୨ଜୁଲାଇ୨୦୨୦ ଗୁରୁବାର ର ଗୁରୁତ୍ୱପୂର୍ଣ୍ଣ ଖବର

➡ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ-ପୁରୀ: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି। ପ୍ରାୟ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ଦାରୁବିଗ୍ରହ। ବିଶ୍ୱନିଅନ୍ତାଙ୍କ ଏହି ଦିବ୍ୟ ବେଶକୁ କିନ୍ତୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ମହାମାରୀ କରୋନା ପାଇଁ ରଥଯାତ୍ରା ଓ ବାହୁଡ଼ା ଭଳି ସୁନା ବେଶ ବି ଭକ୍ତଶୂନ୍ୟ ରହିଛି।ଏହି ସୁନା ବେଶ ପାଇଁ ସକାଳ ସାଢ଼େ ୬ଟାରୁ […]

ପେଟ୍ରୋଲ ଡିଜେଲ ଦରବୃଦ୍ଧିପ୍ରତ୍ୟାହାର ଦାବୀକଲା ଏସୟୁସିଆଇ

ଡେଲାଙ୍ଗ,୧/୭  ( ଏସଏସନିୟୁଜ) ଡେଲାଙ୍ଗ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଡେଲାଙ୍ଗ ଶାଖା ପକ୍ଷରୁ ପେଟ୍ରୋଲ ଡିଜେଲର କ୍ରମାଗତ ଦରବୃଦ୍ଧିକୁ ପ୍ରଦିବାଦ କରାଯାଇଛି । ଏସୟୁସିଆଇ କର୍ମକର୍ତା ମାନେ ପ୍ଲାଗକାର୍ଡ,ବ୍ୟାନରଧରି ପେଟ୍ରୋଲ ଡିଜେଲ ଦରବୃଦ୍ଧି କମାଅ ଓ ଟିକସ ପ୍ରତ୍ୟାହାର କରିବା ଆଦି ବିଭିନ୍ନ ସ୍ଲୋଗାନ ଦେଇ ପ୍ରଦିବାଦ କରିଥିଲେ । ଏହି ବିକ୍ଷୋଭରେ ଅଲଇଣ୍ଡିଆ କିସାନ କ୍ଷେତ ମଜଦୁର ସଂଗଠନର ରାଜ୍ୟସମ୍ପାଦକ କମ୍ରେଡ ରଘୁନାଥ ଦାସ କେନ୍ଦ୍ର ଓ ରାଜ୍ୟସରକାରଙ୍କ ତୈଳଦର ବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ ଚରମ ବ୍ୟର୍ଥତା ସମ୍ପର୍କରେ […]

ରାଜଧାନୀରେ ୧୨ ପଜିଟିଭ

ଭୁବନେଶ୍ୱର,୧/୭(ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ ଲୋକାଲ ହୋଇଥିବାବେଳେ ୪ଜଣ ପେଡ୍‌ହୋମ କ୍ୱାରେଟାଇନରେ ରହିଥିଲେ ।ଏହି ପେଡ୍ କ୍ୱାରେଟାଇନରେ ଆକ୍ରାନ୍ତ ଙ୍କ ମଧ୍ୟରେ ଟଙ୍କପାଣି ରୋଡ ଅଂଚଳରୁ ୨ଜଣପୁରୁଷ, ଶୈଲଶ୍ରୀବିହାର ଅଂଚଳରୁଜଣେପୁରୁଷ ଓ ଖଣ୍ଡଗିରି ଅଂଚଳରୁ ଜଣେ ପୁରୁଷ ପଜିଟିଭ ଚିହ୍ନଟ ହୋଇଛି ।ସେହିଭଳିଭାବେ ଲୋକାଲକେଶରେ ଆକ୍ରାନ୍ତଙ୍କ ମଧ୍ୟରେ ଡୁମଡୁମା ରଘୁନାଥନଗରବସ୍ତୀ ଅଂଚଳରେ ଜଣେପୁରୁଷ ଓ ଜଣେ ମହିଳା,ଡୁମଡୁମା ସୁଖବିହାର ବସ୍ତୀ ଅଂଚଳରେ ଜଣେପୁରୁଷ ,ଶ୍ରିରାମନଗର […]