Browsing monthly archive

August 2020

ସେପ୍ଟମ୍ବେର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍

ଭୁବନେଶ୍ୱର୩୧/୮(ଏସଏସନିୟୁଜ) ଆଜି ରାଜ୍ୟ ସରକାର ସେପ୍ଟମ୍ବେର ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବ। କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ କଟକଣା କୋହଳ କରାଯିବା ସହ ନିର୍ଦ୍ଦିଷ୍ଟ କଟକଣା […]

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ପରଲୋକ

ନୂଆଦିଲ୍ଲୀ,୩୧/୮(ସତ୍ୟସନ୍ଧାନ ଡେସ୍କ) ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ […]

ଆଜିର ଦିନଟି କିପରି କଟିବ ଜାଣନ୍ତୁ ?

ଅଗଷ୍ଟ ୩୧ ତାରିଖ ୨୦୨୦ମସିହା(ସୋମବାର)ଭାଦ୍ରବ-ଶୁକ୍ଳପକ୍ଷ,ତିଥି -ତ୍ରୟୋଦଶୀ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଆଜିର ରାଶିଫଳ । ମେଷ :-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ […]

କାୟା ମେଲାଉଛି ମହାନଦୀ

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୩୧/୦୮/୨୦,ସୋମବାର ୧-ମହାନଦୀର ମହାରୂପ : କାୟା ମେଲାଉଛି, ମୁଣ୍ଡୁଳି ଦେଇ ଆସୁଛି ୧୦ ଲକ୍ଷ ଘନଫୁଟରୁ ଅଧିକ ଜଳ। ୨-ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅନୁଧ୍ୟାନ ପରେ କରିବେ ସ୍ଥିତିର ସମୀକ୍ଷା। ୩-ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ନିଷ୍ପତ୍ତି ଆଜି: ସାମିଲ ହେବେ ୧୧ ବିଶ୍ୱବିଦ୍ୟାଳୟ କୁଳପତି, ୩୫ କଲେଜ ଅଧ୍ୟକ୍ଷ। ୪-ବଡମ୍ବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ […]

ଦୟାନଦୀରେ ସୃଷ୍ଟି ହେଲା ଅଶିଫୁଟର ଘାଇ

ଜଟଣୀ ,୩୦/୮(ଏସଏସନିୟୁଜ) ସାରା ରାଜ୍ୟରେ ବନ୍ୟାର ବିଭୀଷିକା ଜାରି ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ ପଞ୍ଚାୟତ ଓ ବେଣା ପଞ୍ଜୁରୀ ପଞ୍ଚାୟତ ରେ ତାହାର ପ୍ରଭାବ ଦେଖିବାକୁ ମିଳିଛି ।ରବିବାରଦିନ ତିରିମଲ ଦେଇ ଯାଇଥିବା ଦୟାନଦୀ ରେ ଏକ ଅଶି ପୁଟର ଘାଇ ସୃଷ୍ଟି ହୋଇ ତିରୀମଲ ଓ ଏହାର ଆଖପାଖ ଅଞ୍ଚଳର ବହୁ ଗ୍ରାମ ବାହ୍ୟଜଗତରୁ ବିଛିର୍ଣ ହୋଇଯାଇଛି। ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ […]

ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଲଞ୍ଚ ନେବା ମାହଙ୍ଗା ପଡିଲା

ମାଲକାନଗିରି,୩୦/୮(ଏସ ଏସ ନିୟୁଜ) ମାଲକାନଗିରିରେ ପୋଲିସ ଖାକିରେ ଲାଗିଲା ଦାଗ,ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ ମାହଙ୍ଗା ପଡିଲା ।ଫଳରେ ଏସପି ଏହି ଘଟଣାରେ ଜଣେ ଏସ୍‌ଆଇ ଙ୍କୁ ନିଲମ୍ବିତ କରିଥିବା ବେଳେ ଅନ୍ୟ ଜଣେ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ କରାଯାଇ ୨ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଞ୍ଚଳରେ। ୪ ଦିନ ପୂର୍ବ ରାତିରେ ଖାଇପୁଟ ଅଞ୍ଚଳରେଗାଡି ଚେକିଂ ବେଳେ ଏକ […]

ମୁଣ୍ଡଳିରେ ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୩୦/୮(ଏସ ଏସ ନିୟୁଜ ) ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ ମୁଣ୍ଡୁଳିରେ ଆସି ପହଞ୍ଚିଛି ।ଛତିଶଗଡ​‌ରେ ବର୍ଷା କମିଥିବାରୁ ବିପଦ କମିପାରେ ବୋଲି ଜଳ ସମ୍ପଦ ବିଭାଗ ଆଶଙ୍କା କରିଥିବାବେଳେ ମୁଣ୍ଡୁଳିରେ ମହାନଦୀରେ ୧ ଲକ୍ଷ କ୍ୟୁସେକ୍ ଜଳ ବୃଦ୍ଧି ପାଈ ବର୍ତ୍ତମାନ ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।ନରାଜ ଦେଇ ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ୍ ଜଳ କାଠଯୋଡ଼ିକୁ ପ୍ରବେଶ କରୁଛି । ନାରାଜରେ ପ୍ରବେଶ କରୁଛି ୨୬ […]

ଶଙ୍କରର ବୈରାଗ୍ୟ…

-ଆଜି ରାତିର ଗପ- ଶଙ୍କରର ବୈରାଗ୍ୟ… – ଗାର୍ହ୍ୟସ୍ଥ୍ୟ- ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର‌୍ୟ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ ସେହି ସ୍ଥାନଟି ଖୁବ୍ […]

ଅଦା ଖାଇଲେ କଣ ହୁଏ ଜାଣନ୍ତୁ ?

ସ୍ୱାସ୍ଥ୍ୟ-ଆମେ ସମସ୍ତେ ଜାଣୁ ଯେ ଫଳ ଏବଂ ପନିପରିବା ଆମ ପାଇଁ ପ୍ରକୃତରେ ଭଲ । ଏହା ଜଣା ଯେ ଆମେ ଦିନକୁ ଅନେକ ଥର ରଙ୍ଗୀନ ଖାଦ୍ୟ ଖାଉଛେ,  କିନ୍ତୁ ଆପଣ ଜାଣନ୍ତି କି କିଛି ମସଲାର ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାର ଅଛି? ଉଦାହରଣ ସ୍ୱରୂପ ଅଦା ନିଅନ୍ତୁ । ଯେତେବେଳେ ଆପଣ ଏକ ମାସ ପାଇଁ ପ୍ରତିଦିନ ଅଦା ଖାଆନ୍ତି, ଏହା ଆପଣଙ୍କ ଶରୀରର କଣ ଉପକାର ହୋଇଥାଏ ତାହା ଜାଣନ୍ତୁ… ଅଦା- […]

ଆସୁଛି ବଡ ବନ୍ୟା

ସଂକ୍ଷେପରେ ଆଜି ସକାଳର ଖବର,ତାରିଖ ୩୦/୦୮/୨୦,ରବିବାର । ୧-ଅନଲକ୍-୪.୦ ନେଇ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର। ଜାଣନ୍ତୁ,ସମସ୍ତ ଗାଇଡଲାଇନ୍ ଶେଷରେ ଅଛିଟ୍ଟ ୨-ବୁଡେଇବ ମହାନଦୀ : ହୀରାକୁଦର ୪୬ଟି ଗେଟ୍ ଖୋଲାଯିବା ପରେ ଆସୁଛି ବଡ ବନ୍ୟା, ବିଭିନ୍ନ ଜିଲ୍ଲାର ତଳି ଅଞ୍ଚଳ ଜଳମଗ୍ନ। ୩-ଜାତୀୟ କ୍ରୀଡ଼ା ପୁରସ୍କାରର ଅର୍ଥ ରାଶିରେ ବୃଦ୍ଧି : ଯେଉଁ ଖେଳାଳି କ୍ରୀଡାରତ୍ନ ପାଇବେ ତାଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ୧୫ ଲକ୍ଷ ଟଙ୍କା […]