Browsing daily archive

October 5, 2020

ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ନିରବ ପାର୍ଥନା

ଡେଲାଙ୍ଗ ୫/୧୦ (ଏସଏସନିୟୁଜ ) ପିିପିଲି ନିର୍ବାଚନ ମଣ୍ଡଳିରୁ ୭ ଥର ପ୍ରତିନିଧିତ୍ୱ କରିଥିବା ବିଧାୟକ,ତଥା ପୂର୍ବତନ ମନ୍ତ୍ରୀ ,ବିଜେଡିର ସ୍ପଷ୍ଟବାଦୀ ବରିଷ୍ଠ ନେତା ପ୍ରଦୀପ ମହାରଥିଙ୍କ ପରଲୋକ ଘଟିଛି । ଏନେଇ ଆଜି ଡେଲାଙ୍ଗ ବ୍ଲକ ପରିସରରେ ଆଜି ଶୋକସଭା ସହ ନିରବ ପାର୍ଥନା କରାଯାଇଛି । ଏହି ଅବସରରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ବିଡିଓ କ୍ଷୀରୋନ୍ଦ୍ର ପ୍ରଧାନ,ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ,ଏବିଡିଓ ପ୍ରଦିପ୍ତ ନାୟକ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର […]

ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାସୁମନ

ଡେଲାଙ୍ଗ,୫/୧୦(ଏସଏସନିୟୁଜ )ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଇଁପୁର ପଂଚାୟତର ଭାରତ ନିର୍ମାଣ ରାଜିବ ଗାନ୍ଧି ସେବା କେନ୍ଦ୍ରଠାରେ ଆଜି ସଂନ୍ଧ୍ୟାରେ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଧୂପ ,ଦୀପ,ଓ ମହମବତୀ ଜାଳି ଗଭିରତମ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।ସରପଂଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ୱାବଧାନତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ/ସଭ୍ୟା,ଏନ.ଏମ,ଅଙ୍ଗନବାଡି କର୍ମୀ, ଆଶାକର୍ମୀ,ଛାତ୍ର,ଯୁବକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାରଥିଙ୍କ ସ୍ମୃତିଚାରଣ କରାଯିବା ସହିତ ପ୍ରଦୀପ ମହାରଥି ଅମର ରହେ ଧ୍ୱନୀ ମାଧ୍ୟମରେ ଗତାୟୁ […]

ଧର୍ମପରାୟଣ ମହିଳାଙ୍କ ବିୟୋଗ

ବାରଙ୍ଗ,୫/୧୦(ଏସଏସନିୟୁଜ)ବାରଙ୍ଗ ଅଂଚଳର ଶିଳ୍ପପତି ତଥା ଜଣାଶୁଣା ଚେହେରା ଦାଢାପାଟଣା ଗ୍ରାମର ଅର୍ଜ୍ଜୁନ ମହାରଣାଙ୍କ ମାତା କେତକି ମହାରଣା ୮୨ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ବୟସ ଅନୁପାତରେ ସେ ଦୁର୍ବଳ ହୋଇଥିବା ବେଳେ ଏକପ୍ରକାର ସୁସ୍ଥ ଥିଲେ । ସୋମବାରଦିନ ବଢିଭୋର ସମୟରେ ହଠାତ ହୃଦଘାତରେ ତାଙ୍କର ମୃତ୍ୟୁବରଣ ହୋଇଥିଲା । ସେ ଜଣେ ପରୋପକାରୀ, ଧର୍ମପରାୟଣ , ଭଗବତବିଶ୍ୱାସୀ ମହିଳା ହୋଇଥିବାରୁ ଦାଢାପାଟଣା ଗ୍ରାମରୁ ବହୁ ଲୋକସହ ଆମ୍‌ୟସ୍ୱଜନ ମାନେ ଆସି ତାଙ୍କର ଶେଷ ଦର୍ଶନ […]

ବରିମୁଣ୍ଡ ବ୍ୟାଙ୍କ ଡକାୟତୀ ଘଟଣାର ପର୍ଦାଫାସ , ଋଣ ସୁଜିବାକୁ ଯାଇ ଲୁଟ

ଭୁବନେଶ୍ୱର :୫/୧୦(ଏସଏସଏନ୍) ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ଇନଫୋସିଟି ଅଞ୍ଚଳର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଥିବା ସୋମବାର ଜଣାପଡ଼ିଛି। ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି। ଏହାସହ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ବୋଲି ଜଣାପଡ଼ିଛି । ପୁଲିସ ଗିରଫ କରିଥିବା ୨ ଲୁଟେରାଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।ଗିରଫ ଲୁଟେରା […]

ଆଜିର ରାଶିଫଳ

ଅକ୍ଟୋବର ୦୫ ତାରିଖ ୨୦୨୦ମସିହା(ସୋମବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ତୃତୀୟା ନକ୍ଷତ୍ର-ଦ୍ଵିଜା ,ମେଷ ରାଶି ର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର , ଆଜି ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ । ଆଜିମୂଳା ଭକ୍ଷଣ ନିଷେଧ,ଆଜିର ରାଶିଫଳ।ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । […]

ରାଜଧାନୀ ରାଜରାସ୍ତାରେ ଗଡିଲା ମୁଣ୍ଡ,ସବୁ ଦେଖିଲା ସିସିଟିଭି

ଖବର ଆଜି ସକାଳର,ତାରିଖ ୦୫/୧୦/୨୦ ସୋମବାର।୧-ଯାଜପୁର-ମେବାଇଲ୍ ପାଇଁ ଜୀବନ ଗଲା : ମା’ ବାରଣ କରିବାରୁ ନଦୀକୁ ଡେଇଁପଡ଼ିଲେ ଛାତ୍ର।୨-ଚେନ୍ନାଇର ଶାନଦାର୍ କମବ୍ୟାକ୍: ପଞ୍ଜାବକୁ ପାଣି ପିଆଇ କୌଣସି ୱିକେଟ୍ ନହରାଇ ୧୭୯ ରନକୁ ସହଜରେ ହାସଲ କଲା ଧୋନୀ ବାହିନୀ ।୩-ଆଇପିଏଲ୍‌-୨୦୨୦: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୩୪ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ।୪–ସାତ ମାସ ପରେ ଖୋଲିଲା ନନ୍ଦନକାନନ । ପ୍ରଥମ ଦିନରେ ଚିଡିଆଖାନା ବୁଲିଲେ ୩୦୬ ପର୍ଯ୍ୟଟକ ।୫-ଆଗକୁ ବଢୁଛି ମିଲେଟ ମିଶନ । […]